ଲୋକପ୍ରିୟ ଓଡିଆ ସିଙ୍ଗର Tapu Mishra ଙ୍କ ଏହି ଗୀତ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ବନ୍ଧୁଗଣ ଆମ ଓଲିଉଡ ଇଣ୍ଡଷ୍ଟ୍ରିରେ ଗୀତ ଗଉଥିବା ସମସ୍ତ ସିଙ୍ଗର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ଏହି ସିଙ୍ଗର ମାନେ ସାଧାରଣତଃ ସୋ-ସି-ଆ-ଲ ମି-ଡି-ଆ-ରେ ନିଜ ସୁନ୍ଦର ଗୀତ ଗୁଡିକ ପାଇଁ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଓଡିଆ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମ ଓଡିଆ ଆଲବମ ଦୁନିଆରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ତପୁ ମିଶ୍ର । ବନ୍ଧୁଗଣ ତପୁ ଆଜି ଆମ ମାନଙ୍କ ମଧ୍ୟରେ ନାହାନ୍ତି ହେଲେ ତାଙ୍କର ସୁନ୍ଦର କଣ୍ଠ ଓ ସ୍ଵରକୁ ଆଜି ପର୍ଯ୍ୟନ୍ତ ଲୋକମାନେ ଭୁଲି ନାହାନ୍ତି । ତାଙ୍କ ଗୀତ ଗୁଡିକ ମାଧ୍ୟରେ ସେ ଆଜି ବି ଲୋକ ମାନଙ୍କ ହୃଦୟରେ ବଞ୍ଚିଛନ୍ତି । ଆପଣ ମାନେ ସମସ୍ତେ ତପୁ ଗାଇଥିବା ଅନେକ ସୁପର ହିଟ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ ।

ତପୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇ ସଫଳତା ହାସଲ କରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଗତ କିଛି ମାସ ତଳେ ତପୁ କରୋନା ମହାମାରୀରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଥିଲେ ହେଲେ ତାଙ୍କ ଅବସ୍ତା ଅଧିକ ଗୁରୁତ୍ଵର ହୋଇଯିବାରୁ ସେ ପ୍ରାଣ ହରାଇଥିଲେ । ତପୁଙ୍କ ଦେ-ହା-ନ୍ତ ପରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ସମୟ ପାଇଁ ଶୋକର ଛାୟା ଖେଳିଯାଇଥିଲା ।

ତପୁ ଥିଲେ ଏକ ସିନିୟର ସିଙ୍ଗର ତେଣୁ ତାଙ୍କୁ ସମସ୍ତ ଲୋକ ବହୁତ ପସନ୍ଦ କରିବା ସହ ତାଙ୍କର ସମ୍ମାନ ମଧ୍ୟ କରୁଥିଲେ । ବନ୍ଧୁଗଣ ଆଜି ତପୁ ଆମ ମାନଙ୍କ ମଧ୍ୟରେ ନାହାନ୍ତି ହେଲେ ତାଙ୍କର ଗୋଟେ ଗୀତ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି ଯାହାକୁ ସେ ମୃତ୍ୟୁର କିଛି ମାସ ପୂର୍ବରୁ ଗାଇଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ତପୁଙ୍କ ସେହି ଗୀତ ବିଷୟରେ କହିବାକୁ ଯାଉଛୁ ।

ଆଜିକାଲି ସୋ-ସି-ଆ-ଲ ମି-ଡି-ଆ-ରେ ତପୁଙ୍କର ଏକ ଗୀତ ବହୁତ ଚର୍ଚାରେ ଅଛି ତାହା ହେଉଛି ‘କେବେ ଲାଜର ଗହଣା’ । ଏହି ଗୀତଟିକୁ ତପୁ ଏହି ବର୍ଷ ଜୁନ ମାସରେ ଷ୍ଟୂଡିଓରେ ଗାଇ ଥିଲେ । ତାଙ୍କର ଷ୍ଟୂଡିଓ ଭିଡିଓଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି ଯାହାକୁ ଲୋକ ମାନେ ବହୁତ ପସନ୍ଦ କରୁଛନ୍ତି । ତପୁଙ୍କର ସମସ୍ତ ଗୀତ ମଧ୍ୟରୁ ଏହି ଗୀତଟି ମଧ୍ୟ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ତପୁଙ୍କର ଏହି ଗୀତଟି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *