Tarang Tv ର ଏହି ସୁନ୍ଦରୀ ହିରୋଇନ ମାନେ କେଉଁ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭି ଚ୍ଯାନେଲରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଏହି ଅଭିନେତ୍ରୀ ମାନେ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ନିଲାଖି ପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ନିଲାଖି ପାତ୍ର । ‘ସିନ୍ଦୁରର ଅଧିକାର’ ସିରିଏଲରେ ସେ ଇତିର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ନିଲାଖି ବର୍ତ୍ତମାନ +୨ରେ ପାଠ ପଢୁଛନ୍ତି ଓ ତାଙ୍କୁ ବର୍ତ୍ତମାନ ୧୭ ବର୍ଷ ବୟସ ହୋଇଛି ।

ତାରା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ତାରା । ଆପଣ ମାନେ ସମସ୍ତେ ତାରାଙ୍କୁ ‘ତାରେଣୀ ଆଖିର ତାରା’ ସିରିଏଲରେ ନିଶ୍ଚୟ ଦେଖିଥିବେ ।ତେବେ ତାରା ବର୍ତ୍ତମାନ ସମୟରେ ନିଜର ଗ୍ରାଜୁଏସନ ଶେଷ କରିସାରିଛନ୍ତି ଓ ତାଙ୍କୁ ବର୍ତ୍ତମାନ ୨୧ ବର୍ଷ ବୟସ ହୋଇଛି ।

ଐଶ୍ଵର୍ଯ୍ୟ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଐଶ୍ଵର୍ଯ୍ୟ । ଆପଣ ମାନେ ସମସ୍ତେ ଐଶ୍ଵର୍ଯ୍ୟଙ୍କୁ ‘ଝିଅ ଆମର ନୂଆ ବୋହୁ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଐଶ୍ଵର୍ଯ୍ୟଙ୍କ ପ୍ରକୃତ ନାମ ହେଉଛି ଶୀତଲ ପଟ୍ଟନାୟକ । ସେ ଗତ ବର୍ଷ ଇଞ୍ଜିନିୟରିଙ୍ଗ ଶେଷ କରିସାରିଛନ୍ତି ।

ସୁଶ୍ରୀ ସୁଭାସିନୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସୁଶ୍ରୀ ସୁଭାସିନୀ । ଆପଣ ମାନେ ସମସ୍ତେ ସୁଶ୍ରୀଙ୍କୁ ‘ମଙ୍ଗଳା ଚରଣ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ସୁଶ୍ରୀ ବିଜୁ ପଟ୍ଟନାୟକ କଲେଜରୁ ନିଜ ଗ୍ରାଜୁଏସନ ଶେଷ କରିସାରିଛନ୍ତି ।

ତାରେଣୀ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ତାରିଣୀ । ତାରିଣୀଙ୍କ ପ୍ରକୃତ ନାମ ହେଉଛି ସୁମନ ପଟ୍ଟନାୟକ । ଆପଣ ମାନେ ସମସ୍ତେ ସୁମନଙ୍କୁ ‘ତାରେଣୀ ଆଖିର ତାରା’ ସିରିଏଲରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ । ତାରେଣୀ ବିଟେକ ଶେଷ କରିଛନ୍ତି ।

ପୂଜା- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ନମ୍ବରରେ ଆସୁଛନ୍ତି ପୂଜା । ପୂଜାଙ୍କୁ ଆପଣ ମାନେ ‘ଝିଅ ଆମର ନୂଆବୋହୂ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ପୂଜାଙ୍କ ଅସଲି ନାମ ହେଉଛି ଲାଭରିନ । ତା ହେଲେ ପୂଜା ବାଲେଶ୍ଵରର ଫକିର ମୋହନ କଲେଜରୁ ନିଜର ଗ୍ରାଜୁଏସନ ଶେଷ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ସମସ୍ତ ଅଭିନେତ୍ରୀଙ୍କ ମଧ୍ୟରୁ ଆପଣଙ୍କୁ କିଏ ଅଧିକ ପସନ୍ଦ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *