ଯେଉଁ ପିଲାକୁ ଅଳିଆ ଗଦାରୁ ଉଠାଇ କୋଳେଇନେଲେ ସେହି ପିଲା ବଡ ହୋଇ ଏମିତି ସୁଝିଲା ଋଣ, ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ଆଜିକାଲି ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ଏହି ସବୁ ମାମଲା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହିପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।ବନ୍ଧୁଗଣ ଏହି ମାମଲାଟି ହେଉଛି ଆସାମର । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ତ ଏହି ନାରା ନିଶ୍ଚୟ ଶୁଣିଥିବେ, ଜୟ କିଶାନ ଜୟ ଯବାନ । କାରଣ ଭାରତ ଏହି ଆମ ଯବାନ ଓ କିଶାନ ମାନଙ୍କ ପାଇଁ ବିକାଶ କରିଛି । ବନ୍ଧୁଗଣ ଏହି ମାମଲାଟି ହୋଇଛି ଆସାମରେ । ଆସାମରେ ଜଣେ ସୁବ୍ରମନିୟମ ନାମକ କୃଶକ ଫଳ ବିକିରି କରିବାକୁ ଆସୁଥିଲା ।

ହେଲେ ସେ ଆଜି ନିଜ ଝିଅକୁ ପାଢ ପଢାଛି ଓ ତାର ଝିଅ ଲୋକସଭା ଆୟୋଗର ପରୀକ୍ଷାରେ ପାସ ମଧ୍ୟ କରିଛି । ବର୍ତ୍ତମାନ ସେହି ଝିଅକୁ ନିଯୁକ୍ତି ମଧ୍ୟ ମିଳିସାରିଛି । ସୁବ୍ରମନିୟମ ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ କହିଥିଲେ ଯେ, ଯେତେବେଳେ ସେ ୩୦ ବର୍ଷର ଥିଲେ ସେତେବେଳେ ତାଙ୍କୁ ଏକ ଅଳିଆ କଦାରେ ଏକ ଛୁଆ ମିଳିଥିଲା ।

ସେହି ଛୁଆକୁ ନେଇ ସୁବ୍ରମନିୟମ ଘରକୁ ପଳେଈ ଯାଇଥିଲା । ସେହି ସମୟରେ ସୁବ୍ରମନିୟମର ବିବାହ ମଧ୍ୟ ହୋଇନଥିଲା । ଛୁଆ ମିଳିବା ପରଠାରୁ ସୁବ୍ରମନିୟମ ବିବାହ ନକରିବାର ନିଷ୍ପତ୍ତି ନେଇଥିଲେ । ସେହି ଛୁଆକୁ ସେ ବହୁତ ଭଲ ଭାବରେ ଲାଳନ ପାଳନ କରି ବଡ କରିଥିଲେ ।


ସୁବ୍ରମନିୟମ ସେହି ଛୁଆର ନାମ ଜ୍ଯୋତି ରଖିଥିଲେ । ସୁବ୍ରମନିୟମ ସେହି ଛୁଆକୁ ପାଠ ମଧ୍ୟ ପଢାଇ ଥିଲେ । ଯାହାଫଳରେ ୨୦୧୩ ମସିହାରେ ସେହି ଛୁଆଟି କମ୍ପୁଟର ସାଇନ୍ସରେ ଗ୍ରାଜୁଏସନ କରିଥିଲେ । ଏହାପରେ ଜ୍ଯୋତି ୨୫ ବର୍ଷ ବୟସରେ ଲୋକସଭା ଆୟୋଗର ପରୀକ୍ଷା ପାସ କରି ନିଯୁକ୍ତି ହୋଇଥିଲେ । ଜ୍ଯୋତି ଏହା ପ୍ରମାଣ କରିଦେଲେ ଯେ, ତାଙ୍କ ପିତା ତାଙ୍କୁ ଅଳିଆ ଗଦାରୁ ଉଠାଇ କୌଣସି ଭୁଲ କରିନଥିଲେ ।

ସୁବ୍ରମନିୟମଙ୍କ ମତରେ, ସେଦିନ ସେ ଅଳିଆ ଗଦାରୁ ଏକ ହୀରା ପାଇଥିଲେ ଯିଏ ବର୍ତ୍ତମାନ ତାଙ୍କର ବୁଢାପାର ସାହାରା ହୋଇଛି । ସେହି ସମୟରେ ତାଙ୍କୁ ସମାଜର ବହୁତ ଅପମାନ ଓ ବଦନାମୀର ସମ୍ମୁଖୀନ ହେବାକୁ ପଡିଥିଲା । ସୁବ୍ରମନିୟମ ଆଜି ବହୁତ ଖୁସି ଅଛନ୍ତି ଯେ, ତାଙ୍କ ଝିଅ ଏତେ ବଡ ସଫଳତା ନିଜ ଜୀବନରେ ପାଇଛି ।

Leave a Reply

Your email address will not be published. Required fields are marked *