ଏମାନେ ହେଲେ Tarang ଟିଭିର ହିରୋଇନ ମାନଙ୍କ ହ୍ୟାଣ୍ଡସମ ବାପା, ପ୍ରଥମ ଥର ପାଇଁ ଦେଖନ୍ତୁ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭି ଚ୍ୟାନେଲରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଏହି ଅଭିନେତ୍ରୀ ମାନେ ତରଙ୍ଗ ଟିଭିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ଏମାନଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ବାପା ମାନଙ୍କୁ ଦେଖିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଟିଭିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ବାପା ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ନୀଳାଖି ପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଆସୁଛନ୍ତି ନୀଳାଖି ପାତ୍ର । ଆପଣ ମାନେ ସମସ୍ତେ ନୀଳାଖିଙ୍କୁ ତରଙ୍ଗ ଟିଭିରେ ଆପଣ ମାନେ ଇତି ଭୂମିକାରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏ ହେଉଛନ୍ତି ନୀଳାଖିଙ୍କ ବାପା ନୀଳାଖି ନିଜ ବାପାଙ୍କୁ ସବୁଠାରୁ ଅଧିକ ଭଲ ପାନ୍ତି ।

ସୁଚରିତା ସ୍ଵାଇଁ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ତରଙ୍ଗ ଟିଭି ଅଭିନେତ୍ରୀ ସୁଚରିତା ସ୍ଵାଇଁ । ଆପଣ ମାନେ ସମସ୍ତେ ସୁଚରିତାଙ୍କୁ ତରଙ୍ଗ ଟିଭିରେ ଉର୍ବୀ ଭୂମିକାରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ସୁଚରିତା ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତେବେ ଆପଣ ମାନେ ଦେଖିପାରୁ ଥିବେ ଏ ହେଉଛନ୍ତି ସୁଚରିତାଙ୍କ ବାପା ।

ସୁମନ ପଟ୍ଟନାୟକ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସୁମନ ପଟ୍ଟନାୟକ । ଆପଣ ମାନେ ସମସ୍ତେ ସୁମନଙ୍କୁ ତରଙ୍ଗ ଟିଭି ସିରିଏଲ ‘ତାରେଣୀ ଆଖିର ତାରା’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ତାରେଣୀ ଭୂମିକାରେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଏ ହେଉଛନ୍ତି ସୁମନଙ୍କର ବାପା ।

ପ୍ରିୟଙ୍କା ରଥ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ପ୍ରିୟଙ୍କା ରଥ । ଆପଣ ମାନେ ସମସ୍ତେ ପ୍ରିୟଙ୍କାଙ୍କୁ ତରଙ୍ଗ ଟିଭିର ଲୋକପ୍ରିୟ ସିରିଏଲ ‘କୁଆଁରୀ ବୋହୁ’ରେ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ପ୍ରିୟଙ୍କା ଶ୍ରଦ୍ଧା ଭୂମିକାରେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଏ ହେଉଛନ୍ତି ପ୍ରିୟଙ୍କାଙ୍କ ବାପା ।

ମିତାଲି ସର୍ଘାରିଆ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମିତାଲି ସର୍ଘାରିଆ । ଆପଣ ମାନେ ସମସ୍ତେ ମିତାଲିଙ୍କୁ ତରଙ୍ଗ ଟିଭିର ଲୋକପ୍ରିୟ ସିରିଏଲ ‘ନୂଆବୋହୂ’ରେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏହି ସିରିଏଲରେ ଅଭିନୟ କରି ମିତାଲି ସୁନାମ ଅର୍ଜନ କରିଛନ୍ତି । ଏ ହେଉଛନ୍ତି ମିତାଲିଙ୍କ ବାପା ।

ସୁଶ୍ରୀ ସୁଭାସିନୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସୁଶ୍ରୀ ସୁଭାସିନୀ । ଆପଣ ମାନେ ସମସ୍ତେ ସୁଶ୍ରୀଙ୍କୁ ‘ମଙ୍ଗଳା ଚରଣ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ଏ ହେଉଛନ୍ତି ସୁଶ୍ରୀଙ୍କ ବାପା ।

Leave a Reply

Your email address will not be published. Required fields are marked *