Interesting Gk Questions- ତାହା କଣ ଯାହା ଶୁଖିଗଲେ ୨ କିଲୋ, ଓଦା ହେଲେ ୧ କିଲୋ ଓ ଜଳିଗଲେ ୩ କିଲୋ ହୋଇଥାଏ ?

ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ ।

ପ୍ରଶ୍ନ-୧- କେଉଁ ଗ୍ରହରେ ମାନେ କେଉଁ ପ୍ଲାନେଟ ରେ ୧ ଦିନ ୧ ବର୍ଷ ସହିତ ସମାନ ହେଇଥାଏ ?
ଉତ୍ତର – ଶୁକ୍ର ଗ୍ରହ ଅର୍ଥାତ Venus, ଯେଉଁଠି ଗୋଟିଏ ଦିନ ଗୋଟିଏ ବର୍ଷ ସହିତ ସମାନ ହେଇଥାଏ ।

ପ୍ରଶ୍ନ-୨

ତାହା କେଉଁ ସହର ଅଟେ ଯିଏ ମାତ୍ର ୧ ଦିନ ପାଇଁ ଭାରତର ରାଜଧାନୀ ହେଇଥିଲା ?

ଉତ୍ତର- ଇଲାହାବାଦ, ଆଜ୍ଞା ହଁ, ବର୍ଷ ୧୮୫୮ ରେ ଇଲାହାବାଦ କୁ ୧ ଦିନ ପାଇଁ ଭାରତର ରାଜଧାନୀ ବନା ଯାଇଥିଲା ।

ପ୍ରଶ୍ନ-୩

ଭାରତର ଏମିତି କେଉଁ ରାଜ୍ୟ ଅଛି ଯାହାର ଋତୁ ଅନୁସାରେ ୨ ଟି ରାଜଧାନୀ ଅଛି ?

ଉତ୍ତର- ତାହା ଅଟେ ଜାମ୍ମୁ କାଶ୍ମୀର

ପ୍ରଶ୍ନ-୪

ଲିଚୀର ସବୁଠାରୁ ବଡ ଉତ୍ପାଦକ ଦେଶର ନାମ କଣ ?

ଉତ୍ତର- ଭାରତ

ପ୍ରଶ୍ନ-୫

ବ୍ରିଟିଶ ଲୋକମାନେ ଭାରତରେ ନିଜ ପ୍ରଥମ ଫ୍ୟାକ୍ଟରୀ କେଉଁଠି ଖୋଲିଥିଲେ ?

ଉତ୍ତର- ସୁରଟରେ

ପ୍ରଶ୍ନ-୬

ବିଶ୍ଵର ସବୁଠାରୁ ଅଧିକ ବିଷଧର ସାପର ନାମ କଣ ?

ଉତ୍ତର- ଇଣ୍ଡିଆନ କୋବ୍ରା

ପ୍ରଶ୍ନ-୭

ସବୁଠାରୁ ଥଣ୍ଡା ଫଳର ନାମ କଣ ?

ଉତ୍ତର- ସବୁଠାରୁ ଥଣ୍ଡା ଫଳର ନାମ ହେଉଛି ବେଲ ଫଳ ।

ପ୍ରଶ୍ନ-୮

ଉତ୍ତର ପ୍ରଦେଶର ସବୁଠୁ ବଡ ଜିଲ୍ଲା କଣ ଅଟେ

ଉତ୍ତର- ଲକ୍ଷ୍ମୀପୁର ଖିରୀ ଅଟେ

ପ୍ରଶ୍ନ-୯

ଭାରତରେ ସବୁଠୁ ଅଧିକ ବ୍ୟବହାର ହେଉଥିବା ମୋବାଇଲ ଆପ କଣ ଅଟେ ?

ଉତ୍ତର – ହ୍ଵାଟ୍ସଆପ

ପ୍ରଶ୍ନ-୧୦

ଉଡାଜାହାଜ ବାୟୁମଣ୍ଡଳରେ କେଉଁ ସ୍ତରରେ ଉଡା ଯାଇଥାଏ ?

ଉତ୍ତର- ସମତାପ ମଣ୍ଡଳରେ

ପ୍ରଶ୍ନ-୧୧

ସୁନା ଚାନ୍ଦିକୁ ଅଧିକ ଶୁଦ୍ଧ କରିବା ପାଇଁ କଣ ପ୍ରୟୋଗ କରା ଯାଇଥାଏ ?

ଉତ୍ତର- ନାଇଟ୍ରିକ ଏସିଡ

ପ୍ରଶ୍ନ ୧୨

କେଉଁ ପକ୍ଷୀ ବସା ତିଆରି କରେ ନାହିଁ ?

ଉତ୍ତର- କୋଇଲି

ପ୍ରଶ୍ନ ୧୩

ଭାରତର ସବୁଠୁ ବଡ ବ୍ୟାଙ୍କର ନାମ କଣ ?

ଉତ୍ତର- RBI

ପ୍ରଶ୍ନ ୧୪

ମଣିଷର ଶରୀରର କେଉଁ ଅଙ୍ଗ ବିଜୁଳି ସୃଷ୍ଟି କରେ ?

ଉତ୍ତର- ମସ୍ତିସ୍କ

ପ୍ରଶ୍ନ-୧୫

ତାହା କଣ ଯାହା ଶୁଖିଗଲେ ୨ କିଲୋ ଓଦା ହେଲେ ୧ କିଲୋ ଓ ଜଳିଗଲେ ୩ କିଲୋ ହୋଇଥାଏ ?

ଉତ୍ତର – ସଲଫର

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *