UIDAI ଆଣିଲା ନୂଆ ନିୟମ, Aadhaar ର ଏହି ନିୟମ ଭାଙ୍ଗିଲେ ଭରିବେ କୋଟିଏ ଟଙ୍କା ଫାଇନ

ବନ୍ଧୁଗଣ, ଆପଣ ଆଧାର କାର୍ଡ ର ଦୁରୂପୋଯୋଗ କରୁଛନ୍ତି କି ? ଅଥବା ଆଧାର କାର୍ଡ ର ନିୟମ କୁ ଉ-ଲଂ-ଘ-ନ କରୁଛନ୍ତି କି ? ଯଦି ଏଭଳି କିଛି କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ ନଚେତ ଆପଣଙ୍କୁ ଦେବାକୁ ହେବ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋ-ରି-ମା-ନା । କେନ୍ଦ୍ର ସରକାର ଏ ନେଇ ବିକ୍ଷେପ୍ତି ଜାରି କରିଛନ୍ତି । ମାତ୍ର ଏହି ନିସ୍ପତି କୁ ସାଧାରଣ ଲୋକେ ଚ୍ୟାଲେଞ୍ଜ କରିବେ ବୋଲି କୁହାଯାଇଅଛି ।

ନିୟମ ଅନୁସାରେ ଆଧାର ଆଇନ ର ଉ-ଲଂ-ଘ-ନ କ୍ଷେତ୍ରରେ ଭାରତୀୟ ଏକକ ପରିଚୟ ବ୍ୟାଧିକରଣ UIDAI କୁ ଜୋ-ରି-ମା-ନା ଲଗାଇବାର ଅଧିକାର ମିଳିଛି । UIDAI ଏ ନେଇ ଜଣେ ଅଧିକାରୀ ଙ୍କୁ ନିଯୁକ୍ତି କରିବ । ସେମାନେ ଜୋ-ରି-ମା-ନା ଟଙ୍କା କାହାକୁ କେତେ କରାଯିବ ସେ ନେଇ ନିଷ୍ପତ୍ତି ନେବେ । ପୂର୍ବରୁ ଏ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ କୌଣସି କାରଣରୁ ତାହା ବିକ୍ଷୁପ୍ତି ପ୍ରକାଶ ପାଇ ନଥିଲା ।

ମାତ୍ର ଏବେ ୨୦୨୧ ଜୋ-ରି-ମା-ନା ଅଧିନକୁ ନେଇ ବିକ୍ଷୁପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଗତ ୨ ତାରିଖରେ ଏ ନେଇ କେନ୍ଦ୍ର ପକ୍ଷରୁ ବିଧିମତ ବିଜ୍ଞପ୍ତ ପ୍ରକାଶ ପାଇଅଛି । ଯଦି କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଆଧାର ସମ୍ପର୍କରେ କିଛି  ଭୁଲ କରନ୍ତି ଅଥବା ତାହାର ଦୁରୂପୋଯୋଗ କରନ୍ତି, ତେବେ ସେମାନଙ୍କ ବି-ରୋ-ଧ-ରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ମାତ୍ର ଆପଣଙ୍କୁ ସେହି ସଂସ୍ଥା ଅଥବା ବ୍ୟକ୍ତି ଙ୍କ ବି-ରୋ-ଧ-ରେ ସମସ୍ତ ଅ-ଭି-ଯୋ-ଗ ର ଉପଯୁକ୍ତ ପ୍ରମାଣ ଦେବାକୁ ପଡିବ ।

ଯେଉଁ ମାନେ ଆଇନ ଉ-ଲଂ-ଘ-ନ କରୁଛନ୍ତି ସେମାନଙ୍କ ଉପରେ ୧ କୋଟି ଟଙ୍କା ର ଜୋ-ରି-ମା-ନା ଲାଗୁ ହେବ । ସୂଚନା ଅନୁଯାୟୀ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଅଛି ଯେ କେନ୍ଦ୍ରର ନିଷ୍ପତ୍ତି ଅନୁଯାୟୀ ଆଧାର କୁ ପରିଚୟ ଭାବରେ ଗ୍ରହଣ କରାଯାଇଅଛି ଏବଂ ଆଧାରକୁ ନେଇ ବିଭିନ୍ନ ଅ-ଭି-ଯୋ-ଗ ମଧ୍ୟ ଆସିଥାଏ । ବିଭିନ୍ନ ଲୋକଙ୍କ ବିନା ଅନୁମତି ରେ ସେମାନଙ୍କ ନାମରେ ଥିବା ଆଧାରକାର୍ଡ କୁ ନେଇ ଅନ୍ୟ କେହି ବ୍ୟବହାର କରିଥିବା ଖବର ମଧ୍ୟ ସାମ୍ନା କୁ ଆସୁଅଛି ।

ଏଣୁ ପରିସ୍ଥିତି କୁ ନଜର ରେ ରଖି କେନ୍ଦ୍ର ସରକାର ଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଅଛି । ଆଧାରା ଅଧନୀୟମ ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ଆଧାର ଏକ ସିଷ୍ଟମ ରେ ଆଇନ ଉ-ଲଂ-ଘ-ନ କାରୀ ସଂସ୍ଥା ଗୁଡିକ ବି-ରୋ-ଧୀ-ରେ ପ୍ରମର୍ତ୍ତନ କାର୍ଯ୍ୟାନୁଷ୍ଠାନ ନେବା ପାଇଁ PODI ନିକଟରେ କ୍ଷମତା ନଥିଲା । ୨୦୧୯ ରେ ପାଳିତ ଆଇନ ର ଚୁକ୍ତି ଦର୍ଶାଯାଇଥିଲା ଯେ ବର୍ତ୍ତମାନ ପୁଣି ଆଧାରକୁ ନେଇ ନୂଆ ନିୟମ ଜାରି କରିଛନ୍ତି କେନ୍ଦ୍ର ସରକାର । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ପର୍କରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *