‘ମୋର ପ୍ରଥମ ଲଭକୁ ୭ ବର୍ଷ ଧରି ଏକ ତରଫା ଭଲ ପାଉଥିଲି…ତା’ ପାଇଁ ଗୀତ ଲେଖିଥିଲି….ହେଲେ ସେ ମତେ…’: ଅଭିନେତ୍ରୀ Aiswarya Behera

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡ ର ଜଣେ ଅଭିନେତ୍ରୀ ଯାହାଙ୍କ ନାମ ଐଶ୍ଵର୍ଜ୍ୟା ନିଜ ପ୍ରଥମ ପ୍ରେମ ତଥା କ୍ରଶ ସମ୍ବନ୍ଧରେ କିଛି ଏଭଳି କଥା ସେୟାର କରିଛନ୍ତି ଯାହା ବର୍ତ୍ତମାନ ଚର୍ଚା ର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଐଶ୍ଵର୍ଜ୍ୟା କହିଛନ୍ତି ଯେ ତାଙ୍କ କ୍ରଶ ର ନାମ ସେ କହି ପାରିବେ ନାହିଁ । ମାତ୍ର ଜଣେ ଏଭଳି କିଏ ଥିଲେ ଯାହାକି ସେ ଷ୍ଟାଣ୍ଡାର୍ଟ ୱାନ ପଢିଲା ବେଳେ ତାଙ୍କ ସହିତ ପାଠ ପଢୁଥିଲେ ଏବଂ ତାଙ୍କ ସାଇଡରେ ବସଥିଲେ ବେଞ୍ଚ ରେ ।

ବର୍ତ୍ତମାନ ସେ ଏକ କର୍ପୋରେଟ ସେକ୍ଟରରେ ଅଛନ୍ତି । ସେମାନେ ହେଉଛନ୍ତି ସାଧାରଣ ଲୋକ ତଥା ସେଲିବ୍ରେଟି ନୁହନ୍ତି । ଏଣୁ ଯଦି ତାଙ୍କ ନାମ ସେ ଇଣ୍ଟରଭିୟୁ କହିଦେବେ ତେବେ ତାଙ୍କ ଅଫିସ ରେ ଥିବା ସମସ୍ତ ଷ୍ଟାଫ ତାଙ୍କୁ କଣ ପଚାରିବେ କ’ଣ ନାହିଁ ଏଣୁ ସେ ତାଙ୍କ ନାମ କହିବେ ନାହିଁ ବୋଲି କହିଥିଲେ । ଯଦି ତାଙ୍କୁ ମନେ ଥିବ ତେବେ ସେ ନିଶ୍ଚିତ ଜାଣିପାରିବେ ଯେ ସେ ଷ୍ଟାଣ୍ଡାର୍ଟ ୱାନ ରେ କାହା ସହିତ ବସୁଥିଲେ ?

ଅଭିନେତ୍ରୀ ଐଶ୍ଵର୍ଜ୍ୟା ପ୍ରଥମ ଲଭ ର ତାରିଖ କହିଛନ୍ତି ଯେ ୧୩ ନଭେମ୍ବର ୨୦୧୦ ମସିହା । ତେବେ ସେ ଏହିଦିନ ନିଜ ପ୍ରଥମ ପ୍ରେମ କୁ ଦେଖା କରିବାକୁ ଯାଇଥିଲେ । ସେ ତାଙ୍କୁ ୱାନ ସାଇଡ ଲଭ କରୁଥିଲେ ବୋଲି କହିଥିଲେ । ୭ ବର୍ଷ ତାଙ୍କ ପାଇଁ ଅପେକ୍ଷା ମଧ୍ୟ କରିଥିଲେ କାଳେ ସେ ତାଙ୍କୁ ହଁ କହିଦେବେ । ସେହି ମନର ମଣିଷ ମଧ୍ୟ ଐଶ୍ଵର୍ଜ୍ୟା ଙ୍କ ବନ୍ଧୁ ଥିଲେ ଏବଂ ଫ୍ଲଟ ମଧ୍ୟ କରୁଥିଲେ ଏଥି ନିମନ୍ତେ ଐଶ୍ଵର୍ଜ୍ୟା ଆଶାବାଦୀ ଥିଲେ ଯେ କାଳେ ସେ ହଁ କହିଦେବେ ।

ମାତ୍ର ସେ ସବୁ କିଛି ନୁହେଁ ବର୍ତ୍ତମାନ ସେ ଏକ ଭଲ ଜାଗାରେ ଅଛନ୍ତି । ଏହାପରେ ଇଣ୍ଡିଆ ଛାଡି ସେ ଜର୍ମାନୀ କୁ ଚାଲିଗଲେ ଏବଂ ବର୍ତ୍ତମାନ ଏକ ଟର୍କିଷ୍ଟ ଝିଅକୁ ବିବାହ କରିବାକୁ ଯାଉଛନ୍ତି, ଐଶ୍ଵର୍ଜ୍ୟା ତାଙ୍କ ପ୍ରଥମ ପ୍ରେମ କୁ ଇଣ୍ଟରଭିୟୁ ମାଧ୍ୟମରେ ଶୁଭେଛା ଜଣାଇଛନ୍ତି ।

ଓଲିଉଡ ଇଣ୍ଡଷ୍ଟ୍ରୀରେ ଐଶ୍ଵର୍ଜ୍ୟା ଙ୍କୁ ଫ୍ଲଟିଙ୍ଗ ବହୁତ ଜଣ କରିଛନ୍ତି ବୋଲି ସେ କହିଥିଲେ । ମାତ୍ର ଯଦି କିଛି କମିଟମେଣ୍ଟ କାହା ସହିତ ହେବ ଆଗକୁ ତେବେ ଐଶ୍ଵର୍ଜ୍ୟା ଙ୍କ ଫ୍ୟାନ୍ସ ମାନେ ନିଶ୍ଚିତ ଭାବରେ ଜାଣିବେ ଯେ ସେ ମୁଦି ପିନ୍ଧି ଏହି ବ୍ୟକ୍ତି ଙ୍କୁ ବିବାହ କରିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *