Tapaswini ଙ୍କ ଦୁଃଖ ଦେଖି ଆଉ ସହି ପରିଲେନି ସ୍ଥାନୀୟ ଲୋକ, ତପସ୍ଵିନୀ ପାଇଁ ଆଜି ଅସମ୍ଭାଳ ଭିଡ଼, କଣ୍ଟ୍ରୋଲ କରି ପାରୁନି ପୋଲିସ୍, ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ବିଚ୍ଛେଦ ମାମଲାରେ ବର୍ତ୍ତମାନ ଜନସାଧାରଣ ମାନଙ୍କ ଉତ୍ତେଜନା ଦେଖା ଦେଇଛି । ଗତ ଅନେକ ଦିନ ଧରି ଏହି ମାମଲା ଚାଲିଥିବା ବେଳେ ଏବେ ସାଧାରଣ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ପ୍ରଥମରୁ ହିଁ ତପସ୍ଵିନୀ ନିଜ ଅଧିକାର ପାଇବା ପାଇଁ ନିଜ ଶଶୁର ଘର ସାମ୍ନାରେ ଧାରଣା ଦେଇ ବସିରହିଥିଲେ । କୋର୍ଟ ଏକ ଭଲ ନିଷ୍ପତ୍ତି ନେବା ପରେ ମଧ୍ୟ ସୁମିତ କୋର୍ଟ ନିଷ୍ପତ୍ତିକୁ ଅବମାନନା କରିଛନ୍ତି ।

ଆସନ୍ତା କାଲି କୋର୍ଟର ଶୁଣାଣୀ ଅଛି ଓ ଏବେ ୪୮ ଘଣ୍ଟା ହେଇଗଲା ତପସ୍ଵିନୀ ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇଛନ୍ତି । ହେଲେ ବନ୍ଧୁଗଣ ଏଥର ତପସ୍ଵିନୀ ଏକା ନୁହନ୍ତି ତାଙ୍କ ସହ ଜନସାଧାରଣ ମାନଙ୍କ ସମର୍ଥନ ଅଛି । ଅନେକ ଦିନ ଧରି ତପସ୍ଵିନୀ ନିଜର ଏହି ଲଢେଇ ଏକା ଲଢୁଥିଲେ ଓ ତାଙ୍କ ସହ ଛାଇ ଭଳି ରହିଥିଲେ ପ୍ରମିଳା ମାଉସୀ । ହେଲେ ବନ୍ଧୁଗଣ ତପସ୍ଵିନୀଙ୍କ ଦୁଃଖ ବୋଧେ ଲୋକ ମାନେ ଆଉ ଦେଖି ପାରିଲେ ନାହିଁ ।

ଆଜି ତପସ୍ଵିନୀ ଧାରଣା ଦେଇଥିବା ସ୍ଥାନରେ ଜନସାଧାରଣ ମାନଙ୍କର ଭିଡ ଦେଖିବାକୁ ମିଳିଛି । ଜନସାଧାରଣ ମାନେ ସୁମିତ ଓ ତାଙ୍କ ପରିବାର ଉପରେ ବହୁତ ରାଗିକି ଅଛନ୍ତି । ସୁମିତ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ବ୍ରହ୍ମପୁର ଜିଲ୍ଲା ଇମେଜ ଉପରେ ବହୁତ ପ୍ରଭାବ ପଡିଛି ଏହା ସହିତ ଗୋଟେ ଝିଅକୁ ଏଭଳି ବାହାରେ ରଖିବା ଓ ତା କଥା ନଶୁଣିବା ସୁମିତଙ୍କ ପରିବାର ପାଇଁ ବହୁତ ଭାରି ପଡିଛି । 

ତପସ୍ଵିନୀଙ୍କୁ ନ୍ୟାୟ ଦେବା ପାଇଁ ଏବେ କେବଳ ମହିଳା ନୁହେଁ ପୁରୁଷ ମାନେ ବି ଧାରଣା ସ୍ଥଳରେ ଛିଡା ହୋଇଛନ୍ତି ଓ ନିଜ ମୁହଁ ଫିଟାଇ ଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଗତ କିଛି ସମୟ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓଟି ହେଉଛି ସୁମିତଙ୍କ ଘର ବାହାରର ଭିଡିଓ ଯେଉଁଠି ବହୁତ ଲୋକ ଛିଡା ହୋଇ ତପସ୍ଵିନୀଙ୍କ ହକ୍ ମାଗୁଛନ୍ତି ।

ଏହି ଭିଡିଓ ଦେଖି ଏମିତି ଲାଗୁଛି ଏବେ ତପସ୍ଵିନୀଙ୍କୁ ନ୍ୟାୟ ନିଶ୍ଚୟ ମିଳିବ କାରଣ ଆଗରୁ ତପସ୍ଵିନୀ ଏକା ଏହି ଲଢେଇ ଲଢୁଥିଲେ ହେଲେ ଏବେ ତାଙ୍କ ସହ ଜନସାଧାରଣ ଓ ପୋଲିସର ସମର୍ଥନ ରହିଛି । ଓଡିଶାରେ ଏଭଳି ଘଟଣା ବୋଧେ ପ୍ରଥମ ଥର ହୋଇଛି କିନ୍ତୁ ତପସ୍ଵିନୀଙ୍କୁ ନ୍ୟାୟ ମିଳିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *