ଟିଭି ଦୁନିଆର ଏହି 7 ଜଣ ଅଭିନେତ୍ରୀ ଅଟନ୍ତି ସବୁଠୁ ଅଧିକ ସୁନ୍ଦର, ନମ୍ବର 7 ଙ୍କର ତ କୋଟି କୋଟି ଲୋକ ଦିବାନା

ବଲିଉଡରେ ସୁନ୍ଦର ଅଭିନେତ୍ରୀଙ୍କର କୌଣସି ଅଭାବ ନାହିଁ । ଏଠାରେ ଜଣଙ୍କ ଠାରୁ ବଳି ଜଣେ ସୁନ୍ଦର ଅଭିନେତ୍ରୀ ଅଛନ୍ତି । କିନ୍ତୁ ଛୋଟ ପରଦାର ଅଭିନେତ୍ରୀଙ୍କ ଅପେକ୍ଷା ଲୋକମାନେ ପ୍ରାୟତଃ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି । ଆପଣଙ୍କୁ କହି ଦେଉଛୁ କି ଛୋଟ ପରଦାରେ ଏହିପରି ଅନେକ ଅଭିନେତ୍ରୀ ମଧ୍ୟ ଅଛନ୍ତି, ଯିଏ ସୁନ୍ଦରତା ଏବଂ ଟ୍ୟାଲେନ୍ଟ ମାମଲାରେ କୌଣସି ବଡ ଅଭିନେତ୍ରୀଙ୍କ ଠାରୁ କମ୍ ନୁହଁନ୍ତି । ବାସ୍ତବରେ ସେ କୌଣସି ଫିଲ୍ମ ଅଭିନେତ୍ରୀଙ୍କ ଅପେକ୍ଷା ଅଧିକ ସୁନ୍ଦର ଏବଂ ଟ୍ଯାଲେନ୍ଟେଡ ମଧ୍ୟ ଅଟନ୍ତି । କିନ୍ତୁ ତାଙ୍କ ନାମ ଆଗରେ ଫିଲ୍ମ ଅଭିନେତ୍ରୀର ଟ୍ୟାଗ୍ ଲାଗି ଯାଇଛି।

ଯଦି ଛୋଟ ପରଦାର ଏହି ଅଭିନେତ୍ରୀମାନେ ଫିଲ୍ମ ରେ କାମ କରିବାର ସୁଯୋଗ ପାଆନ୍ତି, ତେବେ ସେମାନେ ବି ଧମାଲ ମଚେଇ ଦେବେ । ଆଜି ଆମେ ଆପଣଙ୍କୁ ଟିଭି ଜଗତର ଏପରି ୭ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯେଉଁମାନେ କୌଣସି ବଡ ଫିଲ୍ମ ଅଭିନେତ୍ରୀଙ୍କ ଠାରୁ କମ୍ ନୁହଁନ୍ତି । ସେ ନିଜ ଷ୍ଟାଇଲ ଏବଂ ଡ୍ରେସିଂ ସେନ୍ସ ଦ୍ଵାରା ସମସ୍ତଙ୍କୁ ନିଜର ଦିବାନା ବନେଇ ଦେଇଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଶ୍ରେନୁ ପାରିଖ

ଟିଭିର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଶ୍ରେନୁ ପାରିଖ ଜଣେ ଅଟନ୍ତି । ସେ ବର୍ତ୍ତମାନ ଷ୍ଟାର୍ ପ୍ଲସ୍ ସୋ ‘ଇଶ୍କବାଜ୍’ ରେ ଗ ଗୌରୀ ଭୂମିକାରେ ଅଭିନୟ କରୁଛନ୍ତି ।

ଜେନିଫର୍ ୱିଙ୍ଗେଟ

ଜେନିଫର୍ ୱିଙ୍ଗେଟ୍ ଛୋଟ ପରଦାରେ ସବୁଠାରୁ ଫେମସ ଅଭିନେତ୍ରୀ । ସେ ଅନେକ ସୁପରହିଟ୍ ସିରିଏଲରେ କାମ କରିଛନ୍ତି । ସେ ରୂପରେ ଏତେ ସୁନ୍ଦର ଯେ ବଲିଉଡର ବଡ ବଡ ଅଭିନେତ୍ରୀମାନେ ମଧ୍ୟ ତାଙ୍କ ସାମ୍ନାରେ ଫେଲ ହୋଇଛନ୍ତି । ତାଙ୍କର ବନ୍ଦ ହୋଇଥିବା ଶୋ ‘ବେହଦ’ ବହୁତ ହିଟ୍ ହୋଇଥିଲା । ଆମେ ଆପଣଙ୍କୁ କହି ଦେଉଛୁ କି ଜେନିଫର୍ ଟିଭିର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀ ଅଟନ୍ତି ଓ ତାଙ୍କର ‘ବେପନାହ’ ସିରିୟଲ ମଧ୍ୟ ହିତ ହୋଇଥିଲା।

କାଞ୍ଚି ସିଂ

କାଞ୍ଚି ସିଂ ଖୁବ୍ କମ୍ ସମୟ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । କାଞ୍ଚି ଷ୍ଟାର ପ୍ଲସର ଫେମସ ସିରିଏଲ ‘ୟେ ଇସ୍କ କ୍ୟା କେହଲତା ହୈ’ ରେ ନଜର ଆସିଛନ୍ତି । କାଞ୍ଚି ରୂପରେ ବହୁତ ସୁନ୍ଦର । ନିଜର ସରଳତା ଦ୍ଵାରା ସେ ସମସ୍ତଙ୍କୁ ପାଗଳ କରିଦେଇଛନ୍ତି ।

ଶିବାଙ୍ଗୀ ଯୋଶୀ

ଶିବାଙ୍ଗୀ ଯୋଶୀ ଷ୍ଟାର୍ ପ୍ଲସ୍ ସୋ ‘ୟେ ରିସ୍ତା କ୍ୟା କେହଲତା ହୈ’ ରେ ମଧ୍ୟ ଅଭିନୟ କରନ୍ତି । ସେ ଏହି ଶୋ’ରେ ‘ନାଇରା’ ଭୂମିକାରେ ଅଭିନୟ କରୁଛନ୍ତି । ଶିବାଙ୍ଗୀ ମଧ୍ୟ ରୂପରେ ବହୁତ ସୁନ୍ଦର ।

ଦୀପିକା ସିଂ

ଷ୍ଟାର ପ୍ଲସ୍ ସୁପରହିଟ୍ ସୋ ‘ଦିୟା ଅର ବାତି ହମ୍’ରେ ଦୀପିକା ସନ୍ଧ୍ୟା ଭୂମିକାରେ ଅଭିନୟ କରିଥିଲେ । ତାଙ୍କ ଚରିତ୍ରକୁ ଦର୍ଶକମାନେ ବହୁତ ଭଲ ପାଇବା ଦେଇଥିଲେ । ଦୀପିକା ରୂପରେ ବହୁତ ସୁନ୍ଦର । କିଛି ଲୋକ ତାଙ୍କୁ ଶ୍ରୀଦେବୀଙ୍କ ସହ ମଧ୍ୟ ତୁଳନା କରନ୍ତି ।

କୃତିକା ସେଙ୍ଗର୍

କୃତିକା ସେଙ୍ଗର୍ କଲର୍ସ ର ସୋ ‘କସମ୍ ତେରେ ପ୍ୟାର୍ କି’ରେ ତନୁଜା ଭୂମିକାରେ ଅଭିନୟ କରିଥିଲେ । କୃତିକା ରୂପରେ ବହୁତ ସୁନ୍ଦର ଏବଂ ଟିଭିର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ତାଙ୍କ ନାମ ଗଣାଯାଏ ।

ଦିବ୍ୟଙ୍କା ତ୍ରିପାଠୀ

ଷ୍ଟାର୍ ପ୍ଲସ୍ ସୋ ‘ୟେ ହୈ ମୋହବତେଂ’ରେ ଦିବ୍ୟଙ୍କା ତ୍ରିପାଠୀ ଇଶିତା ଭୂମିକାରେ ଅଭିନୟ କରିଥିଲେ । ଦିବ୍ୟଙ୍କା ରୂପରେ ବହୁତ ସୁନ୍ଦର । ତାଙ୍କର ଫ୍ୟାନ୍ସ ଫଲୋଇଙ୍ଗ କୌଣସି ବଲିଉଡ ଅଭିନେତ୍ରୀଙ୍କଠାରୁ କମ୍ ନୁହେନ୍ତି । ଟିଭିର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିବ୍ୟଙ୍କା ଅନ୍ୟତମ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *