ବନ୍ଧୁଗଣ, ଆପଣମାନେ ଜାଣିଥିବେ ସାରା ଓଡିଶାରେ ବାବୁସାନ-ପ୍ରକୃତି ଏବଂ ବାବୁସାନ ଙ୍କ ପତ୍ନୀ ତୃପ୍ତି ବିବାଦକୁ ଚର୍ଚ୍ଚା ଜୋର ଧରିଛି । ଯାହା ଥମିବାର ନାଁ ନେଉନାହି । ତେବେ ଏହାରି ମଧ୍ୟରେ ଚେନ୍ନାଇ ରୁ ଫେରିଛନ୍ତି ଉଭୟ ପ୍ରକୃତି ମିଶ୍ର ଓ ବାବୁସାନ ମାହାନ୍ତି । ପ୍ରକୃତି ଚେନ୍ନାଇରୁ ଫେରିବା ପରେ ତାଙ୍କ ଘରକୁ ଯାଇ ପରିବାର ସହ ଅଛନ୍ତି । ଏମିତିକି ତାଙ୍କୁ ପୋଲିସ ପଚରା ଉଚରା ମଧ୍ୟ କରିଛି । ଅନ୍ୟ ପକ୍ଷରେ ବାବୁସାନ ଘରକୁ ଫେରିବା ପରେ ନିଜ ବାପା ମା’ ଙ୍କ ପାଖରେ ଅଛନ୍ତି ।
ବାବୁସାନ ନିଜ ପରିବାର ସହ ଥିବାରୁ ବେଶ ଖୁସି ଅଛନ୍ତି ବୋଲି ନିଜେ ମି-ଡି-ଆ ଆଗରେ ପ୍ରକାଶ କରିଛନ୍ତି । ଏମିତିକି ସେ ବହୁତ ଜଲ୍ଦି ସବୁ ସତ କଥା କହିବେ ବୋଲି ଗଣ ମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ତେବେ ଗତ କାଲି ବାବୁସାନଙ୍କର ଆଉ ଏକ ଭି-ଡି-ଓ ଭା-ଇ-ରା-ଲ ହୋଇଥିଲା । ଯେଉଁଥିରେ ସେ ଗଣମାଧ୍ୟମକୁ କହୁଛନ୍ତି କି ତାଙ୍କ ପୁଅ ତାଙ୍କ ପାଖକୁ ବହୁତ ଜଲ୍ଦି ଫେରି ଆସିବ ।
ଏମିତିକି ନିଜ ପୁଅ ସହ ଫୋନରେ କଥା ହୋଇଛନ୍ତି ବାବୁସାନ । ସୂଚନା ଅନୁଯାୟୀ ନିଜ ସ୍ତ୍ରୀ ତୃପ୍ତିଙ୍କୁ ଫୋନ କରି କ୍ଷମ ମାଗିଛନ୍ତି ବାବୁସାନ । ଯାହା ପରେ ଏହି ଘଟଣାରେ ଏକ ନୂଆ ମୋଡ ଆସିଛି । ତେବେ ଏହାରି ମଧ୍ୟରେ ଆଉ ଏକ ଖବର ଆସି ପହଞ୍ଚିଛି ତୃପ୍ତି ଓ ତାଙ୍କ ପୁଅକୁ ଦେଖା କରିବା ପାଇଁ ବାବୁସାନଙ୍କ ପରିବାର ଲୋକେ ତାଙ୍କ ଘରକୁ ଯାଇଥିଲେ ।
ଯାହା ବିଷୟରେ ତୃପ୍ତି ଙ୍କ ମାଉସୀ ସୂଚନା ଦେଇଛନ୍ତି । ତୃପ୍ତି ଙ୍କ ମାଉସୀଙ୍କୁ ମି-ଡି-ଆ ଭାଇମାନେ ସଂପୂର୍ଣ୍ଣ ଘେରି ଯାଇଥିଲେ, ଯାହା ଫଳରେ ସେ ନିଜ ଗାଡି ନେଇ ଯାଇପାରୁ ନଥିଲେ । ମି-ଡି-ଆ ଭାଇମାନେ ପ୍ରଶ୍ନ ପରେ ପ୍ରଶ୍ନ ତାଙ୍କୁ ପଚାରି ଚାଲିଛନ୍ତି । ଯାହାର ଉତ୍ତର ଦେଇ ତୃପ୍ତି ଙ୍କ ଆଣ୍ଟି କହିଛନ୍ତି ବାବୁସାନ ଓ ତାଙ୍କ ପରିବାର ଲୋକେ ଆସିଥିଲେ ଆଉ ବୋହୂ ଓ ନାତି କେମିତି ଅଛନ୍ତି ଦୁହିଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ସବୁ କିଛି ପଚାରି ବୁଝିଥିଲେ ।
ଆଉ କିଛି ମଧ୍ୟ କଥା ହୋଇ ନାହି । ଏମିତିକି ବୋହୁ ଆଉ ନାତିକୁ କେବେ ଘରକୁ ନେବେ କି ନାହିଁ ସେ ବିଷୟରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ତୃପ୍ତିଙ୍କ ମାଉସୀ କହିଛନ୍ତି ।ତୃପ୍ତି କହିଛନ୍ତି “ଆଇ ୱେଟ ଆଣ୍ଡ ୱାଚ” । ମି-ଡି-ଆ ବାଲା ତାଙ୍କୁ ପ୍ରଶ୍ନ ପଚାରି ବିରକ୍ତି କରୁଥିବାରୁ ସେ କହିଲେ ଯେ ମୋ ବାପା ୯୦ ବର୍ଷର ବୁଢା ତାଙ୍କୁ ଖାଇବାକୁ ଦେବାକୁ ଯିବି, ଦୟାକରି ମୋତେ ଯିବାକୁ ଦିଅନ୍ତୁ । ଏହାପରେ ମି-ଡି-ଆ ତାଙ୍କୁ ଯିବାକୁ ଦେଇଥିଲେ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।