ଟଙ୍କା ପାଇଁ ବୋଲ୍ଡନେସ ର ସବୁ ସୀମା ଟପିଗଲେ TV ର ଏହି 5 ଜଣ ସଂସ୍କାରୀ ବୋହୁ, ନମ୍ବର 2 ଙ୍କ ବିଷୟରେ ଜାଣିଲେ ତ ବିଶ୍ଵାସ ବି ହେବ ନାହିଁ

ବନ୍ଧୁଗଣ ଆପଣମାନେ ସମସ୍ତେ ହିନ୍ଦୀ ଟେଲିଭିଜନର ବିଭିନ୍ନ ସିରିଏଲ ଦେଖିଥିବେ । ଏହି ସବୁ ସିରିଏଲରେ ବହୁତ ସାଧାରଣ ବୋହୁ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସାଧାରଣ ଦେଖା ଯାଉଥିବା ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ୱେବ ସିରିଜରେ ବୋଲ୍ଟନେସର ସବୁ ସୀମା ପାରା କରି ଦେଇଛନ୍ତି । ତାଙ୍କର ଏହି ୱେବ ସିରିଜକୁ ଦେଖି ତାଙ୍କ ଫ୍ୟାନ୍ସ ମାନଙ୍କ ହୋସ ଉଡି ଯାଇଥିଲା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ନିୟା ଶର୍ମା

ଟେଲିଭିଜନ ଦୁଇନାରେ ପ୍ରଥମେ ଅଭିନେତ୍ରୀ ନିୟା ଶର୍ମା ନିଜର ଡେବ୍ୟୁ ବହୁତ ସାଧାରଣ ଝିଅ ରୂପେ କରିଥିଲେ । ହେଲେ ଏହି ସିରିଏଲ ପରେ ସେ ୱେବ ସିରିଜରେ ଏତେ ମାତ୍ରାରେ ବୋଲ୍ଟସିନ ଦେଇଥିଲେ ଯାହା ଫଳରେ ସେ ଲାଇମ ଲାଇଟକୁ ଆସିଗଲେ । ‘ଟ୍ଵିଷ୍ଟେଡ’ ୱେବ ସିରିଜରେ ନିୟା ବୋଲ୍ଟନେସର ସବୁ ସୀମାକୁ ପାର କରି ଦେଇଥିଲେ । ଏହି ବୋଲ୍ଟସିନକୁ ଦେଖି ନିୟାଙ୍କ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଶ୍ଵେତା ତିଵାରୀ

ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶ୍ଵେତା ତିଵାରୀ । ଗତ ବର୍ଷରେ ଶ୍ଵେତା ଏକ ୱେବ ସିରିଜରେ କାମ କରିଥିଲେ, ସେହି ୱେବ ସିରିଜର ନାମ ହେଉଛି ‘ହମ ତୁମ ଅର ଦେମ’ । ଏହି ସିରିଜରେ ତାଙ୍କର ବୋଲ୍ଟ ଅବତାରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ସିରିଏଲ ‘କସୋଟୀ ଜିନ୍ଦେଗି କି’ରେ ସେ ବହୁତ ସାଧାରଣ ଭୂମିକାରେ ନଜର ଆସିଥିଲେ ।

ସମା ସିକେନ୍ଦର

 

ଟେଲିଭିଜନ ଦୁନିଆର ଡେବ୍ୟୁରେ ସମା ଏକ ସାଧାରଣ ଭୋଳା ଝିଅର ଭୂମିକାରେ ନଜର ଆସିଥିଲେ । ହେଲେ ବହୁତ ସମୟ ପର୍ଯ୍ୟନ୍ତ ସେ ଟେଲିଭିଜନ ଠାରୁ ଦୂରରେ ରହିବା ପରେ ଲାଇମ ଲାଇଟ ପାଇଁ ସେ ବିଭିନ୍ନ ୱେବ ସିରିଜରେ କାମ କରିଥିଲେ । ୱେବ ସିରିଜ ‘ମାୟା’ରେ ସେ ବହୁତ ଇଣ୍ଟିମେଣ୍ଟ ସିନ କରିଥିବାର ନଜର ଆସିଥିଲେ । ତାଙ୍କର ଏହି ଅବତାରକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଥିଲେ । ବହୁତ ସମୟ ପର୍ଯ୍ୟନ୍ତ ସେ ଚର୍ଚାରେ ମଧ୍ୟ ରହିଥିଲେ ।

ସୁରଭି ଜ୍ୟୋତି


ସୁରଭି ନିଜ ସିରିଜ ‘ତନହାଇଆଁ’ରେ ନିଜ କୋଆକ୍ଟ୍ରେସ ବରୁନଙ୍କ ସହ ବେଡ ସିନରେ ନଜର ଆସିଥିଲେ । ଏହି ବେଡ ସିନ କରିବା ସମୟରେ ସୁରଭି ନିଜ ଉପରେ ନିୟନ୍ତ୍ରଣ ରଖିନଥିଲେ । ଏହି ସିରିଜ ପାଇଁ ସେ ଲାଇମ ଲାଇଟରେ ଆସି ଯାଇଥିଲେ ।

ସଞ୍ଜିତା ସେଖ

ବନ୍ଧୁଗଣ ସଞ୍ଜିତା ସେଖ ନଜର ଆସିଥିଲେ ୱେବ ସିରିଜ ‘ଏକ ହସିନା ଥି’ରେ । ଏହି ୱେବ ସିରିଜର ଶୁଟିଙ୍ଗ ସମୟରେ ବହୁତ ଇଣ୍ଟିମେଣ୍ଟ ସିନର ଶୁଟିଙ୍ଗ କରଯାଇଥିଲା । ଏହି ସିନକୁ ଶୁଟିଙ୍ଗ କରିବା ସମୟରେ ସଞ୍ଜିତାଙ୍କ ଡ୍ରେସ ଖସିଯାଇଥିଲା ହେଲେ ସେ ଜାଣିପାରି ନଥିଲେ । ଏହି ସିରିଜ ପରଠାରୁ ସେ ଲାଇମ ଲାଇଟରେ ନଜର ଆସିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *