Jyotish Shastra- ଫେବୃଆରୀ ମାସରେ ଅଚାନକ ଚମକି ଉଠିବ ତୁଳା ରାଶିର ଭାଗ୍ୟ, ଘଟିବ ଏହି ସବୁ ବଡ ପରିବର୍ତ୍ତନ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ରଶିଚକ୍ର ର ବହୁତ ମହତ୍ୱ ରହିଛି । ମନୁଷ୍ୟ ନିଜର ରାଶି ଦ୍ୱାରା ନିଜର ଆଗତ ଭବିଷ୍ୟତ ସମ୍ପର୍କରେ ସମସ୍ତ ପ୍ରକାର ସୂଚନା ପାଇ ପାରିଥାଏ । ଯେତେବେଳେ ଜଣେ ବ୍ୟକ୍ତି ଜନ୍ମ ହୋଇଥାଏ ସେତେବେଳେ ତାର ଜନ୍ମ ସମୟ ତିଥି ଓ ମାସ କୁ ବିଚାର କରି ସେହି ବ୍ୟକ୍ତି ର ରାଶି ନିର୍ଧାରଣ କରାଯାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଶାରେ ରେ ମନୁଷ୍ୟ ରାଶିରୁ ତାର ସମସ୍ତ ସ୍ଵଭାଵ ସମ୍ପର୍କରେ ଜାଣିବାକୁ ମିଳିଥାଏ । ବନ୍ଧୁଗଣ ଏପରି କିଛି ସମୟ ଆସିଥାଏ ଯେତେବେଳେ କିଛି ରାଶିର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ବଦଳି ଯାଇଥାଏ । ତାଙ୍କର ସମସ୍ତ ଦୁଖଃ କଷ୍ଟ ଦୁର ହୋଇଥାଏ ।

ଏହି ପରି ସମୟ ବହୁତ ବର୍ଷ ବ୍ୟବଧାନ ରେ ଆସିଥାଏ ଓ ବହୁତ କମ ଆସିଥାଏ । ଶାସ୍ତ୍ର ରେ ମଧ୍ୟ ଏହା ଲେଖା ଅଛି । ତେବେ ବନ୍ଧୁ ଗଣ ଠିକ ଏହି ପରି ସମୟ ବର୍ତ୍ତମାନ ସମୟରେ ଆସିଯାଇଛି ତୁଳା ରାଶିର । ତୁଳା ରାଶି ର ଏହି ବର୍ଷ ଫେବୃଆରୀ ମାସ ରୁ ଭାଗ୍ୟ ବଦଳିବାକୁ ଯାଉଛି । ଯାହା ଦ୍ୱାରା ଏହି ରାଶି ବ୍ୟକ୍ତି ବିଶେଷ ମାନଙ୍କର ବହୁତ ଲାଭ ହେବ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଫେବୃଆରୀ ମାସ ରେ ତୁଳା ରାଶି ର ବ୍ୟକ୍ତି ବିଶେଷ ଙ୍କ ର ଭାଗ୍ୟ ରେ କଣ ସବୁ ଘଟିବ ସେହି ବିଷୟ ରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ସେହି ଵିଷୟ ରେ ଆହୁରି ଅନେକ କଥା ।

ବନ୍ଧୁଗଣ ଏହି ସମୟ ରେ ଶୁକ୍ର ଓ ଶନି ଦୁଇ ଜଣ ମିଶି କରି ତୃତୀୟ ଥର ଭ୍ରମଣ କରିବେ ଯାହା ଦ୍ୱାରା ତୁଳା ରାଶି ର ବ୍ୟକ୍ତି ବିଶେଷ ଙ୍କର ଭାଗ୍ୟ ବହୁତ ଭଲ ରହିବ । ଏହି ସମୟ ରେ ଆପଣଂକୁ ବହୁତ ଖୁସି ପ୍ରାପ୍ତ ହେବ । ଏହି ଫେବୃଆରୀ ମାସ ରେ ଆପଣ ବହୁତ ଉଚ୍ଚ ସମ୍ମାନ ପାଇବେ । ଆପଣ ନିଜର ଭଲ କାମ ପାଇଁ ସମସ୍ତ ଙ୍କ ଠାରୁ ଅନେକ ପ୍ରଶଂସା ପାଇବେ ।

ଏହି ମାସ ରେ ଆପଣଂକର ଆର୍ଥିକ ସ୍ଥିତି ବହୁତ ମଜବୁତ ହେବ । ଅଯଥା ଖର୍ଚ୍ଚ କମିଯିବ । ଆପଣ ଏହି ସମୟ ରେ ଅଧିକ ରୁ ଅଧିକ ଧନ ପ୍ରାପ୍ତ କରିବେ । ଆପଣଂକର ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଯେଉଁ ମାନେ ଲେଖନ କାର୍ଯ୍ୟ କରନ୍ତି ତାଙ୍କ ପାଇଁ ଏହି ସମୟ ଟି ବହୁତ ଶୁଭ ସାବ୍ୟସ୍ତ ହେବ । ଏହି ସମୟ ରେ ଆପଣଙ୍କ ବୁଦ୍ଧି ବହୁତ ବେଗ ରେ କାମ କରିବ ।

ଏହି ଫେବୃଆରୀ ମାସ ରେ ଆପଣ ଯାହା ବି ନିଷ୍ପତ୍ତି ନେବେ ତାହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । ଏହି ସମୟ ରେ ଆପଣ ନିଜ ଭବିଷ୍ୟତ କୁ ନେଇ ବହୁତ ଚିନ୍ତା କରିବେ । ନିଜର ବୁଦ୍ଧି ପ୍ରୟୋଗ କରି ଆପଣ ବହୁତ ସୁନାମ ଓ ଧନ ଉପାର୍ଜନ କରିପାରିବେ । ବ୍ୟାପାର କ୍ଷେତ୍ର ରେ କାର୍ଯ୍ୟ କରିବାର ନୂଆ ଯୋଜନା ପ୍ରସ୍ତୁତ କରିବେ । ଫେବ୍ରୁଆରୀ ମାସ ରେ ଆପଣଂକୁ ଧନ ରୋଜଗାର କରିବା ନିମନ୍ତେ ବହୁତ ଅବସର ପ୍ରାପ୍ତ ହେବ । ନିଜର ବ୍ୟାପାର ପାଇଁ ଆପଣ ଦୂର ସ୍ଥାନ କୁ ଯାତ୍ରା କରି ପାରନ୍ତି । ଯେଉଁମାନେ ରାଜନୀତି କ୍ଷେତ୍ରରେ ଅଛନ୍ତି ସେମାନେ ବହୁତ ଉଚ୍ଚ ପଦବୀ ପ୍ରାପ୍ତ କରିବେ ।

ଆପଣଙ୍କ ମୁଖ ରୁ ବାହାରୁଥିବା ପ୍ରତ୍ୟକ ଟି ବାକ୍ୟ ସତ୍ୟ ସାବ୍ୟସ୍ତ ହେବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଟି ବହୁତ ଭଲ ରହିବ । ଛାତ୍ର ଛାତ୍ରୀ ମାନେ ସମସ୍ତ ପ୍ରକାର ପ୍ରତିଯୋଗିତାମୁଳକ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବେ । ପ୍ରେମୀ ଯୁଗଳ ଙ୍କ ପାଇଁ ଏହି ସମୟ ଟି ବହୁତ ଭଲ ରହିବ । ଆପଣଂକର ନିଜ ସାଥୀଙ୍କ ସହିତ ବହୁତ ଭଲ ବୁଝାମଣା ରହିବ । ଆପଣଂକର ଦାମ୍ପତ୍ୟ ଜୀବନ ବହୁତ ଖୁସି ରେ କଟିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *