Salman NCB ରୁ ମୁକୁଳେଇ ପାରନ୍ତି Shahrukh ଙ୍କ ପୁଅ Aryan ଙ୍କୁ, Mannat ରେ ପହଞ୍ଚିଲେ Salman !

ବନ୍ଧୁଗଣ ସାହାରୁଖ ଖାନଙ୍କ ପୁଅ ଡ୍ର-ଗ କେ-ସ ମାମଲାରେ ଆ-ରେ-ଷ୍ଟ ହେବା ପରେ ବର୍ତ୍ତମାନ ବଲିଉଡରେ ବହୁତ ବି-ବା-ଦ ସୃଷ୍ଟି ହୋଇଛି । ଆରିୟାନ ଖାନ ଏକ ଡ୍ର-ଗ ପାର୍ଟିରେ ସାମିଲ ଥିଲେ ଓ ବର୍ତ୍ତମାନ ସେ ଗି-ର-ଫ ହୋଇ ସାରିଛନ୍ତି । ଏହି ବି-ପ-ଦ ସମୟରେ ଶାହରୁଖ ଖାନଙ୍କ ପାଖରେ ପହଞ୍ଚି ଛନ୍ତି ସଲମାନ ଖାନ । ଶାହରୁଖଙ୍କ ବିପକ୍ଷରେ ଥିବା ସଲମାନ ଖାନ ଗତ କାଲି ଶାହରୁଖ ଖାନଙ୍କ ଘର ମନତରେ ପହଞ୍ଚି ଛନ୍ତି ।

ସଲମାନ ଗତ କାଲି ରାତି ୧୦.୩୦ରେ ଏକ ରେଞ୍ଜ ରୋଭର ଗାଡିରେ ମନତ ଯାଉଥିବା ବେଳେ ଦେଖିବାକୁ ମିଳିଥିଲା । ସେହି ସମୟରେ ସଲମାନ ଖାନଙ୍କୁ ଘେରି ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି । ଏହା ପରେ ଗଣମାଧ୍ୟମର ଭିଡକୁ ଭା-ଙ୍ଗି ସଲମାନ ପ୍ରବେଶ କରିଥିଲେ ମନତ ଭିତରକୁ । କୁହାଯାଉଛି ସାହାରୁଖ ଖାନଙ୍କ ଏହି ଦୁଃଖ ସମୟରେ ଛିଡା ହେବା ପାଇଁ ପହଞ୍ଚି ଥିଲେ ସଲମାନ ଖାନ । ଶାହରୁଖ ଖାନଙ୍କୁ ଟିକେ ସମବେଦନା ଜଣାଇବା ପାଇଁ ପହଞ୍ଚି ଥିଲେ ସଲମାନ ।

ତେବେ ଏନେଇ ସୋ-ସି-ଆ-ଲ ମି-ଡି-ଆ-ରେ ଅନେକ ଲୋକ ସଲମାନ ଖାନଙ୍କ ପ୍ରଶଂସା କରୁଥିବା ବେଳେ ବହୁତ ଲୋକ କହୁଛନ୍ତି ସଲମାନ ଖାନଙ୍କର ବହୁତ ସାରା ଜାଗାରେ ଭଲ କନେକ୍ସନ ଅଛି । ଉଦ୍ଧବ ଠାକରେଙ୍କ ଠାରୁ ଆରମ୍ଭ କରି ରାଜ ଠାକରେ ଏବଂ ଅନେକ ସାରା ପଲିଟିକାଲ କ-ନେ-କ୍ସ-ନ ରଖିଛନ୍ତି ସଲମାନ । ଏହା ସହିତ ସଲମାନ ମଧ୍ୟ ନିଜେ ଅନେକ ଥର ଜେ-ଲ ଯାଇ ଆସିଛନ୍ତି । ଅନେକ ନେତା ମନ୍ତ୍ରୀଙ୍କ ସହ ସେ ଭଲ ସମ୍ପର୍କ ରଖିଛନ୍ତି । ବର୍ତ୍ତମାନ କୁହାଯାଉଛି ଶାହରୁଖ ଖାନଙ୍କୁ ଏହି ବି-ପ-ଦ ସମୟରେ ସଲମାନ ଖାନ ସାହାର୍ଯ୍ୟ କରିପାରିବେ ।

ଅନ୍ୟ ପକ୍ଷରେ ଗୋଟିଏ ଦିନ ପାଇଁ ଅରିୟାନ ଖାନଙ୍କ ଏନସିବି ରିମାଣ୍ଡରେ ନେଇଛି । ତେବେ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ ଯେ ଆରିୟାନଙ୍କ ପାଇଁ ଏହି ରିମାଣ୍ଡର ଅବଧି ଭବିଷ୍ୟତରେ ବଢିପାରେ ନାହିଁ । ଅନ୍ୟ ପକ୍ଷରେ ଶାହରୁଖ ଖାନ ନିଜ ପୁଅକୁ ମୁକୁଳାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଶାହରୁଖ ଖାନ ବହୁତ ଚିନ୍ତାରେ ଅଛନ୍ତି ।

ଶାହରୁଖ ନିଜ ଆସୁଥିବା ଫିଲ୍ମ ‘ପଠାନ’ର ସୁ-ଟି-ଙ୍ଗ ଛାଡି ପୁଅକୁ ବଞ୍ଚାଇବା ପାଇଁ ଆସି ଯାଇଛନ୍ତି । ଶାହରୁଖ ନିଜ ପୁଅ ପାଇଁ ଅନେକ ନେତା ମନ୍ତ୍ରୀ ମାନଙ୍କୁ ଅଲଗା ଅଲଗା ନମ୍ବରରେ ଫୋନ କରୁଛନ୍ତି । ଆରିୟାନଙ୍କ ବି-ରୋ-ଧ-ରେ ଲାଗିଛି ସଙ୍ଗିନ ଦ-ଫା । ତେଣୁ ବର୍ତ୍ତମାନ ସଲମାନ ନିଜ ବନ୍ଧୁ ଶାହରୁଖ ଖାନଙ୍କ ପାଇଁ କଣ ସହାୟତା କରୁଛନ୍ତି ତାହା ବହୁତ ଶୀଘ୍ର ଜଣା ପଡିଯିବ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *