ଏମାନେ ହେଲେ Tarang Tv ହିରୋଇନ ମାନଙ୍କ ସୁନ୍ଦରୀ ଭଉଣୀ, 5 ନଂ ହିରୋଇନଙ୍କ ଭଉଣୀ ଲାଗନ୍ତି ବହୁତ ସୁନ୍ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ରିଅଲ ଲାଇଫ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁମନ ପଟ୍ଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁମନ ପଟ୍ଟନାୟକ । ଆପଣ ମାନେ ସମସ୍ତେ ସୁମନଙ୍କୁ ‘ତାରିଣୀ ଆଖିର ତାରା’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସୁମନ ତାରିଣୀ ଭୂମିକାରେ ନଜର ଆସୁଛନ୍ତି । ତେବେ ଏ ହେଉଛନ୍ତି ତାରିଣୀଙ୍କ ଭଉଣୀ ଯାହାଙ୍କର ନାମ ହେଉଛି ଶେଜଲ ।

ପ୍ରିୟଙ୍କା ରଥ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ରଥ । ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କୁ ‘କୁଆଁରୀ ବୋହୁ’ ସିରିଏଲରେ ଶ୍ରଦ୍ଧା ଭୂମିକାରେ ନିଶ୍ଚୟ ଦେଖିଥିବେ । ପ୍ରିୟଙ୍କା ଏହି ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ବନ୍ଧୁଗଣ ଏ ହେଉଛନ୍ତି ପ୍ରିୟଙ୍କାଙ୍କ ଭଉଣୀ ଯାହାଙ୍କୁ ଆପଣ ମାନେ ଏହି ଫଟୋରେ ଦେଖି ପାରୁଥିବେ ।

ସିମ୍ରନ ପଟ୍ଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସିମ୍ରନ ପଟ୍ଟନାୟକ । ସିମ୍ରନଙ୍କୁ ଆପଣ ମାନେ ‘ପ୍ରେମର କୁହୁକ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସିମ୍ରନ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି । ତେବେ ଏ ହେଉଛନ୍ତି ସିମ୍ରନଙ୍କ ଭଉଣୀ ଯାହାଙ୍କର ନାମ ହେଉଛି ଶୀତଲ ପଟ୍ଟନାୟକ । ଶୀତଲ ବି ଜଣେ ଅଭିନେତ୍ରୀ ଅଟନ୍ତି ।

ନିଲାଖି ପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନିଲାଖି ପାତ୍ର । ତେବେ ଆପଣ ମାନେ ସମସ୍ତେ ନିଲାଖିଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ନିଲାଖି ନିଜ ସୁନ୍ଦରତା ଓ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ଏ ହେଉଛନ୍ତି ନିଲାଖିଙ୍କ ଭଉଣୀ ସିପ୍ରା ।

ମିତାଲି ସାର୍ଘାରିଆ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ମିତାଲି ସାର୍ଘାରିଆ । ଆପଣ ମାନେ ସମସ୍ତେ ମିତାଳିଙ୍କୁ ଓଡିଆ ଲୋକପ୍ରିୟ ସିରିଏଲ ‘ନୂଆବୋହୂ’ରେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏ ହେଉଛନ୍ତି ମିତାଲିଙ୍କ ଭଉଣୀ ଯିଏ ଦେଖିବା ପାଇଁ ବହୁତ ସୁନ୍ଦର ।

ଲାଭରିନ ଖାନମ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଲାଭରିନ ଖାନମ ଯିଏ ‘ଝିଅ ଆମର ନୂଆବୋହୂ’ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଏ ହେଉଛନ୍ତି ଲାଭରିନଙ୍କ ସାନ ଭଉଣୀ ଯାହାଙ୍କର ନାମ ହେଉଛି ମନୀଷା ଖାନମ ।

Leave a Reply

Your email address will not be published. Required fields are marked *