ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଟାଇଟନ ଭିତରକୁ ଯିବାକୁ ଡରୁଥିଲା ପୁଅ ମାତ୍ର ଯାହା ଭାବିଥିଲା ତାହା ହିଁ ଘଟିଗଲା । ଟାଇଟନ ଦେଖିବା ସାଜିଲା ସେମାନଙ୍କ ପାଇଁ କାଳ । ଗଭୀର ଜଳରେ ଶୁଭୂଥିଲା ରହସ୍ୟମୟ ଶବ୍ଦ ଏବଂ ତା ପରେ ଚାଲିଗଲା 6 ଜଣଙ୍କ ଜୀବନ । ଟାଇଟନ ବୁଡ଼ାଜାହାଜରେ ଯାଇଥିଲେ ପାଞ୍ଚ ଜଣ କୋଟି କୋଟି ସମ୍ପତି ଥିବା ଧନୀବ୍ୟକ୍ତି ।
ଟାଇଟାନିକର ଭଗ୍ନବିଶେଷକୁ ଦେଖିବା ପାଇଁ ଓସେନ ର ଟାଇଟନ ନାମକ ବୁଡ଼ାଜାହାଜରେ ଯାଇଥିଲେ ଏହି ପାଞ୍ଚ ଜଣ ବ୍ୟକ୍ତି । ସେମାନଙ୍କ ମଧ୍ୟରୁ ପାକିସ୍ଥାନର ବାପା ଓ ପୁଅ ସେହି ବୁଡ଼ା ଜାହାଜରେ ଯାତ୍ରା କରିଥିଲେ । ବାପା ସେହେଜାଦା ଦାଉଦ ଓ ପୁଅ ସୁଲେମାନ ଦାଉଦ । ତେବେ ସୂଚନା ମୁତାବକ ପୁଅ ବୁଡ଼ାଜାହାଜ ଭିତରକୁ ଯିବା ପୂର୍ବରୁ କାନ୍ଦିଥିଲା ଓ ସମୁଦ୍ର ଭିତରକୁ ଯିବାକୁ ଭୟ କରୁଥିଲା ।
ବାପା କହିଥିଲା ମୋତେ ଡର ଲାଗୁଛି କିନ୍ତୁ ବାପା ତାଙ୍କୁ ବୁଝାଇ ଟାଇଟାନିକ ଭଗ୍ନବଶେଷ ଦେଖିବାକୁ ନେଇକି ଯାଇଥିଲେ । ଟାଇଟାନିକର ଭଗ୍ନବଶେଷ ଦେଖିବା ପାଇଁ ହେଲେ ସେମାନଙ୍କୁ 12000 ହଜାର ଫୁଟ୍ ତଳକୁ ଯିବାକୁ ପଡିବ । ମାତ୍ର ସେମାନଙ୍କ ମନରେ ଟାଇଟାନିକ ଭଗ୍ନବଶେଷ ଦେଖିବାର ଇଛା ଥିଲା ତେଣୁ ଟାଇଟନ ବୁଡ଼ାଜାହାଜରେ ବସି ଆରମ୍ଭ କରିଥିଲେ ଟାଇଟାନିକ ଭଗ୍ନବିଶେଷ ଦେଖିବାର ଯାତ୍ରା ।
ଟାଇଟାନିକ ଭଗ୍ନବଶେଷ ଦେଖିପାଇଁ ଜଣକା 2 କୋଟି ଟଙ୍କା ଦେଇଥିଲେ । ମାତ୍ର 2 କୋଟି ଦେଇ ମୃତ୍ୟୁ କୁ କିଣିଥିଲେ ଏହି ପାଞ୍ଚ ଜଣ । ପାଞ୍ଚ ଜଣ ଯାତ୍ରା କରି 3000 ଫୁଟ୍ ଭିତରକୁ ଯିବା ପରେ ଏମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ମାଇକ୍ରୋଫୋନ ରୁ ଶୁଭିଥିଲା କିହୀ ରହସ୍ୟମୟ ଶବ୍ଦ ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି ଆମେରିକା । ଏବେ ଯାଏ ତାହା କାହାର ଶବ୍ଦ ଜଣାପଡିନି ।
ମାତ୍ର ପୁଅ ଯିବା ପୂର୍ବରୂ ଯାହା ଭୟକରିଥିଲା ଠିକ୍ ସେହିପରି ଘଟିଗଲା ଓ ଚାଲିଗଲା ବାପା ଓ ପୁଅର ଜୀବନ । ଆଠ ଘଣ୍ଟାରେ ଫେରିଆସିବା ବୁଡ଼ାଜାହାଜ ଆଠ ଦିନ ନିଖୋଜ ରହିଥିଲା ଏବଂ ଉଦ୍ଧାରିକରି ଦଳ ଏମାନଙ୍କୁ ଟାଇଟାନିକ ଭଗ୍ନବଶେଷ ପାଖରୁ ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି । ତେବେ ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।