TV ସିରିଏଲ “ତାରକ ମେହତା କା ଉଲଟା ଚଷମା” ରେ ବୁଢା ନଜର ଆସୁଥିବା ବାବୁଜୀ ରିଅଲ ଲାଇଫ ରେ ଦେଖା ଯାଆନ୍ତି ବହୁତ ହ୍ୟାଣ୍ଡସମ ଆଉ ଯବାନ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ବହୁତ ଲୋକପ୍ରିୟତା ହାସଲ କରିଥାଏ । କାରଣ ଏହି ସିରିଏଲ ଗୁଡିକରେ ଅଭିନୟ କରୁଥିବା କଳାକାର ମାନେ ନିଜ ଅଭିନୟ ଦ୍ଵାରା ସିରିଏଲକୁ ପ୍ରସିଦ୍ଧ କରାଇଥାନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ତାରକ ମେହେତା କା ଉଲ୍ଟା ଚଷମା’ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ୧୨ ବର୍ଷ ହେବ ଲୋକପ୍ରିୟ ହୋଇ ରହିଛି । ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ଘରେ ଘରେ ପରିଚିତ ଅଛନ୍ତି ।

ବନ୍ଧୁଗଣ ଏହି ସିରିଏଲରେ ଏକ ଭୂମିକା ଚମ୍ପକ ଚାଚା ବା ବାପୁଜୀ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଭୂମିକାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି କଳାକାରଙ୍କ ଜୀବନ ଓ ଅଭିନୟ କାରିୟର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି କଳାକାରଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଏହି ସିରିଏଲରେ ଚମ୍ପକ ଚାଚାର ଭୂମିକା ପଦର୍ଶନ କରିଥିବା ଅଭିନେତାଙ୍କ ନାମ ହେଉଛି ଅମିତ ଭଟ୍ଟ । ଅମିତ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କର ଖୁବ ମନୋରଞ୍ଜନ କରୁଛନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଅମିତ ଏହି ସୋରେ କାମ କରିବା ପାଇଁ କୌଣସି ଅଡିସନ ଦେଇନଥିଲେ ।

କାରଣ ଏହି ସୋର ନିର୍ମାତା ଆସିଦ ମୋଦୀଙ୍କୁ ସିରିଏଲର ମୁଖ୍ୟ ଅଭିନେତା ଦିଲୀପ ଜୋଶୀ ଅଭିନେତା ଅମିତ ଭଟ୍ଟଙ୍କ ବିଷୟରେ କହିଥିଲେ । ଯାହାଫଳରେ ଆସିଦ ମୋଦୀ ଓ ଅମିତ ଭଟ୍ଟ ଏକ ହୋଟେଲରେ ସାକ୍ଷାତ କରିଥିଲେ । ସେହି ସାକ୍ଷାତ ପରଠାରୁ ଆସିଦ ନିଷ୍ପତ୍ତି ନେଇଥିଲେ ଯେ, ଅମିତ ଏହି ସିରିଏଲରେ ଚମ୍ପକ ଚାଚାର ଭୂମିକା ପଦର୍ଶନ କରିବେ । ଏହି ସିରିଏଲରେ ସେ ଏକ ବୃଦ୍ଧ ମଣିଷର ଭୂମିକା ପଦର୍ଶନ କରୁଛନ୍ତି ।

ହେଲେ ବନ୍ଧୁଗଣ ଯେତିକି ବୃଦ୍ଧ ସେ ନଜର ଆସୁଛନ୍ତି ସେ ସେତିକି ବୃଦ୍ଧ ନିଜ ଅସଲ ଜୀବନରେ ନୁହନ୍ତି । କାରଣ ଅମିତ ଭଟ୍ଟଙ୍କୁ ଯେତେବେଳେ ଏହି ସୋର ଅଫର ମିଳିଥିଲା ସେତେବେଳେ ସେ କେବଳ ୩୬ ବର୍ଷ ବୟସର ଥିଲେ । ବର୍ତ୍ତମାନ ଏହି ସୋକୁ ୧୨ ବର୍ଷ ହୋଇସାରିଛି । ଅମିତ ଭଟ୍ଟ ଉତରାଖଣ୍ଡରେ ରହୁଛନ୍ତି । ଅମିତ ରିଅଲ ଲାଇଫରେ ବହୁତ ଯବାନ ଓ ହ୍ୟାଣ୍ଡସମ ନଜର ଆସନ୍ତି । ଆପଣ ତାଙ୍କ ରିଅଲ ଲାଇଫ ଫଟୋକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଏହି ସୋରେ ସେ ଚମ୍ପକ ଚାଚାର ଭୂମିକା ବହୁତ ସୁନ୍ଦର ଭାବରେ ପଦର୍ଶନ କରି ଘରେ ଘରେ ପରିଚିତ ଅଛନ୍ତି ଓ ଏହା ସହିତ ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଯଦି ବନ୍ଧୁଗଣ ଆପଣ ମାନଙ୍କୁ ଚମ୍ପକ ଚାଚାଙ୍କ ଅଭିନୟ ପସନ୍ଦ ଆସିଥାଏ, ତେବେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *