ହେ ଭଗବାନ ! TV ଇଣ୍ଡଷ୍ଟ୍ରି ରେ ପୁଣି ଥରେ ଶୋକର ଛାୟା, ଏବେ ଏବେ ସିରିଏଲ ‘Tarak Mehta Ka Ooltah Chasma’ ର ଏହି ଫେମସ Actor ଙ୍କର ହେଲା ପରଲୋକ

ବନ୍ଧୁଗଣ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ବଡ ଦୁଃଖ ଖବର ସାମ୍ନାକୁ ଆସିଛି । ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲ୍ଟା ଚଷମା’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରି ଲୋକ ମାନଙ୍କ ମନକୁ ଜିତିପାରି ଛନ୍ତି ।

ହେଲେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଦୁଃଖର ଖବର ସାମ୍ନାକୁ ଆସିଛି ‘ତାରକ ମେହେତା କା ଉଲ୍ଟା ଚଷମା’ ଧାରାବାହିକରେ ନଟ୍ଟୁ କାକାର ଭୂମିକା ପଦର୍ଶନ କରୁଥିବା କଳାକାର ଜଣକ ପ୍ରା-ଣ ତ୍ୟା-ଗ କରିଛନ୍ତି । ଗତ କାଲି ନଟ୍ଟୁ କାକାଙ୍କ ପ-ର-ଲୋ-କ ଘ-ଟି-ଛି । ଅଭିନେତା ଘନ ଶ୍ୟାମ ନାୟକ ତଥା ଟେଲିଭିଜନ ଇଣ୍ଡଷ୍ଟ୍ରିର ନଟ୍ଟୁ କାକାଙ୍କ ଗତ କାଲି ୭୭ ବର୍ଷ ବୟସରେ ପରଲୋକ ଘଟିଛି । ମି-ଡି-ଆ ରିପୋର୍ଟ ଅନୁସାରେ କର୍କଟ ରୋଗରେ ପୀଡିତ ହୋଇ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ ।

ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ କାମ କରିବା ପୂର୍ବରୁ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ । ସେ ଅନେକ ଗୁଜୁରାତି ଓ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ଏହା ସହିତ ସେ ୩୫୦ରୁ ଅଧିକ ଟେଲିଭିଜନ ସିରିଏଲରେ ଅଭିନୟ କରିଛନ୍ତି । ତାଙ୍କର ସୁନ୍ଦର ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଘନ ଶ୍ୟାମ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ମଧ୍ୟ ରୁହନ୍ତି ।

ହେଲେ ଦୁଃଖର ଖବର ଏହା ହେଉଛି ଯେ, ‘ତାରକ ମେହେତା କା ଉଲ୍ଟା ଚଷମା’ ସିରିଏଲରେ ଆଉ ଦେଖିବାକୁ ମିଳିବେ ନାହିଁ ଘନ ଶ୍ୟାମ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନଟ୍ଟୁ କାକାଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *