TV ସୋ “ୟେ ରିସ୍ତା କ୍ୟା କେହେଲାତା ହୈ’ ର ଛୋଟ ନାୟରା ଆଜି ୧୧ ବର୍ଷ ପରେ ଦେଖା ଯାଉଛନ୍ତି ପୁରା ପରି ଭଳି ସୁନ୍ଦର ଆଉ ଷ୍ଟାଇଲିସ, ଆଖି ଲାଖିଯିବ ଥରେ ଦେଖିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଷ୍ଟାରପ୍ଲସ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ ‘ୟେ ରିସତା କ୍ଯା କେହେଲାତା ହେ’ଟିକୁ ନିଶ୍ଚୟ ଦେଖିଥିବେ ।

ଏହି ସିରିଏଲଟି ବହୁତ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ଆଜି ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଏହି ସିରିଏଲରେ ଏକ ଶିଶୁ କଳାକାରର ଭୂମିକା ନଜର ଆସିଥିଲା ।

ସେହି ଭୂମିକା ଥିଲା ନାୟରାର । ଦର୍ଶକ ମାନେ ନାୟରାର ଅଭିନୟକୁ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ଏହି ଶିଶୁ କଳାକାର ଜଣକ ଆଜିକୁ ବହୁତ ବଡ ହୋଇସାରିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଶିଶୁ କଳାକାର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ସିରିଏଲରେ ନାୟରାର ଭୂମିକା ପଦର୍ଶନ କରିଥିବା ଶିଶୁ କଳାକାରର ନାମ ହେଉଛି ଅଶନୁର କୌର । ଅଶନୁରଙ୍କ ଜନ୍ମ ୩ ମେ ୨୦୦୪ରେ ହୋଇଥିଲା । ଅଶନୁର ନିଜ ଅଭିନୟ କାରିୟରର ଆରମ୍ଭ ‘ଝାନ୍ସି କି ରାନୀ’ ସିରିଏଲରୁ କରିଥିଲେ । ବନ୍ଧୁଗଣ ବହୁତ କମ ବର୍ଷ ବୟସରେ ନାୟରା ଏହି ଟେଲିଭିଜନ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ସିରିଏଲ ‘ୟେ ରିସତା କ୍ଯା କେହେଲାତା ହେ’ରେ ସେ ନାୟରାର ଅଭିନୟ କରି ଘରେ ଘରେ ପରିଚିତ ହୋଇଛନ୍ତି । ହେଲେ ବନ୍ଧୁଗଣ ଏହି ଶିଶୁ କଳାକାର ଜଣକ ବର୍ତ୍ତମାନ ବଡ ହୋଇସାରିଛନ୍ତି । ସେ ବର୍ତ୍ତମାନ ୧୬ ବର୍ଷ ବୟସର ହୋଇସାରିଛନ୍ତି । ଏକ ରିପୋର୍ଟ ମୁତାବକ ଜଣା ପଡିଛି କେବଳ ୧୬ ବର୍ଷ ବୟସରେ ସେ ୧୫ କୋଟି ଟଙ୍କାର ମାଲିକ ଅଛନ୍ତି ।

ସୋସିଆଲ ମିଡିଆରେ ତାଙ୍କର ବହୁତ ଅଧିକ ଫ୍ୟାନ୍ସ ଫାଲୋଇଙ୍ଗ ଅଛି । ଅଶନୁର ବର୍ତ୍ତମାନ ବହୁତ ଅଧିକ ସୁନ୍ଦର ଓ ସେକସି ନଜର ଆସୁଛନ୍ତି । ତାଙ୍କୁ ଦେଖିଲେ ଆପଣ ତାଙ୍କର ବୟସର ତୁଳନା କରିପାରିବେ ନାହିଁ । ଅଶନୁର ସୋସିଆଲ ମିଡିଆରେ ନିଜ ସୁନ୍ଦରତା ପାଇଁ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବର୍ତ୍ତମାନ ସେ ନିଜ ପାଠ ପଢାକୁ ଜାରି ରଖିଛନ୍ତି ଓ ବହୁତ ଶୀଘ୍ର ସେ ଏହି ଇଣ୍ଡଷ୍ଟ୍ରିରେ ଫେରିବେ ବୋଲି ଖବର ମିଳିଛି ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ଅଶନୁର କେମିତି ଲାଗନ୍ତି ଆମକୁ କମେନ୍ଟ କରିବେ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *