ଟିଭି ର ଏହି 5 ଜଣ ଚାଇଲ୍ଡ ଷ୍ଟାର ଏବେ ଦେଖାଯାଉଛନ୍ତି ଏମିତି, ଚିହ୍ନିବା ବି ହେଉଛି ମୁସ୍କିଲ

ବନ୍ଧୁଗଣ ଆପଣମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ଅଭିନୟ କରିଥିବା କେତେକ ଶିଶୁ କଳାକାରଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣଙ୍କୁ ଏପରି କିଛି ଶିଶୁ କଳାକାରଙ୍କ ବିଷୟରେ କହିବୁ ଯେଉଁ ମାନଙ୍କର ରଙ୍ଗ, ରୂପ ଏବଂ ଷ୍ଟାଇଲ ବର୍ତ୍ତମାନ ସଂପୂର୍ଣ୍ଣ ରୂପେ ବଦଳି ଯାଇଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁ କଳାକାରଙ୍କ ବିଷୟରେ ।

୧. ଜନତ ଯୁବେର ରେହେମାନି-

୨୦୧୯ରେ ଆସିଥିବା ପପୁଲର ଶୋ ‘ଫୁଲବା’ରେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ ଜନତ । ବର୍ତ୍ତମାନ ସେ ୧୭ ବର୍ଷର ହୋଇସାରିଛନ୍ତି । ହେଲେ ସେ ନିଜ ଅଭିନୟ ଦୁନିଆରେ ବହୁତ ଶୀଘ୍ର ସଫଳତା ହାସଲ କରିଛନ୍ତି । ନିଜ ଅଭିନୟ ଦ୍ଵାରା ସେ ବହୁତ ଲୋକଙ୍କ ମନକୁ ଜିତି ଛନ୍ତି ।

ବର୍ତ୍ତମାନ ସେ ବହୁତ ବଦଳି ଯାଇଛନ୍ତି । ବର୍ତ୍ତମାନ ସେ ‘ତୁ ଆସିକି’ ରେ ମଧ୍ୟ ସେ ଲିଡ ଆକ୍ଟ୍ରେସ ରୂପେ ନଜର ଆସିଛନ୍ତି । ବର୍ତ୍ତମାନ ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଚର୍ଚାରେ ଅଛନ୍ତି ।

୨. ଅବନିତ କୌର

ଏହି ଶିଶୁ କଳାକାର ଜଣକ ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ଅବନିତ ପ୍ରଥମେ ଡିଆଇଡିଏରେ ଅଡିସନ ଦେଇଥିଲେ । ଅବନିତ ବହୁତ ଭଲ ଡ୍ୟାନ୍ସ କରନ୍ତି, ଏହି ଶୋ କୁ ସେ ଜିତି ପାରି ନଥିଲେ ମଧ୍ୟ ସେ ନିଜ ଅଭିନୟ କ୍ୟାରିୟର ପାଇଁ ବହୁତ କଷ୍ଟ କରିଥିଲେ । ସୋସିଆଲ ମିଡିଆରେ ସେ ବିଭିନ୍ନ ପ୍ରକାରର ଫଟୋସୁଟ କରି ଚର୍ଚାରେ ଅଛନ୍ତି । ବର୍ତ୍ତମାନ ଅବନିତ ‘ଆଲାଦିନ’ ସିରିଏଲରେ ନଜର ଆସୁଛନ୍ତି । ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।

୩. ଆସିକା ଭାଟିଆ

 

ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଆସିକା ଭାଟିଆ । ଶିଶୁ କଳାକାର ରୂପେ ସବୁଠାରୁ ଅଧିକ ପପୁଲାର ଅଛନ୍ତି ଆସିକା ଭାଟିଆ । ସୋସିଆଲ ମିଡିଆରେ ତାଙ୍କର ବହୁତ ଫ୍ୟାନ୍ସ ଅଛନ୍ତି । ଆସିକା ନିଜର କ୍ୟାରିୟରର ଆରମ୍ଭ କରିଥିଲେ ୨୦୦୯ ରେ ଆସିଥିବା ଶୋ ‘ମୀରା’ରେ । ଆସିକା ନିଜ କ୍ୟାରିୟରରେ ସଲମାନ ଖାନଙ୍କ ସହ ମଧ୍ୟ କାମ କରିଛନ୍ତି । ସୋସିଆଲ ମିଡିଆରେ ଆସିକା ବହୁତ ଚର୍ଚାରେ ଅଛନ୍ତି ।

୪. ତନଭି ହେଗେଡେ

ଆପଣ ମାନେ ସମସ୍ତେ ‘ସୋନପରି’ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ତନଭି ଫୃଟିର ଭୂମିକା କରିଥିଲେ । ବର୍ତ୍ତମାନ ସେ ୨୦ ବର୍ଷର ହୋଇ ସାରିଛନ୍ତି । ଲୋକମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରିଥିଲେ । ତନଭି କେତେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସୋସିଆଲ ମିଡିଆରେ ସେ ବହୁତ ଚର୍ଚାରେ ଅଛନ୍ତି ।

୫. ରୋଷନୀ ବାଲିଆ

 

ରୋଷନୀଙ୍କ ବୟସ ବର୍ତ୍ତମାନ ହେଉଛି ୧୬ ରୁ ୧୭ ବର୍ଷ ବୟସ । ହେଲେ ତାଙ୍କ ଲୁକକୁ ଦେଖିଲେ ଆପଣ ତାଙ୍କର ବୟସ ସୀମାକୁ ନିରୂପଣ କରିପାରିବେ ନାହିଁ । ସେ ‘ମହାରଣା ପ୍ରତାପ’ ଓ ‘ଲକ୍ଷ୍ମୀ ମେ ତେରେ ଆଙ୍ଗନ କି’ରେ କାମ କରିଥିଲେ, ବର୍ତ୍ତମାନ ସେ କୌଣସି ଶୋରେ କାମ ନ କରିଲେ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଏତେ କମ ବୟସରେ ସେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *