ଚାକରଙ୍କୁ ନିଜ ଘରର ସଦସ୍ୟ ମାନନ୍ତି Bollywood ର ଏହି 5 ଜଣ ଷ୍ଟାର, ଜଣେ ତ ତାଙ୍କର ମେଡିକାଲ ବିଲ ବି ଭରନ୍ତି

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ବନ୍ଧୁଗଣ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ଘରର ଚାକରକୁ ମଧ୍ୟ ଘରର ସଦସ୍ୟ ମାନି ଥାନ୍ତି । ଏହା ସହିତ ସେମାନେ ଏହି ଚାକର ମାନଙ୍କ ସହ ବହୁତ ଆଦରରେ କଥା ବାରତା କରିଥାନ୍ତି ।

ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସଲମାନ ଖାନ । ସଲମାନ ଖାନ ବହୁତ କ୍ରୋଧୀ ଅଭିନେତା ଅଟନ୍ତି ସେ ଛୋଟ ଛୋଟ କଥା ପାଇଁ କ୍ରୋଧ କରିଥାନ୍ତି । ହେଲେ ବନ୍ଧୁଗଣ ସେ ନିଜ ଚାକରକୁ ବହୁତ ଆଦରରେ କଥା ହୁଅନ୍ତି । ତାଙ୍କ ଘରେ ବହୁତ ଚାକର ଅଛନ୍ତି ହେଲେ ଗୋଟେ ଚାକର ଏମିତି ଅଛି ଯିଏ ୫୦ ବର୍ଷ ହେବ ତାଙ୍କ ଘରେ କାମ କରୁଛି । ଏହି ଚାକରକୁ ସଲମାନ ନିଜ ଘରର ସଦସ୍ୟ ପରି ମାନି ଥାନ୍ତି ।


ଯାନଭି କପୁର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ହଟ୍ ଅଭିନେତ୍ରୀ ଯାନଭି କପୁର । ଯାନଭି ସୋସିଆଲ ମିଡିଆରେ ନିଜ ସୁନ୍ଦରତ ପାଇଁ ବହୁତ ଚର୍ଚାରେ ରୁହନ୍ତି । ଯାନଭିଙ୍କ ମା ଶ୍ରୀଦେବୀ ତାଙ୍କର ଏକ ଚାକରର ବହୁତ ଆଦର କରନ୍ତି । ଶ୍ରୀଦେବୀ ଯିବା ପରେ ଯାନଭି ମଧ୍ୟ ସେହି ଚାକରକୁ ନିଜ ଘରର ସଦସ୍ୟ ପରି ମାନି ଥାନ୍ତି ।

ଆଲିୟା ଭଟ୍ଟ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଆଲିୟା ଭଟ୍ଟ । ନିଜ ଲଭ ଲାଇଫ ଓ ସୁନ୍ଦରତାକୁ ନେଇ ଆଲିୟା ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି । ଆଲିୟା ନିଜ ଘରର ସମସ୍ତ ଚାକର ମାନଙ୍କୁ ଘରର ସଦସ୍ୟ ମାନି ଥାନ୍ତି । ଥରେ ସେ ନିଜ ଡ୍ରାଇଭରକୁ ବିପଦ ସମୟରେ ୫୦ ହଜାର ଟଙ୍କାର ମେଡିକାଲ ବିଲ ଦେଇ ସାହାର୍ଯ୍ୟ କରିଥିଲେ ।

ଧର୍ମେନ୍ଦ୍ର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇ ସଫଳତା ହାସଲ କରିଛନ୍ତି । ଧର୍ମେନ୍ଦ୍ର ଆଜି ମଧ୍ୟ ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି । ତାଙ୍କ ଘରେ ବହୁତ ଚାକର କାମ କରନ୍ତି ଓ ସେ ସମସ୍ତଙ୍କୁ ଘରର ସଦସ୍ୟ ମାନି ଥାନ୍ତି ।

ସେଫ ଅଲି ଖାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସେଫ ଅଲି ଖାନ । ସେଫ ଏକ ରାଜକୀୟ ପରିବାରରୁ ଆସିଛନ୍ତି ହେଲେ ତାଙ୍କର କୌଣସି ଗର୍ବ ଅହଂକାର ନାହିଁ । ସେ ନିଜ ଘରର ଚାକର ମାନଙ୍କୁ ବହୁତ ଆଦରରେ ରଖିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *