ଏମାନେ ହେଉଛନ୍ତି ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ଅଭିନେତ୍ରୀ, ୩ ନମ୍ବର ଅଭିନେତ୍ରୀଙ୍କ ଫୀସ କେତେ ଜାଣିଲେ ଆପଣ ଚମକି ପଡିବେ  

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଟିଭି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ କେତେକ ଫେମସ ସିରିଏଲରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ବଲିଉଡ ଅଭିନେତ୍ରୀ ମାନଙ୍କ ପରି ବହୁତ ଟଙ୍କା ଚାର୍ଜ କରିଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସିରିଏଲରେ କାମ କରିବା ପାଇଁ ବହୁତ ଅଧିକ ଟଙ୍କା ଚାର୍ଜ କରିଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ନିଆ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ନିଆ ଶର୍ମା । ନିଆ ନିଜର ବୋଲ୍ଟନେସ୍ ଓ ନିଜ ହଟ୍ ଲୁକ୍ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ନିଆ କେତେକ ଫେମସ ସିରିଏଲରେ ଅଭିନୟ କରି ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ବର୍ତ୍ତମାନ ନିଆ ‘ଜମାଇ ରାଜା ସିଜନ ୨’ରେ କାମ କରୁଛନ୍ତି । ଏହି ସିରିଏଲର ଗୋଟେ ଏପିସୋଡ ପ୍ରତି ନିଆ ୯୫ ହଜାର ଟଙ୍କା ଚାର୍ଜ କରୁଛନ୍ତି ।

ଜେନିଫର ବିଙ୍ଗେଟ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଜେନିଫର ବିଙ୍ଗେଟ । ଜେନିଫର ଟିଭିର କେତେକ ଫେମସ ସିରିଏଲରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଜେନିଫର ନିଜର ବୋଲ୍ଡ ଓ ସେକସି ଲୁକ୍ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଜେନିଫର ନିଜ ସିରିଏଲର ଗୋଟେ ଏପିସୋଡ ପ୍ରତି ୧ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ହୀନା ଖାନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଫେମସ ଅଭିନେତ୍ରୀ ହୀନା ଖାନ । ହୀନା ଟିଭି ସହିତ କେତେକ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ସେ ଟିଭି ଇଣ୍ଡଷ୍ଟ୍ରିର କେତେକ ଫେମସ ସିରିଏଲରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ହୀନା ନିଜର ହଟ୍ ଲୁକ୍ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ହୀନା ଗୋଟେ ଏପିସୋଡ ପ୍ରତି ଦେଢ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

ଦିବ୍ୟଙ୍କା ତ୍ରିପାଠୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ । ବନ୍ଧୁଗଣ ଦିବ୍ୟଙ୍କା ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଦିବ୍ୟଙ୍କାଙ୍କୁ କେତେକ ଫେମସ ସିରିଏଲରେ ମୁଖ୍ୟ ଭୂମିକାରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଦିବ୍ୟଙ୍କା ଗୋଟେ ଏପିସୋଡ ପାଇଁ ଦେଢ ଲକ୍ଷ ଟଙ୍କା ଚାର୍ଜ କରନ୍ତି ଏହା ସହିତ କୌଣସି ଇଭେଣ୍ଟରେ କାମ କରିବା ପାଇଁ ସେ ବହୁତ ଅଧିକ ଟଙ୍କା ଚାର୍ଜ କରନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *