Yuzvendra Chahal ଙ୍କୁ ବିବାହରେ ଷ୍ଟାର ମାନଙ୍କ ତରଫରୁ ମିଳିଲା ଏହି ସବୁ ଦାମୀ ଗିଫ୍ଟ , Virat Kohli ଦେଲେ ସବୁଠୁ ଦାମୀ ଗିଫ୍ଟ, ଯାହାର ଦାମ ଶୁଣିଲେ ଆପଣ ଚମକି ପଡିବେ

ବନ୍ଧୁଗଣ ଆମ ବଲିଉଡ କଳାକାରଙ୍କ ପରି ଭାରତୀୟ କ୍ରିକେଟ ଟିମର ଖେଳାଳି ମାନେ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି କିଛି ଦିନ ହେବ ଭାରତୀୟ କ୍ରିକେଟ ଟିମର ଦିଗଜ ବୋଲର ୟୁଜବେନ୍ଦର ଚହଲ ନିଜର ଲଙ୍ଗ ଟାଇମ ଗାର୍ଲଫ୍ରେଣ୍ଡଙ୍କ ସହ ବିବାହ କରିଛନ୍ତି । ଯାହାଫଳରେ ସୋସିଆଲ ମିଡିଆରେ ସେ ବହୁତ ଚର୍ଚାରେ ରହୁଛନ୍ତି । ଚହଲ ପ୍ରଥମେ ନିଜ ଗାର୍ଲଫ୍ରେଣ୍ଡ ଧନୁଶ୍ରୀଙ୍କ ସହ ନିର୍ବନ୍ଧ କରି ବହୁତ ଚର୍ଚାରେ ଥିଲେ ହେଲେ ବର୍ତ୍ତମାନ ଏହି ଦୁଇଜଣ ପରସ୍ପର ସହ ବିବାହ କରିସାରିଛନ୍ତି । ଏମାନଙ୍କୁ ନିଜ ବିବାହ ପାଇଁ କେତେକ ବଡ ବଡ ଖେଳାଳି ଓ ବଲିଉଡ କଳାକାର ମାନେ ସୁବେଛା ଜଣାଇଛନ୍ତି ।

କେବଳ ଏତିକି ନୁହେଁ ଏମାନଙ୍କ ବିବାହ ପାଇଁ ମଧ୍ୟ କ୍ରିକେଟର ଓ କଳାକାର ମାନେ କେତେକ ଗିଫ୍ଟ ମଧ୍ୟ ଦେଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସମସ୍ତ ଗିଫ୍ଟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଗିଫ୍ଟ ଗୁଡିକ ବିଷୟରେ ।


ବିରାଟ କୋହିଲି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବାରତୀୟ କ୍ରିକେଟ ଟିମର କ୍ଯାପଟେନ ବିରାଟ କୋହିଲି । କ୍ଯାପଟେନ ବିରାଟ ବିବାହ ପାଇଁ ଚହଲଙ୍କୁ ଅନେକ ଶୁଭେଶ୍ଚା ଜଣାଇବା ସହିତ ଏକ ଲ୍ୟାମ୍ବୋରଗିନି ଆଭେଣ୍ଟାଡୋର କାର ଦେଇଛନ୍ତି । ବନ୍ଧୁଗଣ ଏହି କାରର ଦାମ ହେଉଛି ୬ କୋଟି ଟଙ୍କା ।


ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଓ ବିରାଟ କୋହିଲିଙ୍କ ପତ୍ନୀ ଅନୁସ୍କା ଶର୍ମା । ଅନୁସ୍କା ଚହଲ ଓ ତାଙ୍କ ପତ୍ନୀଙ୍କୁ ବହୁତ ସାରା ସୁବେଛା ଜଣାଇଥିଲେ ଓ ଏହା ସହିତ ଧନୁଶ୍ରୀଙ୍କୁ ସେ ଏକ ଡାଇମଣ୍ଡ ନେକେଲେସ ଦେଇଛନ୍ତି । ଯାହାର ଦାମ ହେଉଛି ୪୦ ଲକ୍ଷ ଟଙ୍କା ।

ଜସପ୍ରିତ ବୁମରାହ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ଜସପ୍ରିତ ବୁମରାହ । ଜସପ୍ରିତ ଚହଲଙ୍କୁ ଅନେକ ଶୁଭେଶ୍ଚା ଜଣାଇବା ସହିତ ତାଙ୍କୁ ଏକ ରୋଲେକ୍ସ ୱାଚ ଗିଫ୍ଟ କରିଥିଲେ । ଯାହାର ଦାମ ହେଉଛି ୫ ଲକ୍ଷ ଟଙ୍କା ।


ରୋହିତ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଦିଗଜ ଅଲରାଉଣ୍ଡର ରୋହିତ ଶର୍ମା । ରୋହିତ ଚହଲଙ୍କୁ ବିବାହ ପାଇଁ ଅନେକ ସୁବେଛା ଜଣାଇଥିଲେ ଓ ଏକ ପ୍ଲାଟିନମ ବ୍ରେସଲେଟ ଗିଫ୍ଟ କରିଥିଲେ । ଏହି ବ୍ରେସଲେଟର ଦାମ ହେଉଛି ୪ ଲକ୍ଷ ଟଙ୍କା ।

ନିତା ଅମବାନୀ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଭାରତର ବଡ ବିଜନେସ ଓମ୍ୟାନ ନିତା ଅମବାନୀ । ନିତା ଅମବାନୀଙ୍କୁ କ୍ରିକେଟ ବହୁତ ପସନ୍ଦ ଆସେ । ସେଥିପାଇଁ ସେ ବହୁତ ଥର ଭାରତୀୟ କ୍ରିକେଟ ଟିମର ଖେଳାଳିଙ୍କ ସହ ନଜର ମଧ୍ୟ ଆସିଛନ୍ତି । ନିତା ଧନୁଶ୍ରୀଙ୍କୁ ଏକ ଗୋଲ୍ଡ ସେଟ ନେକଲେସ ଗିଫ୍ଟ କରିଥିଲେ । ଯାହାର ଦାମ ହେଉଛି ୫୦ ଲକ୍ଷ ଟଙ୍କା ।


କ୍ରିସ ଗେଲ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି କ୍ରିସ ଗେଲ । କ୍ରିସ ହେଉଛନ୍ତି ୱେଷ୍ଟଇଣ୍ଡିଜ ଟିମର ଦିଗଜ ବ୍ୟାଟ୍ସମ୍ୟାନ  । ହେଲେ ସେ ସମସ୍ତ ଭାରତୀୟ ଖେଳାଳିଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି । ସେ ଚହଲଙ୍କୁ ଏକ Iphone 11 Max pro ଗିଫ୍ଟ କରିଥିଲେ । ଏହି ଫୋନର ଦାମ ହେଉଛି 1 ଲକ୍ଷ ଟଙ୍କା ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *