ଏହି ୫ଜଣ ହେଉଛନ୍ତି ଟିଭିର ସବୁଠୁ ଧନୀ ହିରୋଇନ, ଶେଷ ଜଣଙ୍କ ଆଗରେ ତ ଫିଲ୍ମ ହିରୋଇନବି ଫିକା ପଡିଯିବେ

ଆଜିର ସମୟରେ ଟିଭି ର ଅଭିନେତ୍ରୀ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହଁନ୍ତି । ତାହା ସୁନ୍ଦର, ଫେମସ ବା ରୋଜଗାର ମାମଲାରେ ହେଉ ନା କାହିଁକି । ବଲିଉଡ ଅଭିନେତ୍ରୀ ଗୋଟିଏ ଫିଲ୍ମ କରିବା ପାଇଁ ଫିଲ୍ମ ନିର୍ମାତାଙ୍କ ଠାରୁ କୋଟି କୋଟି ଟଙ୍କା ନେଇଥାନ୍ତି ଯେତେବେଳେ କି ଟିଭି ଅଭିନେତ୍ରୀ ବି ସିରିୟଲର ଗୋଟିଏ ଏପିସୋଡ ପାଇଁ ଲକ୍ଷ ରୁ କୋଟିଏ ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି ଏବଂ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଟିଭିର ୫ଜଣ ସବୁଠାରୁ ଧନୀ ଅଭିନେତ୍ରୀଙ୍କ ବିଷୟରେ ।

୧ -ଜେନିଫର ୱିଗେଂଟ

ଟିଭିର ସୁନ୍ଦର ଅଭିନେତ୍ରୀ ମାନଙ୍କ ଭିତରେ ଜେନିଫର ସାମିଲ ଅଟନ୍ତି ଏବଂ ସେ ବେପନାହ, ସରସ୍ଵତୀ ଚନ୍ଦ୍ର ଏବଂ ଦିଲ ମିଲ ଗଏ ଭଳି ଟିଭିର ଲୋକପ୍ରିୟ ସିରିୟଲରେ କାମ କରିଛନ୍ତି । ଜଣେ ରିପୋର୍ଟରଙ୍କ କହିବା ଅନୁସାରେ ଜେନିଫର ୨୦ କୋଟିର ମାଲିକ ଅଟନ୍ତି ।

୨ -ସନାୟା ଇରାନୀ

ସନାୟା ଇରାନୀ ଇସ ପ୍ୟାର କୋ କ୍ୟା ନାମ ଦୂ ଭଳି ହିଟ ସିରିୟଲରେ କାମ କରିଛନ୍ତି । ସନାୟା କେତେକ ଡ୍ୟାନ୍ସ ସୋ ରେ ବି ପାର୍ଟିସପେଟ କରିଛନ୍ତି ଏବଂ ତାଙ୍କର ବଂଶର ସଂପତି ୨୧ କୋଟି ଅଟେ ।

୩ -ଦୃଷ୍ଟିଧାମି

ଦୃଷ୍ଟିଙ୍କୁ ବହୁତ ଲୋକ ଚାହାଁନ୍ତି କାରଣ ତାଙ୍କର ନିରୀହ ମୁଁହ ଏବଂ ଆଖିରେ ଲୋକ ହଜିଯାଇଥାନ୍ତି । କିନ୍ତୁ ଏହି ନିହିର ଚେହେରାର ଅଭିନେତ୍ରୀଙ୍କ ପାଖରେ ପ୍ରାୟ ୨୫ କୋଟି ର ସମ୍ପତି ଅଛି ।

୪ -ହୀନା ଖାନ

ହୀନା ଖାନ ନିଜ କ୍ୟାରିୟରର ଆରମ୍ଭ ୟେ ରିସ୍ତା କ୍ୟା କେହଲାତା ହେ ସିରିୟଲରେ କରିଥିଲେ ଏବଂ ସେ ବିଗ ବସ ଏବଂ ଖତରୋ କେ ଖିଲାଡ଼ି ଭଳି ସୋ ରେ ବି ଭାଗ ନେଇଛନ୍ତି । ହୀନା ଖାନଙ୍କ ସମ୍ପତିର କଥା କହିବା ତ ତାଙ୍କ ପାଖରେ ୩୪ କୋଟିର ସମ୍ପତି ଅଛି ।

୫ -ଦିବ୍ୟଙ୍କା ତ୍ରିପାଠୀ

ଦିବ୍ୟଙ୍କା ତ୍ରିପାଠୀ ୟେ ହେ ମୋହବତେ ସିରିୟଲରେ କାମ କରିଛନ୍ତି ଏବଂ ସେ ଆଜିର ସବୁଠାରୁ ଫେମସ ଟିଭି ଅଭିନେତ୍ରୀ ଅଟନ୍ତି । ତାଙ୍କର ସଂପତି ପ୍ରାୟ ୫୦ କୋଟି ଟପି ଯାଇଛି ।

Leave a Reply

Your email address will not be published. Required fields are marked *