ଟଙ୍କା ପାଇଁ କେତେ ତଳକୁ ଖସି ଯାଉଛନ୍ତି Bollywood ର ଏହି 5 Actress, ଦେଇ ସାରିଛନ୍ତି ସବୁଠୁ ଅଧିକ ବୋଲ୍ଡ ସୀନ, ନମ୍ବର 3 ପାଇଁ ପୁରା ଇଣ୍ଡିଆ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ ଅଭିନେତ୍ରୀ ମାନେ ନିଜ ଭୂମିକାକୁ ସୁନ୍ଦର ଓ ସଠିକ କରିବା ପାଇଁ ବହୁତ କଷ୍ଟ ।

ବଲିଉଡର କିଛି ଏପରି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଖରାପ ଝିଅର ଭୂମିକା ବହୁତ ଭଲ ଭାବରେ ପଦର୍ଶନ କରିଛନ୍ତି । ଖରାପ ଝିଅର ଭୂମିକା ପାଇଁ ସେମାନେ ଅଧିକ ଚର୍ଚାରେ ରହିବା ସହ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ବଢି ଯାଇଛି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସବୁ ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ଖରାପ ଝିଅର ଭୂମିକା ପଦର୍ଶନ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସୁସ୍ମିତା ସେନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ସୁସ୍ମିତା ସେନ । ଆପଣ ମାନେ ସମସ୍ତେ ସୁସ୍ମିତାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସେ ତାଙ୍କ ଅଭିନୟ ଓ ସୁନ୍ଦରତା ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତି । ଲୋକମାନନଙ୍କୁ ତାଙ୍କ ଅଭିନୟ ବହୁତ ଅଧିକ ପସନ୍ଦ ମଧ୍ୟ ଆସେ । ସୁସ୍ମିତା ନିଜ ଫିଲ୍ମ ‘ଚିଙ୍ଗାରି’ରେ ଏକ ଖରାପ ଝିଅର ଭୂମିକାରେ ନଜର ଆସିଥିଲେ । ଏହି ଭୂମିକା ପାଇଁ ସେ କେତେକ ଆୱାର୍ଡ ମଧ୍ୟ ପାଇଥିଲେ ।

କରିନା କପୁର ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ କରିନା କପୁର ଖାନ । କରିନା ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ସେ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । କରିନା ୨୦୦୪ରେ ଆସିଥିବା ଫିଲ୍ମ ‘ଚମେଲି’ରେ ଏକ ଖରାପ ଝିଅର ଭୂମିକାରେ ନଜର ଆସିଥିଲେ । ଅବଶ୍ୟ ଏହି ଫିଲ୍ମଟି ସୁପର ହିଟ ହୋଇପାରି ନଥିଲା ହେଲେ କରିନାଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ ।

ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମାଧୁରୀଙ୍କ ସୁନ୍ଦରତା ଓ ଡ୍ୟାନ୍ସକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ମାଧୁରୀ ମଧ୍ୟ ଏକ ଖରାପ ଝିଅର ଭୂମିକାରେ ନଜର ଆସି ଛନ୍ତି । ଫିଲ୍ମ ‘ଦେବ ଦାସ’ରେ ମାଧୁରୀ ଏକ ଖରାପ ଝିଅର ଭୂମିକାରେ ନଜର ଆସିଥିଲେ ଓ ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ଐଶ୍ଵର୍ଯ୍ୟ ରାୟ ବଚ୍ଚନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚ୍ଚନ । ଐଶ୍ଵର୍ଯ୍ୟ ହେଉଛନ୍ତି ଏକ ଲୋକପ୍ରିୟ ଅଭିନେତ୍ରୀ ଯିଏ ବଲିଉଡରେ ଅନେକ ସୁପର ହିଟ ଫିଲ୍ମରେ କାମ କରିଛନ୍ତି । ଐଶ୍ଵର୍ଯ୍ୟ ବଲିଉଡ ଫିଲ୍ମ ‘ଉମ୍ରାଓ ଜାନ’ରେ ଏକ ଖରାପ ଝିଅର ଭୂମିକା ପଦର୍ଶନ କରିଥିଲେ । ଏହି ଫିଲ୍ମରେ ତାଙ୍କ ସ୍ଵାମୀ ଅଭିଷେକ ବଚ୍ଚନ ମଧ୍ୟ ନଜର ଆସିଥିଲେ । ଅବଶ୍ୟ ଏହି ଫିଲ୍ମଟି ସୁପର ହିଟ ହୋଇନଥିଲା ହେଲେ ଐଶ୍ଵର୍ଯ୍ୟଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *