ଏହି ଝିଅଟି ଯାହା କଲା ନା ଦେଖିଲେ ଆପଣ ଚମକି ପଡିବେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏହି ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ସହ ଜଡିତ ଅଛନ୍ତି । ଇଣ୍ଟର୍ନେଟ ଓ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘ-ଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରନ୍ତି । ଏହା ସହିତ ଲୋକମାନେ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ନିଜର ମନୋରଞ୍ଜନ ମଧ୍ୟ କରି ପାରନ୍ତି । ଆଜି ଆମେ ଆପଣ ମାନଙ୍କୁ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା କିଛି ଏପରି ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଭିଡିଓ ବିଷୟରେ ।

୧. ବନ୍ଧୁଗଣ ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଜଣେ ଝିଅ ପଞ୍ଚ ମା-ରୁ-ଥି-ବାର ନଜର ଆସୁଛି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଝିଅର ପଞ୍ଚ ଏତେ ଫାଷ୍ଟ ଅଛି ଯେ ତାହା ନଜର ଆସୁ ନାହିଁ ।

ଯଦି ଆପଣ ଭିଡିଓ ସ୍ଲୋ କରିବେ ତା ହେଲେ ଆପଣଙ୍କୁ ଝିଅର ପଞ୍ଚ ଦେଖାଯିବ । ସେହି ସ୍ଥାନରେ ଥିବା ଲୋକମାନେ ମହିଳାଙ୍କ ପଞ୍ଚ ଦେଖି ପାରୁ ନଥିଲେ ତେଣୁ ମହିଳା ନିଜ ହାତରେ ପାଉଡର ଲଗାଇ ପଞ୍ଚ ମା-ରୁ-ଥିଲେ । ଏହି ଭିଡିଓକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଓ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଆପଣ ମଧ୍ୟ ଏହି ଝିଅତିର କାମ ଦେଖି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ ।

୨. ବନ୍ଧୁଗଣ ପାହାଡ ଚଢିବା ସହଜ ହୋଇନଥାଏ ଓ ଏକ ପ୍ରଫେସନାଲ ମାଉଣ୍ଟ କ୍ଲାଇମ୍ବର ହେବା ପାଇଁ ଲୋକମାନେ ବର୍ଷ ବର୍ଷ ଧରି କଷ୍ଟ କରିଥାନ୍ତି । ହେଲେ କିଛି ଲୋକ ଏପରି ମଧ୍ୟ ଥାନ୍ତି ଯେଉଁ ମାନେ ବିନା କୌଣସି ଦଉଡି ଓ ବିନା କୌଣସି ଷପୋର୍ଟରେ ଖାଲି ପାଦରେ ପାହାଡ ଉପରେ ଚଢି ଯାନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ମଙ୍କ ବିନା କୌଣସି ସୁରକ୍ଷା ଓ ବିନା କୌଣସି ଉପକରଣରେ ପାହାଡ ଉପରକୁ ଚଢି ଯାଉଛି ।

୩. ବନ୍ଧୁଗଣ ବର୍ତ୍ତମାନର ସମୟରେ ଟେକ୍ନୋଲୋଜି ବହୁତ ଉନ୍ନତି କରିଛି । ଯଦି ଆମେ କହିବୁ ଆପଣ ନିଜ ବାର୍ଥ ଟପ୍ ରେ ବସି ଉଡିପାରିବେ ତା ହେଲେ ଆପଣ କେବେବି ବିଶ୍ଵାସ କରିବେ ନାହିଁ । କିନ୍ତୁ ଆମ ତୃତୀୟ ଭିଡିଓରେ ଜଣେ ବ୍ୟକ୍ତି ନିଜ ବାର୍ଥ ଟପ୍ ଉପରେ ବସି ଉଡୁଥିବାର ନଜର ଆସୁଛି । ବ୍ୟକ୍ତି ନିଜେ ଏହି ଉଡୁଥିବା ବାର୍ଥ ଟପ୍ କୁ ବନେଇ ଛନ୍ତି ଓ ଏହି ବାର୍ଥ ଟପ୍ ଡ୍ରୋନ ପରି ଉଡୁଛି ।

୪. ବନ୍ଧୁଗଣ ଆପଣ ମାନେ ସମସ୍ତେ ବ୍ୟାକ ଫ୍ଲିପ କରୁଥିବା ଅନେକ ଲୋକଙ୍କୁ ଦେଖିଥିବେ । ସାଧାରଣତଃ ଲୋକମାନେ ପବନରେ ମାତ୍ର ଗୋଟିଏ ଥର ବ୍ୟାକ ଫ୍ଲିପ କରିପାରନ୍ତି ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପବନରେ ଦୁଇ ଥର ବ୍ୟାକ ଫ୍ଲିପ ମା-ରି-ପାରିବେ । ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଦୁଇ ଥର ବ୍ୟାକ ଫ୍ଲିପ କରୁଛି ଯାହାକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

Leave a Reply

Your email address will not be published. Required fields are marked *