ସ୍ଵାମୀଙ୍କ ଜନ୍ମ ଦିନକୁ ଖାସ କରିବା ପାଇଁ ଝିଲିକ (Jhilik Bhatajrajee) କରିଲେ ଏମିତି କାମ, ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଝିଲିକ ଭଟ୍ଟାଚାର୍ଜ୍ୟ । ଆପଣ ମାନେ ସମସ୍ତେ ଝିଲିକଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।

ଝିଲିକ ଆସିବା ଦିନରୁ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ଝିଲିକ ଏକ ବଡ କାରଣ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଝିଲିକ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡାଇଙ୍କ ସହ ବିବାହ କରିଛନ୍ତି । ତେବେ ଗତ କାଲି ପ୍ରୀତିଙ୍କ ଜନ୍ମ ଦିନ ଥିଲା । ଝିଲିକ ବହୁତ ଖୁସିର ସହ ନିଜ ସ୍ଵାମୀ ପ୍ରୀତି ରଞ୍ଜନଙ୍କ ଜନ୍ମ ଦିନ ପାଳନ କରିଥିଲେ । ହେଲେ କରୋନା କଟକଣା ପାଇଁ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ପ୍ରୀତି ନିଜ ଜନ୍ମ ଦିନ ପାଳନ କରିଥିଲେ ।

ଗତ କାଲି ପ୍ରୀତିଙ୍କୁ ତାଙ୍କ ଜନ୍ମ ଦିନ ଉପଲକ୍ଷେ ନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ ସୁବେଚ୍ଚା ଜଣାଇ ଥିଲେ । ସ୍ଵାମୀଙ୍କ ଜନ୍ମ ଦିନ ଖୁସିରେ ଝିଲିକ କାର ଭିତରେ ଏକ ଭିଡିଓ କରି ଅ-ପ୍ଲୋ-ଡ କରିଥିଲେ । ପ୍ରୀତିଙ୍କ ଜନ୍ମ ଦିନ ଖୁସିରେ ଝିଲିକ ଓ ପ୍ରୀତିଙ୍କ ସାଙ୍ଗ ମାନେ ଏକ ଗୀତ ଡେଡିକେଟ କରିଥିଲେ ।

ଏହି ଗୀତର ନାମ ହେଉଛି ‘ଡାନୀ ଭାଇ ଆମ ଜାନ୍’ । ଏହି ଗୀତଟିକୁ ଓଡିଶା ଲୋକପ୍ରିୟ ଗାୟକ ଋତୁରାଜ ଗାଇଛନ୍ତି । ଆପଣ ମାନେ ସୋ-ସି-ଆ-ଲ ମି-ଡି-ଆରେ ଏହି ଗୀତଟିକୁ ନିଶ୍ଚୟ ଶୁଣିବେ ଓ ଆପଣଙ୍କୁ ଝିଲିକ ଭଟ୍ଟାଚାର୍ଜ୍ୟ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *