ଏମାନେ ହେଉଛନ୍ତି TV ସିରିଏଲ ‘ତାରକ ମେହତା’ ରୁ ଫେମସ ହୋଇଥିବା Actress ମାନଙ୍କ ରିଅଲ ଲାଇଫ ପାର୍ଟନର, 3 ନଂ Actress ଙ୍କ ସ୍ଵାମୀ ତ ସବୁଠୁ ଅଧିକ ହ୍ୟାଣ୍ଡସମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ସୋସିଆଲ ମିଡିଆରେ ନିଜର ପର୍ଶନାଲ ଲାଇଫକୁ ନେଇ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଘରେ ଘରେ ପରିଚିତ ଅଛନ୍ତି । ଏହି ଅଭିନେତ୍ରୀ ମାନେ ହେଉଛନ୍ତି ‘ତାରକ ମେହେତା’ ସିରିଏଲରେ ଅଭିନୟ କରୁଥିବା ଅଭିନେତ୍ରୀମାନେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ଏହି ସିରିଏଲ ଓ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ ।

ଏହି ଅଭିନେତ୍ରୀ ମାନେ ନିଜର ସୁନ୍ଦର ଭୂମିକା ପଦର୍ଶନ କରି ଆଜି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କର ରିଅଲ ଲାଇଫ ପାର୍ଟନରଙ୍କୁ ଦେଖିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କର ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ଦିଶା ଭକାନି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଦିଶା ଭକାନି । ଦିଶା ଏହି ସିରିଏଲରେ ଦୟା ଭାବିର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଦିଶା ୨୦୧୪ ମସିହାରେ ମୟୂର ପାଡିଆଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ଏହି ଦୁଇଜଣ ମୁମ୍ବାଇରେ ବହୁତ ଖୁସିରେ ନିଜର ଜୀବନକୁ ଅତିବାହିତ କରୁଛନ୍ତି ।


ସୋନାଲିକା ଜୋଶୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୋନାଲିକା ଜୋଶୀ । ସୋନାଲିକା ଏହି ସିରିଏଲରେ ମାଧବୀ ଭାବିର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ମାଧବୀଙ୍କ ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ସମୀର ଜୋଶୀ । ଏହି ଦୁଇଜଣଙ୍କର ଦୁଇଟି ଛୋଟ ଛୋଟ ଝିଅ ମଧ୍ୟ ଅଛନ୍ତି ।

ଜେନିଫର ମିସ୍ତ୍ରୀ ବଂଶିବାଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଜେନିଫର ମିସ୍ତ୍ରୀ ବଂଶିବାଲ । ଜେନିଫର ଏହି ସିରିଏଲରେ କୌଢିର ଭୂମିକା ପଦର୍ଶନ କରିଛନ୍ତି । ଜେନିଫରଙ୍କ ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ମୟୂର ବଂଶିବାଲ । ଏହି ଦୁଇଜଣଙ୍କର ଗୋଟେ ଝିଅ ମଧ୍ୟ ଅଛି ।


ମୁନମୁନ ଦତ୍ତ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ମୁନମୁନ ଦତ୍ତ । ଏହି ସିରିଏଲରେ ସେ ଗୌରି ମ୍ୟାମର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ମୁନମୁନଙ୍କର ଅଭିନେତା ଅରମାନ କୋହିଲିଙ୍କ ସହ ଲଭ ଅଫେୟାର ରହିଥିଲା । ହେଲେ ଅରମାନଙ୍କର ଦୁର୍ବ୍ୟବହାର ଯୋଗୁ ମୁନମୁନ ତାଙ୍କୁ ଛାଡି ଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମୁନମୁନ ବିବାହ କରିନାହାନ୍ତି ।


ଅମ୍ବିକା ରଞ୍ଜନକର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅମ୍ବିକା ରଞ୍ଜନକର । ବନ୍ଧୁଗଣ ଏହି ସିରିଏଲରେ ସେ କୋମଲ ଭାବିର ଭୂମିକା ପଦର୍ଶନ କରି ଘରେ ଘରେ ପରିଚିତ ଅଛନ୍ତି । ଅମ୍ବିଇକା ଫେମସ ଡାଇରେକ୍ଟର ଓ ଆକ୍ଟର ଅରୁନ ରଞ୍ଜନକରଙ୍କ ସହ ବିବାହ କରିଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *