‘ତାରିଣୀ ଆଖିର ତାରା’ ସିରିଏଲ ରେ ଅଭିନୟ କରୁଥିବା ଷ୍ଟାର ମାନଙ୍କର ପ୍ରକୃତ ବୟସ କେତେ ? ପ୍ରଥମ ଥର ପାଇଁ ଦେଖନ୍ତୁ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଫେମସ ଧାରାବାହିକ ‘ତାରେଣୀ ଆଖିର ତାରା’ ନିଶ୍ଚୟ ଦେଖିଥିବେ । ବହୁତ କମ ସମୟ ମଧ୍ୟରେ ଏହି ସିରିଏଲରେ ଅଧିକ ଲୋକପ୍ରିୟତା ହାସଲ କରିଛି । ଏହି ଧାରାବାହିକରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଓ ପ୍ରଫେସନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି ।

ହେଲେ ଆପଣ ମାନେ କଣ ଏହି କଳାକାର ମାନଙ୍କ ବୟସ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବୟସ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ରୁକ୍ମିଣୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ରୁକ୍ମିଣୀ । ଏହି ସିରିଏଲରେ ରୁକ୍ମିଣୀ ତୁଷାରଙ୍କ ମାର ଭୂମିକାରେ ନଜର ଆସୁଛନ୍ତି ଓ ଲୋକ ମାନେ ମଧ୍ୟ ତାଙ୍କ ଅଭିନୟକୁ ବେସ ପସନ୍ଦ କରୁଛନ୍ତି । ରୁକ୍ମିଣୀଙ୍କ ବୟସ ହେଉଛି ୨୮ ବର୍ଷ ।

କନିକା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଆସୁଛନ୍ତି କନିକା । କନିକା ଏହି ସିରିଏଲରେ ତାରେଣୀଙ୍କ ଜେଜେ ମାର ଭୂମିକାରେ ନଜର ଆସୁଛନ୍ତି । ତାଙ୍କ ବୟସ ହେଉଛି ୩୫ ବର୍ଷ ବୟସ ।

ତୁଷାର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ତୁଷାର । ତୁଷାର ଏହି ସିରିଏଲରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ତୁଷାରଙ୍କ ବୟସ ହେଉଛି ୨୫ ବର୍ଷ ବୟସ ।

ତରୁନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତୁ ତରୁନ । ତରୁନ ଏହି ସିରିଏଲରେ ତୁଷାରଙ୍କ ଭାଇ ଭୂମିକାରେ ନଜର ଆସୁଛନ୍ତି । ତରୁନଙ୍କ ଜନ୍ମ ତାରିଖ ହେଉଛି ୨୦ ସେପ୍ଟେମ୍ବର ।

ତାରା- ବନ୍ଧୁଗଣ ଏହି ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ତାରା ଜିଏକି ଏହି ସିରିଏଲରେ ତାରେଣୀଙ୍କ ଭଉଣୀର ଭୂମିକାରେ ନଜର ଆସୁଛନ୍ତି । ତାରାଙ୍କ ବୟସ ହେଉଛି ମାତ୍ର ୧୯ ବର୍ଷ ବୟସ ।

ତାରେଣୀ- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ତାରେଣୀ । ତାରେଣୀ ଏହି ସିରିଏଲରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସୁଛନ୍ତି । ତାରେଣୀଙ୍କ ପ୍ରକୃତ ବୟସ ହେଉଛି ୨୧ ବର୍ଷ ।

କାଜଲ- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି କାଜଲ । ଆପଣ ମାନେ ସମସ୍ତେ ଏହି ସିରିଏଲରେ କାଜଲଙ୍କ ସୁନ୍ଦର ଅଭିନୟକୁ ବେସ ଭଲ ଭାବରେ ଦେଖିଥିବେ । କାଜଲଙ୍କ ପ୍ରକୃତ ବୟସ ହେଉଛି ୨୬ ବର୍ଷ ।

ମହେଶ- ବନ୍ଧୁଗଣ ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ମହେଶ । ମହେଶ ଏହି ସିରିଏଲରେ ତାରେଣୀଙ୍କ ବୟଫ୍ରେଣ୍ଡର ଭୂମିକାରେ ନଜର ଆସୁଛନ୍ତି । ତାଙ୍କର ପ୍ରକୃତ ବୟସ ହେଉଛି ୨୫ ବର୍ଷ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *