ସ୍ଵାମୀଙ୍କ ପଛରେ ଏହି କାମ କରିଥାନ୍ତି ସବୁ ସ୍ତ୍ରୀ, ଜାଣି ନେବେ ତ ଆଗକୁ କେବେ ଭାବିବାକୁ ପଡିବନି

ଆଜି ଆମେ ଆପଣଙ୍କୁ ବିବାହିତ ମହିଳାଙ୍କ ବିଷୟରେ ଏମିତି କଥା କହିବୁ ଯାହା ବିଷୟରେ ପ୍ରାୟ ଆପଣ ଜାଣି ନଥିବେ । ମହିଳାଙ୍କର ଏହି କଥା ବିଷୟରେ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣ ଅଫିସ ଗଲା ପରେ ଆପଣଙ୍କ ସ୍ତ୍ରୀ କଣ କରୁଛନ୍ତି ତାହେଲେ ଏହି ଖବର ନିହାତି ପଢନ୍ତୁ । ଏହି ଖବର ଆପଣଙ୍କୁ ବହୁତ ପସନ୍ଦ ଆସିବ । ଆସନ୍ତୁ ଜାଣିବା ସ୍ଵାମୀ ମାନେ ଅଫିସ ଯିବା ପରେ ସ୍ତ୍ରୀ ମାନେ କଣ କରିଥାନ୍ତି ।

୧ -ନାଟକ ବା ସିରିୟଲ ଦେଖିବା

ଏମିତି ବହୁତ ମହିଳା ଅଛନ୍ତି ଯିଏ କି ନିଜ ସ୍ଵାମୀ ଅଫିସ ଯିବା ପରେ ଟିଭି ରେ ସିରିୟଲ ଦେଖିବା ପାଇଁ ବସି ପଡନ୍ତି । ସେମାନେ ଘରର ଅଧା କାମ ଟିଭି ଦେଖି ହିଁ କରିଥାନ୍ତି । ମହିଳାମାନଙ୍କୁ ଟିଭି ସିରିୟଲ ଦେଖିବା ପାଇଁ ବହୁତ ଭଲ ଲାଗିଥାଏ । କିଛି ସିରିୟଲ ଏମିତି ହୋଇଥାଏ କି ଯାହାକୁ ମହିଳାମାନେ ଗୋଟିଏ ଥର ପାଇଁ ବି ମିସ କରନ୍ତି ନାହିଁ ।

୨ -ଶୋଇବା

କିଛି ମହିଳା ଏମିତି ଥାଆନ୍ତି କି ନିଜ ସ୍ଵାମୀ ଅଫିସ ଯିବା ପରେ ଅଧିକ ସମୟ ଧରି ଶୋଇବା ପାଇଁ ପସନ୍ଦ କରିଥାନ୍ତି । କିଛି ମହିଳା ଏମିତି ହୋଇଥାନ୍ତି ଯିଏ ନିଜ ସ୍ଵାମୀ ଙ୍କୁ ଅଫିସ ପଠାଇବା ପାଇଁ ଜଲ୍ଦି ଉଠିଯାନ୍ତି ଏବଂ ଘରର ସବୁ କାମ ସାରି ଦିଅନ୍ତି । ଏଥିପାଇଁ ମହିଳାଙ୍କ ନିଦ ଅଧା ରହି ଯାଇଥାଏ ।ଏଥିପାଇଁ ସେମାନେ ସ୍ଵାମୀ ଅଫିସ ଯିବା ପରେ ଶୋଇ ପଡିଥାନ୍ତି । ଏହା ଦ୍ଵାରା ତାଙ୍କ ନିଦ ସମ୍ପୂର୍ଣ୍ଣ ହୁଏ ଏବଂ ସେମାନଙ୍କର ଥକାପଣ ଦୂର ହୋଇଯାଏ ।

୩ -ଛୋଟ ପାର୍ଟି

କିଛି ମହିଳାଙ୍କୁ ଗପିବା ପାଇଁ ବହୁତ ଭଲ ଲାଗିଥାଏ । ଟିଭି ଦେଖିବା ପରେ ଏବଂ ଶୋଇକି ଉଠିବା ପରେ ମହିଳାମାନେ ଛୋଟ ପାର୍ଟି କରିବା ଏବଂ ନିଜ ସାଙ୍ଗଙ୍କ ସହିତ ସମୟ କାଟିବା ପାଇଁ ପସନ୍ଦ କରିଥାନ୍ତି । ମହିଳା ମାନଙ୍କ ଏହି ଛୋଟ ପାର୍ଟି ଅଲଗା ସବୁ ପାର୍ଟି ଠାରୁ ବହୁତ ମନୋରଞ୍ଜନକାରୀ ହୋଇଥାଏ । ପାର୍ଟିରେ ମହିଳାମାନେ ଖାଇବା ସହିତ ନିଜ ମନ ପସନ୍ଦର କଥା ହୋଇଥାନ୍ତି । ଏଥିରେ ମହିଳାମାନେ ନିଜ ସ୍ଵାମୀ ଏବଂ ଶାଶୁଘର ଲୋକଙ୍କର ଆଲୋଚନା କରିବାକୁ ବି ପଛାଇ ନଥାନ୍ତି । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *