Sana Khan ଓ Mufti Anas ଙ୍କ ବିବାହ ପଛରେ ରହିଛି ୩ ଟି ବଡ ରହସ୍ୟ, ସନାଙ୍କୁ କେମିତି ପସନ୍ଦ ଆସିଲେ ମୁଫ୍ଫି ଜାଣନ୍ତୁ ପୁରା କାହାଣୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ବଲିଉଡ ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ଠିକ ସେହିପରି ଏକ ବଲିଉଡ ଅଭିନେତ୍ରୀ ବର୍ତ୍ତମାନ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀଙ୍କ ନାମ ହେଉଛି ସନା ଖାନ । ଏହି କିଛି ଦିନ ହେବ ସନା ମୁଫ୍ତି ଅନାସଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ବିବାହ ପଛରେ ଥିବା ରହସ୍ୟ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ବିବାହ ସମ୍ବନ୍ଧିତ କିଛି ଖାସ କଥା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆସନ୍ତୁ ଜାଣିବା ଏମାନଙ୍କ ବିବାହ ବିଷୟରେ ।

୧. ସନାଙ୍କ ସହ ଏହି ଘଟଣା ହେବାରୁ ଅନାସ ତାଙ୍କୁ ସାକ୍ଷାତ କରିଲେ-

ବନ୍ଧୁଗଣ ୨୦୧୯ରେ ସନାଙ୍କର ନିଜ ବୟଫ୍ରେଣ୍ଡ ମେଲଭିନ ଲୁଇସଙ୍କ ସହ ବ୍ରେକଅପ୍ ହୋଇଯାଇଥିଲା । ସେହି ସମୟରେ ଏହି ଦୁଇଜଣଙ୍କ ବ୍ରେକଅପ୍ ମାମଲା ବହୁତ ଚର୍ଚାରେ ଥିଲା । ସନାଙ୍କ ମତରେ ମେଲଭିନ ତାଙ୍କୁ ଚିଟ୍ କରୁଥିଲେ ଓ ସେ ଅନ୍ୟ ଝିଅ ମାନଙ୍କ ସହ ରିଲେସନରେ ଥିଲେ । ମେଲଭିନ ଯିବା ପରେ ସନା ବହୁତ ଅଧିକ ଡିପ୍ରେସ ହୋଇଯାଇଥିଲେ । ଏହା ପରେ ‘ବିଗବସ ୭’ର ସଦସ୍ୟ ଇଜାଜ ଖାନ ସନା ଓ ଅନାସଙ୍କର ସାକ୍ଷାତ କରାଇଥିଲେ । ଇଜାଜ ଖାନ ଓ ଅନାସ ଗୁଜୁରାଟରେ ରୁହନ୍ତି । ଏହା ପରେ ସନା ଓ ଅନାସ ଦୁଇଜଣ ପରସ୍ପରକୁ ପ୍ରେମ କରିଥିଲେ ଓ ବର୍ତ୍ତମାନ ବିବାହ କରିଲେ ।

୨. ସନା ଓ ମୁଫ୍ତି ଏତେ କ୍ଳୋଜ କେମିତି ହେଲେ ?

ବନ୍ଧୁଗଣ ସେହି ସମୟରେ ସନା ବହୁତ ଡିପ୍ରେସନରେ ଥିଲେ ଓ ତାଙ୍କ ମନ ଭାଙ୍ଗିଯାଇଥିଲା । ଅନାସଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ବକୁ ଦେଖି ସନା ତାଙ୍କୁ ଭଲ ପାଇଥିଲେ । ସେଥିପାଇଁ ସନା ନିଜକୁ ମଧ୍ୟ ବହୁତ ଅଧିକ ବଦଳାଇ ଥିଲେ । ଯାହା ଫଳରେ ସେ ବଲିଉଡକୁ ତ୍ୟାଗ କରିଥିଲେ । ବର୍ତ୍ତମାନ ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଛନ୍ତି ଓ ବହୁତ ଖୁସିରେ ରହୁଛନ୍ତି ।

୩. ମୁଫ୍ତି ଅନାସ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି-

ବନ୍ଧୁଗଣ ମୁଫ୍ତି ଅନାସଙ୍କର ନିଜର ବିଜନେସ ଅଛି ଯାହାକୁ ସେ ଓ ତାଙ୍କ ପିତା ସମ୍ଭାଳି ଛନ୍ତି । ଅନାସଙ୍କ ପରିବାର ହୀରା କାରବାର କରନ୍ତି । ସେହି ଦ୍ରୁଷ୍ଟିରୁ ଆପଣ ମାନେ ଜାଣିପାରୁଥିବେ ଏମାନେ କେତେ ଅଧିକ ଧନୀ ହୋଇଥିବେ । ଯଦି ଅନାସ କୌଣସି କାମ ନ କରିବେ ତା ହେଲେ ମଧ୍ୟ ତାଙ୍କ ୭ ପୁରୁଷ ବସି ରହି ବହୁତ ଖୁସିରେ ଜୀବନ ଅତିବାହିତ କରିବେ ।

ଏହି ବିବାହର ଫଟୋ ବର୍ତ୍ତମାନ ବହୁତ ଚର୍ଚାରେ ଅଛି ଓ ସନାଙ୍କୁ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ହେବାକୁ ପଡୁଛି । କିନ୍ତୁ ସନାଙ୍କୁ ଏହି ସବୁ କଥାର କୌଣସି ଫରକ ପାଡିବ ନାହିଁ । କାରଣ ସେ ଅନାସଙ୍କ ସହ ବହୁତ ଖୁସିରେ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *