ସ୍ଵାମୀଙ୍କୁ ଏମିତି ବରଣ ମାଳ ପିନ୍ଧାଇଲେ ଗୁନଗୁନ ଦେଖିଲେ ହସି ହସି ଗଡିଯିବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ଗୁନଗୁନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଗୁନଗୁନ ନିଜ ଜବରଦସ୍ତ ଅଭିନୟର ପଦର୍ଶନ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆସିବା ଦିନରୁ ଗୁନଗୁନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋସ ଓ ଭିଡିଓ ଅପଲୋଡ କରନ୍ତି ।

ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ଗୁନଗୁନ ବହୁତ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ, ଗୁନଗୁନ ଆଜି ବିବାହ କରିବାକୁ ଯାଉଛନ୍ତି । ଗତ ଦୁଇ ଦିନ ତଳେ ଗୁନଗୁନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ମେହେନ୍ଦି ଫଟୋ ଅପଲୋଡ କରି ସମସ୍ତଙ୍କୁ ନିଜ ବିବାହ ସମ୍ବନ୍ଧରେ ସୂଚନା ଦେଇଥିଲେ । ମେହେନ୍ଦି ପରେ ଗୁନଗୁନଙ୍କର ନିର୍ବନ୍ଧ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା ।

ନିର୍ବନ୍ଧରେ ତାଙ୍କ ସ୍ଵାମୀ ଆଣ୍ଠେଇକି ଗୁନଗୁନଙ୍କୁ ପ୍ରପୋଜ୍ କରିଥିଲେ । ତେବେ ବନ୍ଧୁଗଣ ଏବେ ଗୁନଗୁନଙ୍କର ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଗୁନଗୁନଙ୍କ ଏହି ବିବାହ ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବିବାହ ଭିଡିଓ ବିଷୟରେ । ବନ୍ଧୁଗଣ ଗୁନଗୁନ ତାଙ୍କ ଭିଡିଓରେ ସ୍ଵାମୀଙ୍କୁ ଏକ ଭିନ୍ନ ଢଙ୍ଗରେ ବରମାଳା ପିନ୍ଧାଉ ଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଗୁନଗୁନ ଓ ତାଙ୍କ ସ୍ଵାମୀଙ୍କୁ ବରମାଳା ପିନ୍ଧାଇବା ସମୟରେ କିଛି ଲୋକ ଉପରକୁ ଉଠାଇ ଛନ୍ତି ସେହି ସମୟରେ ଗୁନଗୁନ ନିଜ ସ୍ଵାମୀଙ୍କ ବେକରେ ବରମାଳା ପକାଉ ଛନ୍ତି । ଏହି ଭିଡିଓ ଦେଖି ସମସ୍ତ ଲୋକ ବହୁତ ହସୁ ଛନ୍ତି । ଗୁନଗୁନଙ୍କ ବିବାହରେ ଓଡିଆ ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ ।

ବିବାହରେ ଏହି କଳାକାର ମାନେ ଖୁବ ମସ୍ତି ଓ ଜବରଦସ୍ତ ଡ୍ୟାନ୍ସ କରୁଥିବାର ମଧ୍ୟ ନଜର ଆସିଛନ୍ତି । ତେବେ ଗୁନଗୁନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ବହୁତ ଭାଇରାଲ ହେଉଛି ଓ ଫ୍ୟାନ୍ସ ମାନେ ଏହି ଭିଡିଓ ଦେଖି ବହୁତ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗୁନଗୁନଙ୍କ ଏହି ବିବାହ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *