ନିଜ ବୟଫ୍ରେଣ୍ଡ ଉପରେ ଚିଡିଯାଇ ମାତ୍ର 21 ବର୍ଷ ବୟସରେ ନିଜ ଜୀବନକୁ ଶେଷ କରିଦେଲେ ଏହି ଅଭିନେତ୍ରୀ

ବନ୍ଧୁଗଣ ଏହି କିଛି ସମୟ ହେବ ଖବର ମିଳିଛି ଯେ, ନିଜ ପ୍ରେମୀକଙ୍କ ଉପରେ ରାଗି ଯାଇ ଜଣେ ଅଭିନେତ୍ରୀ ନିଜ ଜୀବନ ଶେଷ କରି ନେଇଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀଙ୍କ ବୟସ ହେଉଛି ମାତ୍ର ୨୧ ବର୍ଷ ବୟସ । ବର୍ତ୍ତମାନ ସେ ଏହି ଦୁନିଆରେ ନାହାନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକଙ୍କର ଦେହାନ୍ତ ହେବାର ଖବର ଶୁଣି ସମସ୍ତ ଦେଶବାସୀ ଦୁଃଖ ଅନୁଭବ କରିଛନ୍ତି । ବନ୍ଧୁଗଣ ଏହି ବର୍ଷ ତଥା ୨୦୨୦ରେ ବହୁତ କଳାକାର ମାନଙ୍କର ନିଧନ ହୋଇଛି । ଆପଣ ମାନେ ଏହି ସବୁ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ବନ୍ଧୁଗଣ ଏହିପରି ଆଜି ଆମେ ଆପଣ ମାନଙ୍କୁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ଜାଣିଲେ ବହୁତ ଦୁଃଖ ଅନୁଭବ କରିବେ । ଏହି ବର୍ଷ ଶେଷ ହେବା ପୂର୍ବରୁ ପୁଣି ଏକ କଳାକାର ତଥା ଅଭିନେତ୍ରୀଙ୍କର ପରଲୋକ ହୋଇଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ଜଣଙ୍କ ବିଷୟରେ । ବନ୍ଧୁଗଣ ଏହି ଅଭିନେତ୍ରୀ ହେଉଛନ୍ତି ଜଣେ ତେଲୁଗୁ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ । ତାଙ୍କର ନାମ ହେଉଛି ନାଗା ଝାସି । ନାଗା ନିଜର ଅନ୍ତିମ ନିଶ୍ଵାସ ହାଇଦ୍ରାବାଦର ଶ୍ରୀନଗର କଲୋନୀରେ ଏକ ଆପାର୍ଟମେଣ୍ଟରେ ନେଇଥିଲେ । ଖବର ମିଳିଛି ଯେ, ଏହି ଅଭିନେତ୍ରୀ ଜଣକ ନିଜ ଫ୍ଲାଟରେ ଏକା ରୁହନ୍ତି ।

ଖବର ମିଳିଛି ଯେ, ନାଗାଙ୍କ ଭାଇ ଦୂର୍ଗା ପ୍ରସାଦ ତାଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ ଓ କବାଟ ଖୋଲିବା ପାଇଁ ବେଲ ରିଙ୍ଗ ମାରିଥିଲେ । ହେଲେ ବହୁତ ସ୍ମାୟ ପର୍ଯ୍ୟନ୍ତ ନାଗା କବାଟ ଖୋଲିନଥିଲେ, ଯାହାଫଳରେ ଦୂର୍ଗା ପ୍ରସାଦ ସେଠିକାର ପଡୋଶୀ ମାନଙ୍କୁ ଡାକି କବାଟକୁ ଭାଙ୍ଗି ଖୋଲିଥିଲେ । ସେହି ସମୟରେ ନାଗା ଏହି ଦୁନିଆରେ ନଥିଲେ ।

ଏହାପରେ ତାଙ୍କୁ ସରକାରୀ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳେ ବହୁତ ଡେରି ହୋଇଯାଇଥିଲା ଓ ନାଗା ଏହି ଦୁନିଆକୁ ଛାଡି ଚାଲିଯାଇଥିଲେ । ଆନ୍ଧ୍ର-ପ୍ରଦେଶର କ୍ରୀଷ୍ଣା ଜିଲ୍ଲାରେ ରହୁଥିବା ନାଗା ସାଝି ତେଲୁଗୁର ବହୁତ ଲୋକପ୍ରିୟ ଟିଭି ସୋରେ କାମ କରିଥିଲେ । ବନ୍ଧୁଗଣ ଖବର ମିଳିଛି ଯେ, ନାଗା ନିଜ ପ୍ରେମୀଙ୍କ ପାଇଁ କିଛି ମାସ ହେବ ବହୁତ ଡିପ୍ରେସନରେ ରହୁଥିଲେ ।

ଏହି ଖବର ବନ୍ଧୁଗଣ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହା ସମସ୍ତଙ୍କ ମନରେ ଦୁଃଖ ଭରି ଦେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଦେହାନ୍ତ ସହ ଜଡିତ କୌଣସି ବୟାନ ଆସିନାହିଁ । ପୋଲିସ ନିଜ ତଦନ୍ତ ଜାରି ରଖିଛି ଆଶା କରୁଛି ବହୁତ ଶୀଘ୍ର ପୋଲିସ ଏହି କେସର ଶେଷ ପର୍ଯ୍ୟନ୍ତ ଯାଇପାରିବ ।

ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *