ରାତି ଅଧରେ ଘଟିଲା ଅଘଟଣ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ଦୁନିଆ ରେ ମାନବିକତା ଦେଖିବା ବହୁତ କଷ୍ଟକର ଅଟେ । ବର୍ତ୍ତମାନ ସମସ୍ତେ ସ୍ୱାର୍ଥପର ହୋଇ ଯାଇଛନ୍ତି ନିଜ କାମ ରେ ହି କେବଳ ଧ୍ୟାନ ଅନ୍ୟ କେହି ମ-ରି-ଗ-ଲେ ମଧ୍ୟ କିଛି ଯାଏ ଆସେ ନାହିଁ । ଏଠି ନିଜ ଲୋକ ମଧ୍ୟ ନିଜର ନୁହେଁ ତେବେ କିନ୍ତୁ ଏହି ସମାଜ ରେ କିଛି ଘଟଣା ଏଭଳି ଘଟି ଯାଇଥାଏ ଯେ ଯାହାକୁ ଦେଖିଲା ପରେ ଏହି ସମାଜ ରେ ମାନବିକତା ବଂଚି ରହିଛି ବୋଲି ଜଣା ପଡେ ।

ତେବେ ସେହି ଭଳି ବର୍ତ୍ତମାନ ମାନବିକତା ର ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ବିଜେଡି ସାଂସଦ ଏବଂ ଅଭିନେତା ଅନୁଭବ ମହାନ୍ତି ଜଣେ ବୃଦ୍ଧ ଲୋକ ଙ୍କ ଦୁ-ର୍ଘ-ଟ-ଣା ପରେ ନିଜ ଗାଡି ରେ ବସାଇ ଚିକିତ୍ସାଳୟ କୁ ନେଇ ଯାଇଥିଲେ । ତେବେ ସମ୍ପୂର୍ଣ୍ଣ ଖବର ବିଷୟ ରେ ଜାଣିନେବା । ତେବେ ଆପଣ ମାନେ ଅନୁଭବ ମହାନ୍ତି ଙ୍କୁ ତ ଜାଣିଥିବେ । ଯିଏ ପ୍ରଥମେ ଜଣେ ସୁପରଷ୍ଟାର ଅଭିନେତା ରହିବା ସହ ବର୍ତ୍ତମାନ ବିଜେଡି ଦଳ ର ଜଣେ ରାଜନେତା ପାଲଟି ଯାଇଛନ୍ତି ।

ତେବେ ସେ ରାତିରେ ରାସ୍ତା ରେ ଆସୁଥିବା ସମୟରେ ଜଣେ ବୃଦ୍ଧ ଲୋକଙ୍କ ର ଦୁ-ର୍ଘ-ଟ-ଣା ଘଟି ଯାଇଥିଲା ଏବଂ ସେହି ସ୍ଥାନରେ ସେଠାକାର ଗାଁ ର ଲୋକମାନେ ଏକାଠି ହୋଇ କେବଳ ଦୃଶ୍ୟ ଦେଖିଥିଲେ କିନ୍ତୁ କେହି ବି ସାହାଯ୍ୟ କରିବାକୁ ଆସି ନଥିଲେ । ତେବେ ସେହି ସମୟରେ ସାଂସଦ ଅନୁଭବ ମହାନ୍ତି ନିଜ ଗାଡି ରୁ ଓଲ୍ହାଇ ଆସି ସେହି ବୃଦ୍ଧ ଲୋକ ଙ୍କୁ ଉଠାଇ ନିଜ ଗାଡି ରେ ବସାଇ ଚିକିତ୍ସା କରିବା ପାଇଁ ହସ୍ପିଟାଲ କୁ ନେଇ ଯାଇଥିଲେ ।

ତେବେ ଏହି ଘଟଣା ପରେ କିଛି ଲୋକ ଏହାକୁ ମିଛ ଏବଂ ନିର୍ବାଚନ ଯୋଗୁଁ ଏଭଳି କରାଯାଉଛି ବୋଲି କହୁଥିବା ସମୟରେ କେହି କେହି ଅନୁଭବ ଙ୍କ ଏହି କାର୍ଯ୍ୟ କୁ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ଆପଣ ଙ୍କ ମତ କଣ ଏହି ବିଷୟରେ ନିଶ୍ଚିତ ଜଣାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *