ରାଶିଫଳ 26 ଜୁଲାଇ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 6ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ସୁଧାର

ରାଶିଫଳ 26 ଜୁଲାଇ 2020, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି 6ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସମ୍ପୂର୍ଣ ଚେଷ୍ଟା ମଧ୍ୟ କରିବେ । ଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ ।

କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ 26 ଜୁଲାଇ 2020 ।

ମେଷ

ଆଜି ଆପଣ ଭଲ ଲାଭ ମେୟ ପାରିବେ । ବନ୍ଧୁଙ୍କ ପାଇଁ ଖର୍ଚ କରିବାର ସମ୍ଭାବନା ଅଛି । ମନରେ ବ୍ୟସ୍ତତା ରହିବ । ଆପଣଙ୍କର ଅଟକି ଥିବା ଟଙ୍କା ମଧ୍ୟ ଆପଣଙ୍କୁ ଫେରସ୍ତ ମିଳିପାରେ । ଆପଣଙ୍କ ରୋଜଗାରରେ ବୃଦ୍ଧି ହେବ । ପାର୍ଟନରଙ୍କ ଠାରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ ମିଳିବ । ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଆପଣ ଆପଣଙ୍କର ବିଗିଡି ଯାଇ ଥିବା କାରୋବାର ସଠିକ ଭାବରେ ଏକାଠି କରନ୍ତୁ । ନିବେଶ କରିବା ପୂର୍ବରୁ କୌଣସି ଅନୁଭବି ବ୍ୟକ୍ତିଙ୍କ ଠାରୁ ପରାମର୍ଶ ଅବଶ୍ୟ ନିଅନ୍ତୁ । ଏହାଦ୍ୱାରା ଆପଣଙ୍କୁ ଲାଭ ମିଳିବ ।

ବୃଷ

ଆଜି କୌଣସି ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ । ଅଧୟନରେ ଆଗ୍ରହ ରହିବ । ନିଜ ସାଙ୍ଗ, ସମ୍ପର୍କୀୟ ଏବଂ ଭାଇ ଭଉଣୀଙ୍କ ସହିତ ଆପଣ ବହୁତ ମଜା କରି ପାରନ୍ତି । ଆପଣଙ୍କ ସାମନାରେ ବୃତ୍ତିଗତ ସ୍ତରରେ ନିଜର ଲକ୍ଷ୍ୟ ପୂରଣ କରିବାର ଚାପ ରହିବ ଏବଂ ଆପଣ ଆପଣଙ୍କ ମାଲିକଙ୍କ ଆଶା ପୂରଣ କରିବେ । ସମାଜରେ ମାନ ସଂମ୍ମାନ ରହିବ । ଘର ପରିବାର ସହିତ ଭଲ ସମୟ ଅତିବାହିତ ହେବ । ଆପଣଙ୍କ ମନରେ ବହୁତ ସାରା ଚିନ୍ତାଧାରା ସୃଷ୍ଟି ହୋଇ ପାରେ । ବ୍ୟବସାୟ କ୍ଷେତ୍ରରେ ବ୍ୟସ୍ତ ରହିବେ ।

ମିଥୁନ

ଆଜି ଆପଣଙ୍କୁ ଅଟକି ଥିବା ଧନ ମିଳିବାର ସମ୍ଭାବନା ଅଛି । ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସମ୍ପୂର୍ଣ ଚେଷ୍ଟା ମଧ୍ୟ କରିବେ ଏବଂ ସଫଳ ମଧ୍ୟ ହୋଇ ଯିବେ । ମନରେ ସ୍ଥିରତା ରହିବ । କୌଣସି ବି ପ୍ରକାରର ଶାରୀରିକ ଚ୍ୟାଲେଞ୍ଜର ସାମନା କରିବା ବେଳେ ଏକା କାମ କରନ୍ତୁ ଏବନଗ ସାବଧାନ ରୁହନ୍ତୁ । କିଛି ଅଟକି ଥିବା କାମ ଠିକ ସମୟରେ ପୁରା ହୋଇଯିବ । ଜୀବନସାଥୀଙ୍କ ଠାରୁ ସଂମ୍ମାନ ମିଳିବ, ଯଦି ସମ୍ଭବ ତାହେଲେ ଆପଣ ତାଙ୍କର ଅଭିଳାଷ ପୁରା କରନ୍ତୁ । ପରିବାରର ଜଣେ ସଦସ୍ୟଙ୍କ ବିଷୟରେ କୌଣସି ଭଲ ଖବର ମିଳିବ ।

କର୍କଟ

ଆଜି ଆପଣଙ୍କର ପାରିବାରିକ ବାତାବରଣ ଭଲ ରହିବ । ଆପଣଙ୍କୁ ଅଫିସରେ ନିଜ ସହକର୍ମୀଙ୍କ ସହଯୋଗ ମିଳିବ । ଆଜିର ଦିନ ଜୀବନରେ ଗୁରୁତ୍ଵପୂର୍ଣ ଜିନିଷର ଯୋଜନା କରିବା ଏବଂ ସ୍ଥିର କରିବା ପାଇଁ ଭଲ ହେବ, ଖାସକରି ଯୁବତୀ ମାନଙ୍କ ପାଇଁ । ଜୀବନସାଥୀଙ୍କ ସହିତ ଆଜି ଆପଣ ଭବିଷ୍ୟତ ବିଷୟରେ ଯୋଜନା କରିବେ । ଧାର୍ମିକ ଗତିବିଧିରେ ମନ ରହିବ । କୌଣସି କାମରେ ବାଧାର ସାମନା କରିବାକୁ ପଡିପାରେ ।

ସିଂହ

ଆଜି ଆପଣ ନିରାଶାବାଦୀ ମାନସିକତା ଉପରେ କାବୁ କରିବା ପାଇଁ ଚେଷ୍ଟା କରିବେ । ଆପଣ ଏଥିରେ ସଫଳ ହୋଇ ଯିବେ । ସ୍ଥିତି ଆପଣଙ୍କ ପାଇଁ ଭଲ ରହିପାରେ । ବ୍ୟବସାୟୀଙ୍କ ପାଇଁ ଏକ ବ୍ୟସ୍ତ ଏବଂ ଲାଭଦାୟକ ଦିନ ହେବ ଏବଂ ସଂଯୁକ୍ତ ବ୍ୟବସାୟରେ ଆପଣ ନିଜର ବ୍ୟବସାୟ ବିସ୍ତାର କରିବା ପାଇଁ ଯୋଜନା କରିବେ । କାହାକୁ ଧାର ଦେବା ସମୟରେ ସାବଧାନ ରୁହନ୍ତୁ । ଧାର ନକରିବା ଆପଣଙ୍କ ପାଇଁ ଭଲ ହେବ । ସ୍ଵାସ୍ଥ ପ୍ରତି ଜମା ହେଲେ ବି ଦାୟିତ୍ଵହୀନ ହୁଅନ୍ତୁ ନାହିଁ । ଆପଣଙ୍କ କାମର ପ୍ରଶଂସା ହୋଇ ପାରେ ।

କନ୍ୟା

ଏହି ରାଶିର ଛାତ୍ର ମାନଙ୍କର ଆଜି ପାଠ ପଢାରେ ମନ ଲାଗିବ । ଆପଣ ଧୀରେ ଧୀରେ ଆପଣଙ୍କ ସଙ୍ଗୀତ ଏବଂ ସୌଦର୍ଯ୍ୟକୁ ଫେରିବେ । ଆପଣଙ୍କର ଅଧିକାଂଶ ଭାବିଥିବା ପୁରୁଣା କାମ ପୁରା ହୋଇ ପାରେ । ଯେଉଁଥିରେ ଆପଣଙ୍କୁ ଭଲ ଲାଭ ମିଳିବ । କିନ୍ତୁ ଆପଣ ନିଜକୁ ବହୁତ ଏକା ଅନୁଭବ କରିବେ । ବ୍ୟବସାୟରେ ବାଧା ଆସିବ । ପ୍ରତିଯୋଗୀ ମାନଙ୍କ ସହିତ ବିବାଦ ହୋଇ ପାରେ । ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ଅଧିକ ରହିବ । ଭାବନାତ୍ମକ ସମ୍ପର୍କ ଦ୍ଵାରା ଆପଣ ନରମ ହୋଇ ଯିବେ ।

ତୁଳା

ଆଜି ଆପଣ ଆପଣଙ୍କ ମଧୁର କଥାରେ ଲୋକଙ୍କ ମନରେ ନିଜର ସକାରାତ୍ମକ ଚିହ୍ନ ଛାଡି ପାରିବେ । ଆପଣଙ୍କ ବିନମ୍ର ସ୍ଵଭାବ ପ୍ରଶଂସନୀୟ ହେବ । ଆପଣଙ୍କ ଖର୍ଚ ସଞ୍ଚୟକୁ ବିଗାଡି ଦେଇ ପାରେ ଏବଂ କୌଣସି ଯୋଜନା ଅଧାରେ ଅଟକି ପାରେ । ସମ୍ପର୍କ ପ୍ରତି ତ୍ୟାଗ ଦ୍ଵାରା ହିଁ ମଧୁରତା ଆସିବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଘର ପରିବାରରେ ଖୁସିର ବାତାବରଣ ରହିବ । ବେପାର କରୁଥିବା ଲୋକଙ୍କୁ ବେପାର କ୍ଷେତ୍ରରେ ବହୁତ ବଡ ଲାଭ ମିଳିପାରେ ।

ବିଛା

ଆଜି ଯଦି କାହା ପାଖରେ ପ୍ରେମ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଥିରେ ସଫଳତା ମିଳିବାର ଅଧିକ ସମ୍ଭାବନା ଅଛି । କିନ୍ତୁ ମନେ ରଖନ୍ତୁ ବ୍ୟସ୍ତ ହୋଇ କରୁଥିବା କାମ ବିଗିଡି ଯାଇ ପାରେ । ବ୍ୟକ୍ତିଗତ ଅସୁବିଧାରେ ଜଣେ ବୃଦ୍ଧ ସମ୍ପର୍କୀୟଙ୍କୁ ସାହାଯ୍ୟ କରି ଆପଣ ତାଙ୍କର ଆଶୀର୍ବାଦ ପାଇ ପାରିବେ । ଆଖପାଖ ଲୋକଙ୍କ ଠାରୁ ଆପଣଙ୍କୁ ସହଯୋଗ ମିଳିବ । ଆପଣଙ୍କୁ ବାପା ମାଆଙ୍କର ଆଶୀର୍ବାଦ ମଧ୍ୟ ମିଳିବ ।

ଧନୁ

ଆଜି ନିଷ୍ପତ୍ତି ନ ନେବାର ପରିଣାମ ସ୍ୱରୂପ ନୂଆ କାମର ଆରମ୍ଭ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ ନାହିଁ । ଆପଣଙ୍କ ଧ୍ୟାନ ଆପଣ ନିଜର ଗୁରୁତ୍ଵପୂର୍ଣ କାମ ଉପରେ ହିଁ ରଖନ୍ତୁ । ଥଟା ମଜାରେ କୁହାଯାଇ ଥିବା କଥାରେ କାହା ଉପରେ ସନ୍ଦେହ କରନ୍ତୁ ନାହିଁ । ଯଦି ଆପଣ ଅଫିସରେ ଅତିରିକ୍ତ ସମୟ ଲଗାଇବେ ତାହେଲେ ଆପଣଙ୍କ ଘରୋଇ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡିପାରେ । କୌଣସି ଖାସ ମିଟିଙ୍ଗ ହୋଇ ପାରେ । କାମର ବୋଝ ଆଗ ଅପେକ୍ଷା କିଛି କମ ହୋଇ ପାରେ ।

ମକର

ଏହି ରାଶି ପାଇଁ ଆଜିର ଦିନ ଶୁଭ ରହିବ । ଅନେକ ଲୋକ ଆପଣଙ୍କର ପ୍ରଶଂସା କରି ପାରନ୍ତି । ମାନସିକ ଚାପ ରହିବା ପରେ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ନିଜକୁ ନୂଆ ରୋମାଞ୍ଚକାର ଅବସ୍ଥାରେ ପାଇବେ ଯାହା ଆପଣଙ୍କୁ ଆର୍ଥିକ ଲାଭ ଦେବ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଆପଣଙ୍କୁ କିଛି ଅତିରିକ୍ତ ଦାୟିତ୍ଵ ମଧ୍ୟ ଆଜି ମିଳିପାରେ । ଯଦି ଜୀବନ ଗଠନ ଉପରେ ଧ୍ୟାନ ଦେବେ ତାହେଲେ ସ୍ଵପ୍ନକୁ ପୂରଣ କରାଯାଇ ପାରିବ ।

କୁମ୍ଭ

ଏହି ରାଶିର ଲୋକ ଆଜି ନିଜର ବ୍ୟବହାରକୁ ସକାରାତ୍ମକ ରଖିବେ । ବହୁତ ଶୀଘ୍ର ସଫଳତାର ଦ୍ଵାର ଖୋଲିବ । ଉଚିତ ପରାମର୍ଶ ନେବାରେ ପଛଘୁଞ୍ଚା ଦିଅନ୍ତୁ ନାହିଁ । ଆପଣଙ୍କ ଦୃଷ୍ଟି ବନ୍ଧୁ ଏବଂ ସମ୍ପର୍କୀୟ ମାନଙ୍କ ଉପରେ ଲଗାଇବାକୁ ଚେଷ୍ଟା କରନ୍ତୁ ନାହିଁ । ମନ କିଛି କଥାକୁ ନେଇ ଚିନ୍ତିତ ରହିପାରେ । ଆଜି ଜୀବନସାଥୀ ଆପଣଙ୍କର ବହୁତ ପ୍ରଶଂସା କରିବେ । ଏହାଦ୍ୱାରା ଆପଣ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବ । ସନ୍ଧ୍ୟାରେ ଘରକୁ ଅତିଥି ଆସିବା ଦ୍ଵାରା ଘରର ବାତାବରଣ ଖୁସି ରହିବ ।

ମୀନ

ଆଜି ଯଦି ଆପଣ ସମ୍ପର୍କରେ ଔପଚାରିକତା ରଖନ୍ତୁ ନହେଲେ ମତଭେଦ ହେବାର ସମ୍ଭାବନା ଅଛି । ନିଜର ସମୟ ଏବଂ ଚେଷ୍ଟା ସେହି ଜିନିଷରେ ଲଗାନ୍ତୁ ଯାହାକୁ ଆପଣ ମାନୁଛନ୍ତି ଏବଂ ସର୍ବଶ୍ରେଷ୍ଠ କରନ୍ତି । ବନ୍ଧୁଙ୍କ ଠାରୁ ସାନଧାନ ରହିବାର ଆବଶ୍ୟକତା ଅଛି । ଜୀବନସାଥିଙ୍କ ସହଯୋଗ ମିଳିବ । ସାଥି ମାନଙ୍କ ସହିତ ଭଲ ଭାବରେ ସମୟ ଅତିବାହିତ ହେବ । ନୂଆ କାମ ଆରମ୍ଭ କରିବା ପାଇଁ ମନ ହେବ । ଯଦି ଆପଣ କଳା କ୍ଷେତ୍ରରେ ଯୋଡି ହୋଇଛନ୍ତି ତାହେଲେ ଆପଣଙ୍କ ପ୍ରଗତିର ଅନେକ ନୂଆତନ ରାସ୍ତା ଖୋଲା ଦେଖାଯିବ ।

Leave a Reply

Your email address will not be published. Required fields are marked *