ପୁଣି ଆଜି ଫ୍ଯାମିଲି କୋର୍ଟ ରେ Varsha-Anubhab ଆମ୍ନା ସାମ୍ନା, ହେବ ଆପୋସ ସମାଧାନ ? କଣ ସୁର (Sura Routray) ଙ୍କ କଥା ରଖିଲେ କି ବର୍ଷା ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ଓଡ଼ିଆ ସିନେମା ଜଗତ ର ଅନୁଭବ ଏବଂ ବର୍ଷାଙ୍କ ଯୋଡି କୁ ଖୁବ ଭଲ ଭାବରେ ଜାଣିଥିବେ । ଏହି ଯୋଡି ଅନେକ ସିନେମା ରେ ଅଭିନୟ କରିଛନ୍ତି ଏବଂ ଅନେକ ହିଟ ସିନେମା ଇଣ୍ଡଷ୍ଟ୍ରି କୁ ପ୍ରଦାନ କରିଛନ୍ତି ।

ତେବେ ଏହି ଯୋଡି କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଏହି ଯୋଡି ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଏହା ପ୍ରେମ ବିବାହ ଥିଲା ଏହି ବିବାହ ରେ ସମସ୍ତେ ଖୁସି ମଧ୍ୟ ଥିଲେ କିନ୍ତୁ ଗତବର୍ଷ ବର୍ଷା ଅନୁଭବ ଙ୍କ ନାମ ରେ ତାଙ୍କ ଉପରେ ନି-ର୍ଯା-ତ-ନା ଏବଂ ତାଙ୍କୁ ଅ-ତ୍ୟା-ଚା-ର କରା ଯାଉଛି ବୋଲି କେ-ଶ କରିଥିଲେ ଏବଂ ଏହି ଖବର ଚାରିଆଡେ ବ୍ୟାପି ମଧ୍ୟ ଯାଇଥିଲା ତାପରେ ସେ ଦୁଇ ଜଣଙ୍କୁ ଅନେକ ପ୍ରଶ୍ନ ର ଘେରରେ ରହିବାକୁ ପଡିଥିଲା ।

ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳର ଜଣେ ଏମପି ଅଛନ୍ତି ଏବଂ ସେଥିପାଇଁ ତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା । ତେବେ ଅନୁଭବ ମିଡ଼ିଆ ରେ କହି ଥିଲେ କି ବର୍ଷା ପ୍ରଥମ ଦିନରୁ ତାଙ୍କ ସହ କୌଣସି ସ-ମ୍ବ-ନ୍ଧ ରଖିବା ପାଇଁ ମନା କରି ଦେଇଥିଲେ ଏବଂ ସେ ନିଜ ବାପ ଘରେ ଅଧିକ ସମୟ ବିତାଉ ଥିଲେ ଏବଂ ଅନୁଭବ ଙ୍କ ପରିବାର ସହ କୌଣସି ପ୍ରକାରର ଭଲ ସଂପର୍କ ରଖୁ ନଥିଲେ ଏହା ଛଡା ସେ ଅନୁଭ ଙ୍କୁ ମା-ନ-ସି-କ ନି-ର୍ଯା-ତ-ନା ଦେଉଥିଲେ ।

ସେ ତାଙ୍କର କୌଣସି ଉତ୍ସବରେ ମଧ୍ୟ ଯୋଗଦାନ କରୁ ନଥିଲେ ଏବଂ ନିଜ ପରିବାର ଲୋକ ଙ୍କ ଆଗରେ ସର୍ଵଦା ତାଙ୍କୁ ଅ-ପ-ମା-ନ ଦେଇ ଆସୁ ଥିଲେ ତେଣୁ ଅନୁଭବ ବର୍ଷା ଙ୍କ ଠାରୁ ବର୍ତ୍ତମାନ ଛାଡପତ୍ର ଚାହୁଁଛନ୍ତି । ତେବେ ଏହି ସ-ମ୍ବ-ନ୍ଧ-ରେ ବର୍ଷା ସିଧାସଳଖ ଭାବେ କିଛି କହି ନ ଥିଲେ ।

ଏହା ଛଡା ଅନୁଭବ ତିନିଥର କଟକ ଫ୍ୟାମିଲି କୋ-ର୍ଟ-ରେ ହାଜର ହୋଇ ଏହି ମା-ମ-ଲା-ର ଏକ ଫଇସିଲା ପାଇଁ ନିବେଦନ କରିଥିଲେ ତେବେ ଉଭୟ ଙ୍କୁ ଫ୍ୟାମିଲି କୋ-ର୍ଟ ରେ ହାଜର କରା ଯାଇଥିଲା ଦୁହେଁ ଗତ ୯ ତାରିଖ ରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ଏବଂ ସେମାନଙ୍କ ସମ୍ପର୍କ କୁ ସୁଧାରିବା ପାଇଁ ଅନେକ ସମୟ ପର୍ଯ୍ୟନ୍ତ ବିମର୍ଷ ମଧ୍ୟ ହୋଇଥିଲା ।

ତେବେ ଆଜି ମଧ୍ୟ ଉଭୟ ଫ୍ୟାମିଲି କୋ-ର୍ଟ-ରେ ହାଜର ହୋଇଥିଲେ । ଏହା ପରେ କାଉନ୍ସିଲିଂ ର ଯେଉଁ ସବୁ ପ୍ରକ୍ରିୟା ଏବଂ ହିନ୍ଦୁ ବିବାହ ରେ ଯଦି କୌଣସି ସମସ୍ୟା ଆସେ କିମ୍ବା ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ପ୍ରକାରର ଝ-ଗ-ଡା ଆଦି ଦେଖାଯାଏ ତେବେ ଏହାର ସମାଧାନ କିପରି ଭାବରେ ହୋଇ ପାରିବ ତାହା ମଧ୍ୟ ଏହି କାଉନସିଲର ଜରିଆରେ କରାଯାଉଛି ।

ଅର୍ଥାତ ଦୁଇ ଜଣଙ୍କ ଭିତରେ ଥିବା ତିକ୍ତତା କୁ ଦୁର କରି କିପରି ସେମାନେ ଆଉଥରେ ନିଜର ଜୀଵନ କୁ ଆରମ୍ଭ କରି ପାରିବେ ସେ ସବୁ ପ୍ରଚେଷ୍ଟା କରାଯାଉଛି । ଯଦି ଏହା ସତ୍ତ୍ୱେ ତାଙ୍କ ଭିତରେ କୌଣସି ସମାଧାନ ନ ହୋଇ ପାରିଲା ତେବେ ସେମାନେ ନିଜ ଛାଡପତ୍ର ପ୍ରୋସେସ କୁ ଆଗକୁ ମଧ୍ୟ ବଢ଼ାଇ ପାରିବେ ।

ତେବେ ଯେଉଁଠି ଅନୁଭବ ଆସୁଥିଲେ ବର୍ଷା ନଥାନ୍ତି ଏବଂ ବର୍ଷା ଥିଲେ ଅନୁଭବ ଆସନ୍ତି ନାହିଁ ଆଜି ଦୁଇଜଣ ଏକାଠି ଆସି ହାଜର ହୋଇଛନ୍ତି ତେବେ ଏହା ଏକ ସକରାତ୍ମକ କଥା ଏବଂ ଦୁଇ ଜଣଙ୍କ ଭିତରେ ମିମାଂସା ହେଉ ବୋଲି ଆଶା କରାଯାଉଛି । ତେବେ ଏଥିରେ ଆପଣଙ୍କ ମତ କଣ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମସ ଆହା ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *