ଏମାନେ ହେଲେ Tarang ଟିଭିର ହିରୋଇନ ମାନଙ୍କର ସୁନ୍ଦରୀ ମା’, ପ୍ରଥମ ଥର ପାଇଁ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଲୋକମାନେ ସିନେମା ଅପେକ୍ଷା ଧାରାବାହିକ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଛୋଟ ପରଦାର ଧାରାବାହିକ କୁ ଦେଖିବା ପାଇଁ ଲୋକମାନେ ଟିଭି ଆଗରେ ବସି ରହୁଛନ୍ତି । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଅନେକ ଓଡ଼ିଆ ଧାରାବାହିକ ରହିଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ତେବେ ସେଥି ମଧ୍ୟରୁ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହୋଇଥିବା ସବୁ ଧାରାବାହିକ ଅତ୍ୟନ୍ତ ଲୋକପ୍ରିୟ ହୋଇଥାଏ । ତେବେ ଆସନ୍ତୁ ଏହି ଚ୍ୟାନେଲ ରେ ଅଭିନୟ କରିଥିବା କିଛି ଅଭିନେତ୍ରୀ ମାନଙ୍କ ରିୟଲ ଲାଇଫ ମାଆ ଙ୍କ ବିଷୟ ରେ ଆଲୋଚନା କରିବା ।

୧-ଏହି ଲିଷ୍ଟ ର ପ୍ରଥମ ରେ ଅଛନ୍ତି ଜାସ୍ମିନ ରଥ । ଯିଏ କି ମାୟା ଧାରାବାହିକ ରେ ନଜର ଆସିଛନ୍ତି । ଏହା ସହ ସେ ନିଜର ସୁନ୍ଦର ଅଭିନୟ ରେ ମଧ୍ୟ ଲୋକ ମାନଂକୁ ଆକର୍ଷିତ କରି ପାରିଛନ୍ତି । ତେବେ ତାଙ୍କ ମାଆ ଙ୍କୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ ତେବେ ତାଙ୍କ ନାମ ହେଉଛି ସୁଧାଂଶୁବାଳା ନନ୍ଦ ।


୨- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିଳାଖି ପାତ୍ର । ଯିଏ କି ସିନ୍ଦୂର ର ଅଧିକାର ଧାରାବାହିକ ରେ ଇତି ଭୂମିକାରେ ନଜର ଆସିଛନ୍ତି ଏବଂ ତାଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ତେବେ ତାଙ୍କ ମାଆ ଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ଏବଂ ସେ ଜଣେ ଗୃହିଣୀ ।


୩- ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ରଥ । ଯିଏ କି କୁଆଁରୀ ବୋହୁ ରେ ଶ୍ରଦ୍ଧା ଚରିତ୍ର ରେ ଅଭିନୟ କରି ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଛନ୍ତି । ତେବେ ତାଙ୍କ ରିୟଲ ଲାଇଫ ମାଆ ଙ୍କୁ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ।

୪- ଏହି ଲିଷ୍ଟ ର ଚତୁର୍ଥ ରେ ଅଛନ୍ତି ଅସିମା ପତି । ଯିଏ କି ତାରିଣୀ ଆଖିର ତାରା ଧାରାବାହିକ ରେ ତାରା ଭୂମିକା ରେ ନଜର ଆସିଥିଲେ । ତେବେ ସେ ଖୁବ ପ୍ରତିଭାଶାଳୀ ଏବଂ ଭଲ ଅଭିନେତ୍ରୀ ମଧ୍ୟ । ତେବେ ତାଙ୍କ ମାଆ ଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ଏବଂ ସେ ଜଣେ ଗୃହିଣୀ ।


୫- ଲିଷ୍ଟ ର ପଞ୍ଚମ ରେ ଅଛନ୍ତି ସୁମନ ପଟ୍ଟନାୟକ । ଯିଏ କି ବର୍ତ୍ତମାନ ତାରିଣୀ ଆଖିର ତାରା ଧାରାବାହିକ ରେ ତାରିଣୀ ଭୁମିକା ରେ ନଜର ଆସିଛନ୍ତି । ତେବେ ତାଙ୍କ ମାଆ ଙ୍କୁ ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ସେ ମଧ୍ୟ ସୁମନ ଙ୍କ ଭଳି ବହୁତ ସୁନ୍ଦର । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *