Interesting Gk Questions-କେଉଁ ଦେଶରେ ଗୋଟିଏ ବି ଝିଅ ନାହାଁନ୍ତି ? 99 % ଲୋକଙ୍କୁ ଜଣା ନାହିଁ

ନମସ୍କାର ସାଙ୍ଗମାନେ । ଆଜି ଆମେ ୫ଟି ମଜାଦାର ପ୍ରଶ୍ନ ଓ ଉତ୍ତର ବିଷୟରରେ ଆଲୋଚନା କରିବା ଆଶାକରେ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣମାନଙ୍କୁ ଭଲ ଲାଗିବ । ଆପଣ ପ୍ରାୟ ଓଡିଆ ଢଗ ଢମାଳି ସାହିତ୍ୟ ବହିରୁ ପଢିଥିବେ। ଏ ସବୁ ଶୁଣିବାକୁ ବହୁତ୍ ଭଲ ଲାଗିଥାଏ । ଆପଣ ମାନେ ମଧ୍ୟ ଆପଣଙ୍କ ମାଆ ଙ୍କ ଠାରୁ ଏହି ସବୁ ଶୁଣି।ଆଜିକାଲି ବିଭିନ୍ନ ପରୀକ୍ଷା ରେ ଏହି ଭଳି ସାଧରଣ ପ୍ରଶ୍ନ ଆସିବା ସ୍ୱାଭାବିକ।

ଆପଣ ଦେଖିଥିବେ କିଛିଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେ ନାହିଁ । ସଫଳତା ପାଇବାପାଇଁ ବହୁତ୍ କଷ୍ଟ କରିବାକୁ ପଡ଼ିଥାଏ। ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜ ର ଜ୍ଞାନ ଭଣ୍ଡା ର କୁ ବୃଦ୍ଧି କରିବା । ତେବେ ଚାଲନ୍ତୁ ଦେଖିବା ।

ପ୍ରଶ୍ନ-୧

ପୁରା ବିଶ୍ବରେ ସବୁଠୁ ଅଧିକ କେଉଁ ସବ୍ଜେକ୍ଟ ପଢାଯାଏ ?

ଉତ୍ତର- ଗଣିତ (Math)

ପ୍ରଶ୍ନ-୨

ଇମେଲ ର ଜନ୍ମ ଦାତା କିଏ ଅଟେ ?

ଉତ୍ତର – Tomlinson

ପ୍ରଶ୍ନ-୩

ଉତ୍ତର ପ୍ରଦେଶର ସବୁଠୁ ବଡ ଜିଲ୍ଲା କଣ ଅଟେ

ଉତ୍ତର- ଲକ୍ଷ୍ମୀପୁର ଖିରୀ ଅଟେ

ପ୍ରଶ୍ନ-୪

ଏମିତି କେଉଁ ଟ୍ରେନ ଅଛି ଯିଏ ଭାରତର ୧୨ ଟି ରାଜ୍ୟ ଦେଇ ଯାଇଥାଏ ?

ଉତ୍ତର- Himsagar Express

ପ୍ରଶ୍ନ-୫

କେଉଁ ଜୀବ ର ୮ ଟି ଆଖି ଥାଏ ?

ଉତ୍ତର- Starfish ର

ପ୍ରଶ୍ନ-୬

ଇଙ୍ଗ୍ରେଜ ଭାରତକୁ ପ୍ରଥମ ଥର କେବେ ଆସିଥିଲେ ?

ଉତ୍ତର- ୨୦ ମେ ୧୪୯୮ ରେ

ପ୍ରଶ୍ନ-୭

ଭାରତରେ ସବୁଠୁ ଅଧିକ ବ୍ୟବହାର ହେଉଥିବା ମୋବାଇଲ ଆପ କଣ ଅଟେ ?

ଉତ୍ତର – ହ୍ଵାଟ୍ସଆପ

ପ୍ରଶ୍ନ-୮

ସେ କିଏ ଅଟେ ଯିଏ ଯେତେ ବି ବୁଢା ହେଇଗଲେ ତଥାପି ଲୋକ ତାକୁ ଯବାନ କୁହନ୍ତି ?

ଉତ୍ତର – ସୈନିକ

ପ୍ରଶ୍ନ-୯

ଭୋଜପୁରୀ କେଉଁ ଦେଶର ରାଷ୍ଟ୍ରୀୟ ଭାଷା ଅଟେ ?

ଉତ୍ତର- ମରିଶସ ଦେଶର

ପ୍ରଶ୍ନ-୧୦

ବୁଢାପାରେ ମଣିଷର ହାଡ କମଜୋର କାହିଁକି ହୋଇଯାଇଥାଏ ?

ଉତ୍ତର- କ୍ୟାଲସିୟମ ର ଅଭାବ କାରଣରୁ

ପ୍ରଶ୍ନ-୧୧

ଉଡାଜାହାଜ ବାୟୁମଣ୍ଡଳରେ କେଉଁ ସ୍ତରରେ ଉଡା ଯାଇଥାଏ ?

ଉତ୍ତର- ସମତାପ ମଣ୍ଡଳରେ

ପ୍ରଶ୍ନ-୧୨

ଭାରତର ରାଷ୍ଟ୍ରୀୟ ଜଳିୟ ଜୀବ କଣ ଅଟେ ?

ଉତ୍ତର- ଗଙ୍ଗା ଡ଼ଲଫିନ

ପ୍ରଶ୍ନ-୧୩

କେଉଁ ଦେଶରେ ଗୋଟିଏ ବି ଏୟାରପୋର୍ଟ ନାହିଁ ।

ଉତ୍ତର – Vatican City ରେ

ପ୍ରଶ୍ନ-୧୪

କେଉଁ ରଙ୍ଗ ଭୋକକୁ ବଢାଇଥାଏ

ଉତ୍ତର – ହଳଦିଆ ରଙ୍ଗ

ପ୍ରଶ୍ନ-୧୫

ଭାରତ ଦେଶର ଚତୁର୍ଥ ନାମ କଣ ଅଟେ ?

ଉତ୍ତର – ଆର୍ୟ୍ୟବର୍ତ

ପ୍ରଶ୍ନ-୧୬

ସୁନା ଚାନ୍ଦିକୁ ଅଧିକ ଶୁଦ୍ଧ କରିବା ପାଇଁ କଣ ପ୍ରୟୋଗ କରା ଯାଇଥାଏ ?

ଉତ୍ତର- ନାଇଟ୍ରିକ ଏସିଡ

ପ୍ରଶ୍ନ-୧୭

କେଉଁ ଦେଶରେ ଭାରତର ଏକ ଟଙ୍କାର ମୂଲ୍ୟ ୧୩୫ ଟଙ୍କା ଅଟେ ?

ଉତ୍ତର- ବିୟତନାମ ଦେଶରେ

ପ୍ରଶ୍ନ-୧୮

କେଉଁ ଦେଶରେ ସାପ ମିଳି ନଥାଏ ?

ଉତ୍ତର- ଆୟରଲ୍ୟାଣ୍ଡ ରେ

ପ୍ରଶ୍ନ-୧୯

ଭାରତରେ ହାରାହାରି କେତେ ଲୋକ ରୁହନ୍ତି ?

ଉତ୍ତର- ହାରାହାରି ୧୩୪ କୋଟି ଲୋକ

ପ୍ରଶ୍ନ-୨୦

କେଉଁ ଦେଶରେ ଗୋଟିଏ ବି ମହିଳା ନାହାଁନ୍ତି ?

ଉତ୍ତର- ବେଟିକନ ସିଟି ରେ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *