Odia Jokes- ଥଣ୍ଡା ଦିନ ଥିଲା, ପପୁ ବହୁତ ସମୟ ଧରି ନିଜ ପ୍ରେମିକାକୁ ବୁଲି ବୁଲି ଚାହୁଁଥିଲା, ଗର୍ଲଫ୍ରେଣ୍ଡ- ତୁମେ ମତେ ଏମିତି କାହିଁକି ବୁଲି ବୁଲି ଚାହୁଁଛ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଜ୍ଵାଇଁ ପୁଅ ୧୫ ଦିନ ହେବ ଶଶୁର ଘରେ ଥିଲା…

ଶାଶୁ- ପୁଅ, କେବେ ଘରକୁ ଯିବ ତମେ ?

ଜ୍ଵାଇଁ- ହେଲେ କାହିଁକି ଯିବି ମା ?

ଶାଶୁ- ବହୁତ ଦିନ ହେଲାଣି ରହିଲଣି ତ ସେଥିପାଇଁ ପଚାରୁଥିଲି ।

ଜ୍ଵାଇଁ- କାହିଁକି, ତମ ଝିଅ ତ ମୋ ଘରେ ୬ ମାସ ଧରି ରହୁଛି… ମୁ କିଛି କହୁଛି କି ?

ଶାଶୁ- ସେ ତ ତମ ସହ ବିବାହ କରିଛି ନା ..

ଜ୍ଵାଇଁ- ଆଉ ତା ହେଲେ ମୁ କଣ ଏଠି ଅପହରଣ କରିବାକୁ ଆସିଛି

୨. ଗୋଟେ କୋଟି ପାଇଁ କେବିସିରେ ପ୍ରଶ୍ନ ପଚରା ହେଲା…

ସ୍ତ୍ରୀର ପାଦ ଚିପିଦେବାକୁ କଣ କୁହନ୍ତି ଯତ୍ନ ନା ପ୍ରେମ ?

ପପୁ- ଯଦି ନିଜ ସ୍ତ୍ରୀ ଅଛି ତା ହେଲେ ଯତ୍ନ ଓ ଯଦି ଅନ୍ୟ କାହାର ସ୍ତ୍ରୀ ଅଛି ତା ହେଲେ ପ୍ରେମ

ପପୁକୁ ଗୋଟେ କୋଟି ଜାଗାରେ ୫ କୋଟି ମିଳିଲା ।

୩. ଗୋଟେ ଯୁବକ ଓ ଯୁବତୀ ସାଇକେଲରେ ଯାଉଥିଲେ

ସେହି ସମୟରେ ଏହି ଦୁଇଜଣ ମୁହାଁ ମୁହିଁ ହୋଇଗଲେ…

ଯୁବକ- ଆରେ ଦେଖିକି ସାଇକେଲ ଚଲାଅ ମ୍ୟାଡମ ।

ଯୁବତୀ- କାହିଁକି, ରାସ୍ତା କଣ ତମ ବାପାଙ୍କର ?

ଯୁବକ- ନାହିଁ ମ୍ୟାଡମ, ରାସ୍ତା ହେଉଛି ଆପଣଙ୍କ ବାପାର ମତେ ତ ଖାଲି ଯୌତୁକରେ ମିଳିଛି

୪. ଗୋଟେ ଦିନ ପପୁର ସ୍ତ୍ରୀ ତାର ଫେସବୁକ ଆକାଉଣ୍ଟ ଚେକ କରୁଥିଲା ଓ ରାଗିକି କହିଲା…

ସ୍ତ୍ରୀ- ତମେ ବିଦେଶୀ ଝିଅ ମାନଙ୍କ ସହ କାହିଁକି କଥା ହେଉଛ ?

ପପୁ ବୁଝେଇ କହିଲା- ଆରେ ପାଗେଳି ମୁ ତ ଆମର ଅନ୍ତଃରାଷ୍ଟୀୟ ସମ୍ବନ୍ଧକୁ ମଝବୁତ କରି ମୋଦୀଙ୍କର ସହାୟତା କରୁଛି ।

ସେହି ଦିନ ଠାରୁ ପପୁର ସ୍ତ୍ରୀ ମଧ୍ୟ ବିଦେଶୀ ପୁଅଙ୍କ ସହ ଫେସବୁକ ଜରିଆରେ କଥା ହେଲା ଓ ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧକୁ ମଝବୁତ କରିଲା

୫. ସ୍ତ୍ରୀ ସ୍ଵାମୀକୁ ପଚାରିଲା…

ସ୍ତ୍ରୀ- ବିବାହ କରିବା ପୂର୍ବରୁ ତମେ ବହୁତ ମନ୍ଦିର ଯାଉଥିଲ ନା, ତା ହେଲେ ଏବେ କାହିଁକି ଯାଉନ ?

ସ୍ଵାମୀ- ଯାଉଥିଲି ଯେ, ହେଲେ ତମ ସହ ବିବାହ କରିବା ପରେ ମୋର ଭଗବାନଙ୍କ ଉପରୁ ଭରସା ଉଠି ଯାଇଛି ।

୬. ଗୋଟେ ପୁଅ ଗୋଟେ ଝିଅକୁ ପଦ୍ମ ଫୁଲ ଦେଲା…

ହେଲେ ଝିଅ ସେହି ପୁଅକୁ ଚାପୁଡା ମାରିଲା ।

ପୁଅ- ଆରେ ମୁ ତ ଭାଜପାର ପ୍ରଚାର କରୁଥିଲି ।

ଝିଅ- ମୁ ବି କଂଗ୍ରେସର ପ୍ରଚାର କରୁଥିଲି

୭. ଥଣ୍ଡା ଦିନ ଥିଲା

ପପୁ ବହୁତ ସମୟ ଧରି ନିଜ ପ୍ରେମିକାକୁ ବୁଲି ବୁଲି ଚାହୁଁଥିଲା

ଗର୍ଲଫ୍ରେଣ୍ଡ- ତୁମେ ମତେ ଏମିତି କାହିଁକି ବୁଲି ବୁଲି ଚାହୁଁଛ

କଣ କରିବାକୁ ମନ ହେଉଛି କି ?

ପପୁ ଦୁଇ ଚାପୁଡା ମାରି କହିଲା- ତୁ ମୋ କମ୍ବଳ କାହିଁକି ଘୋଡି ହେଇଛୁ …

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *