SRK ଙ୍କ ବଙ୍ଗଳା ‘Mannat’ ସାମ୍ନାରେ ଫ୍ୟାନ ମାନଙ୍କ ଉପରେ Police କଲା ଲାଠି ଚାର୍ଜ… Shahrukh କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଶାହରୁଖ ଖାନ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା । ସେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମରେ କାମ କରି ସୁନାମ ଅର୍ଜନ କରିଛନ୍ତି । ଶାହରୁଖ ଖାନ ସବୁଠାରୁ ଧନୀ ଅଭିନେତାଙ୍କ ମଧ୍ୟରେ ଗଣା ଯାନ୍ତି । ହେଲେ ବର୍ତ୍ତମାନର ସମୟରେ ଶାହରୁଖ ଖାନଙ୍କ ଉପରେ ସମସ୍ୟାର ପାହାଡ ଭା-ଙ୍ଗି ପଡିଛି । ଗତ ଶନିବାର ଦିନ ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନଙ୍କ ଡ୍ର-ଗ କେ-ସ-ରେ ଗି-ର-ଫ କରିବା ପରେ ଶାହରୁଖ ବହୁତ ଚିନ୍ତାରେ ଅଛନ୍ତି ।

ଆରିୟାନ ଖାନ ଏକ କୃସ୍ ପାର୍ଟିରେ ଉପସ୍ଥିତ ଥିବା ବେଳେ ଏନସିବି ଚ-ଢା-ଉ କରିଥିଲା ଓ ଆରିୟାନଙ୍କ ସହ ଅନ୍ୟ ମାନଙ୍କୁ ଗି-ର-ଫ କରିଥିଲା । ଆରୁଯନ ଗି-ର-ଫ ହେବା ପରେ ଶାହରୁଖ ନିଜ ସମସ୍ତ ସୁ-ଟି-ଙ୍ଗ ଛାଡି ଭାରତ ଆସି ଯାଇଥିଲେ । ପୁଅକୁ ବଞ୍ଚାଇବା ପାଇଁ ସେ ବଡ ବଡ ମନ୍ତ୍ରୀ ମାନଙ୍କ ସହ ଅଲଗା ଅଲଗା ନମ୍ବରରେ କଥା ହେଉଛନ୍ତି । ଅନ୍ୟ ପକ୍ଷରେ ଏନସିବି ଆରିୟାନଙ୍କୁ ଅଧିକ ଦିନ କଷ୍ଟେଡିରେ ରଖିବା ପାଇଁ ଚେଷ୍ଟା କରୁଛି ।

ଏହା ମଧ୍ୟରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ସାଧାରଣତଃ ସେଲିବ୍ରେଟି ମାନଙ୍କୁ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ସବୁବେଳେ ତାଙ୍କ ଘର ବାହାରେ ଛିଡା ହୁଅନ୍ତି ।

ବଲିଉଡର କିଙ୍ଗ ଖାନ ଶାହରୁଖ ଖାନଙ୍କ ଘର ବାହାରେ ସବୁବେଳେ ଫ୍ୟାନ୍ସ ମାନଙ୍କ ଭି-ଡ ରହିଥାଏ । ଶାହରୁଖଙ୍କ ଗୋଟେ ଝଲକ ଦେଖିବା ପାଇଁ ଲୋକ ମାନେ ତାଙ୍କ ଘର ବାହାରେ ଚାହିଁ ରୁହନ୍ତି । ଯେହେତୁ ଏବେ ଆରିୟାନ ଗି-ର-ଫ ହୋଇଛନ୍ତି ତେଣୁ ଶାହରୁଖଙ୍କୁ ବାରମ୍ବାର ଯିବା ଆସିବା କରିବା ସମୟରେ ଦେଖିବା ପାଇଁ କିଛି ଫ୍ୟାନ୍ସ ମାନଙ୍କ ଭି-ଡ ତାଙ୍କ ଘର ବାହାରେ ଥିଲା ।

ଗତ କିଛି ସମୟ ତଳେ ଶାହରୁଖଙ୍କ ଘର ବାହାରେ ଭି-ଡ ହେବାରୁ ପୋଲିସର ଏକ ଟିମ ଯାଇ ଲା-ଠି-ଚାର୍ଜ କରିଛି । ଓ ଏହି ଘଟଣାର ଫଟୋ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ପୋଲିସ ଫ୍ୟାନ୍ସ ମାନଙ୍କ ଉପରେ ଲା-ଠି-ଚା-ର୍ଜ କରୁଥିବାର ନଜର ଆସୁଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *