ପାକିସ୍ତାନର ଏହି ମହିଳା ପୋଲିସ ଅଫିସରଙ୍କ ପଛରେ ପାଗଳ ଅଟେ ପୁରା ଦୁନିଆ, ସୁନ୍ଦରତା ଆଗରେ କଟ୍ରିନା କୈଫ ବି ଫେଲ

ବନ୍ଧୁଗଣ ଆପଣ ମାନେ ବହୁତ ମହିଳା ପୋଲିସ ଅଫିସରଙ୍କୁ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ପୋଲିସ ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଦେଖିବା ପାଇଁ କୌଣସି ବଲିଉଡ ହିରୋଇନଙ୍କ ଠାରୁ କମ ନୁହନ୍ତି । ଏହି ମହିଳା ପୋଲିସ ଅଫିସରଙ୍କ ପଛରେ ସାରା ଦୁନିଆ ପାଗଳ ଅଟେ । ଏହି ମହିଳା ପୋଲିସ ଅଫିସର ସାହସୀ ହେବା ସହ ବହୁତ ସୁନ୍ଦର ଏବଂ ଆକର୍ଷିତ ଦେଖାଯାନ୍ତି । ଏହି ମହିଳା ଜଣକ ହେଉଛନ୍ତି ଲାହୋର ର ଏସପି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସୁନ୍ଦର ମହିଳା ପୋଲିସଙ୍କ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭାରତର ବହୁତ ସୁନ୍ଦର ସୁନ୍ଦର ମହିଳା ପୋଲିସ ଅଫିସରଙ୍କୁ ଦେଖିଥିବେ । ହେଲେ ଆମେ ଯେଉଁ ମହିଳା ପୋଲିସଙ୍କ ବିଷୟରେ କହୁଛୁ ସେ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ଆପଣମାନେ ସମସ୍ତେ ବିଭିନ୍ନ ମହିଳା ଅଧିକାରୀଙ୍କୁ ଦେଖିଥିବେ । ହେଲେ ଆଜିକାଲିର ପୁରୁଷ ମାନେ ଏହିପରି ସୁନ୍ଦର ଓ ସାହାସୀ ମହିଳାଙ୍କୁ ପସନ୍ଦ କରୁଛନ୍ତି, ଯେଉଁମାନେ ସୁନ୍ଦର ହେବା ସହ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି ।


ଭାରତରେ ଆପଣ ଏମିତି ବହୁତ ଆଇଏଏସ ଏବଂ ଆଇପିଏସ ଅଫିସର ମହିଳା ମାନଙ୍କୁ ଦେଖିଥିବେ। ହେଲେ ଏହି ମହିଳା ହେଉଛନ୍ତି ସମସ୍ତଙ୍କ ଠାରୁ ଅନ୍ୟତମ । ଆଜି ଆମେ ଆପଣଙ୍କୁ ଯେଉଁ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ପାକିସ୍ତାନ ଦେଶର ମହିଳା ।

ବର୍ତ୍ତମାନ ଏହି ମହିଳା ଜଣକ ବହୁତ ଚର୍ଚାରେ ଅଛନ୍ତି । ଏହି ମହିଳାଙ୍କ କେତେକ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଏହି ମହିଳାଙ୍କ ପଛରେ ପାଗଳ ହେଉଛନ୍ତି । ଖବର ଅନୁସାରେ ଜଣା ପଡିଛି ଯେ ଏହି ମହିଳା ଜଣକ ହେଉଛନ୍ତି ଲାହୋରର ଏସପି । ଏହି ମହିଳାଙ୍କ ନାମ ହେଉଛି ଅନୁସ ମସୁଦ ଚୌଧୁରୀ । ପାକିସ୍ତାନର ଲୋକମାନଙ୍କ ସହ ଅନ୍ୟ ଦେଶରେ ଲୋକମାନେ ମଧ୍ୟ ଅନୁସଙ୍କ ସୁନ୍ଦରତା ପ୍ରତି ଆକର୍ଷିତ ହୋଇଛନ୍ତି । ଖବର ଅନୁସାରେ ଜଣା ପଡିଛି ଏହି ମହିଳା ପୋଲିସ ଅଫିସର ଜଣକ ପୋଲିସରେ ନିଯୁକ୍ତି ହେବା ପୂର୍ବରୁ ଡାକ୍ତର ଥିଲେ ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଯେବେ ଯେ, ଏହି ମହିଳା ଜଣକ ଡାକ୍ତରି କ୍ଷେତ୍ରରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରଥମେ ସେ ଲାହୋରରେ ନିଯୁକ୍ତି ହୋଇ ଆସିଥିଲେ । ବର୍ତ୍ତମାନ ସେ ବହୁତ ଫେମସ ହୋଇ ସାରିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ତାଙ୍କୁ ବହୁତ ପସନ୍ଦ କରୁଛନ୍ତି । ଏହି ମହିଳା ଜଣକ ୨୦୧୧ରେ ଆଇଏଏସ ପରୀକ୍ଷା ୪୦ ରାଙ୍କରେ ରହି ପାସ କରିଥିଲେ । ବର୍ତ୍ତମାନ ଏହି ମହିଳାଙ୍କ ପଛରେ ସାରା ଦୁନିଆ ପାଗଳ ଅଟେ ।

ଆପଣଙ୍କୁ ଅନୁସ ମସୁଦ କେମିତି ଲାଗିଲେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *