ଜୀବନ ସାଥି ସିରିଏଲ ର ଅଭିନେତ୍ରୀ ଜେସୀ (Jessy Samal) ଙ୍କ ଜୀବନୀ ଓ ପରିବାର ଆଗରୁ ଦେଖି ନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଜେସୀ । ଜେସୀଙ୍କୁ ଆପଣ ମାନେ ଟିଭି ଧାରାବାହିକ ‘ଜୀବନ ସାଥି’ରେ ନିଶ୍ଚୟ ଦେଖିଥିବେ ।


ବନ୍ଧୁଗଣ ‘ଜୀବନ ସାଥି’ ଧାରାବାହିକରେ ଜେସୀ ବହୁତ ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ଅଭିନୟ ଓ ତାଙ୍କ ସୁନ୍ଦରତା ପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଜେସୀଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଜେସୀଙ୍କ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜେସୀଙ୍କୁ ‘ଜୀବନ ସାଥି’ ଧାରାବାହିକରେ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକରେ ସେ ଭକ୍ତି ଚରିତ୍ରର ଅଭିନୟ କରିଛନ୍ତି । ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ଭକ୍ତି ଧାରାବାହିକଟି ନମ୍ବର ୧ ହୋଇପାରିଛି । ସେ ନିଜ ଅଭିନୟ ପାଇଁ ଘରେ ଘରେ ପରିଚିତ ଅଛନ୍ତି ଓ ଲୋକମାନଙ୍କୁ ତାଙ୍କ ଅଭିନୟ ଦେଖିବା ପାଇଁ ବହୁତ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଭକ୍ତି ‘ଜୀବନ ସାଥି; ସିରିଏଲ କରିବା ପୂର୍ବରୁ ତୋ ଅଗଣାର ତୁଳସୀ ମୁ ଧାରାବାହିକରେ ଅଭିନୟ କରିଥିଲେ । ତୁଳସୀ ଧାରାବାହିକଟି ବନ୍ଦ ହେବା ପରେ ସେ ବର୍ତ୍ତମାନ ଜୀବନ ସାଥି ଧାରାବାହିକରେ ଅଭିନୟ କରୁଛନ୍ତି ।

ବନ୍ଧୁଗଣ ଜେସୀ ବର୍ତ୍ତମାନ ଭୁବନେଶ୍ଵରରେ ରହୁଛନ୍ତି । ଜେସୀଙ୍କ ପରିବାରରେ ତାଙ୍କ ମା ଭାଇ ଓ ଭଉଣୀ ରହୁଛନ୍ତି । ବନ୍ଧୁଗଣ ଜେସୀ ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଜେସୀଙ୍କ ସୁନ୍ଦରତା ଓ ଅଭିନୟର ଚର୍ଚା ସୋସିଆଲ ମିଡିଆରେ ବହୁତ ହେଉଛି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ବହୁତ ଅଧିକ ରହିଛି ।

ବନ୍ଧୁଗଣ ଜେସୀ ଏକ ଭଲ ଅଭିନେତ୍ରୀ ହେବା ସହିତ ଏକ ଭଲ ଝିଅ ମଧ୍ୟ ଅଟନ୍ତି । ସେ ନିଜ ସ୍ଵଭାବରେ ସମସ୍ତଙ୍କୁ ସ୍ନେହ ଆଦର କରନ୍ତି । ବନ୍ଧୁଗଣ ଜେସୀ ସବୁଠାରୁ ଅଧିକ ନିଜ ପରିବାର ଲୋକଙ୍କୁ ଭଲ ପାନ୍ତି ଓ ସେ ବର୍ତ୍ତମାନ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଟିଭି ଅଭିନେତ୍ରୀ ଜେସୀଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *