NCB ହାତରେ ଫରେନ୍ ଡ୍ରଗ ବେପାରୀ, ଆଜି କୋର୍ଟ ବେଲ୍ ପାଇଁ Shahrukh ଆଉ ଓକିଲ ଝାଳ ବାହାର କରିବେ ସମୀର, Shahrukh କରୁଛନ୍ତି ବିନତୀ, ଦେଖନ୍ତୁ Video

ବନ୍ଧୁଗଣ ୨ ତାରିଖରେ ଡ୍ର-ଗ ପାର୍ଟି ୪ ତାରିଖରେ କୋର୍ଟରେ ହାଜରି ଓ ୭ ତାରିଖ ପର୍ଯ୍ୟନ୍ତ ଏନସିବିର କଷ୍ଟେଡି । ଏହା ମଧ୍ୟରେ ଅନେକ ଡ୍ର-ଗ ମାଫିଆ ଧ-ରା ପଡିଲେଣି । ଏହି ମାମଲାରେ ଆଜି ସଖାଳେ ପୁଣି ଆଉ ଜଣେ ଧ-ରା ପଡିଛନ୍ତି ଅ-ଭି-ଯୁ-କ୍ତ । ଏନସିବିର ସମୀର ବାଙ୍ଖଡେ କାହାକୁ ବି ଛାଡୁ ନାହାନ୍ତି । ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନଙ୍କୁ ଗି-ର-ଫ କରିବା ପରେ ସେ ମୁମ୍ବାଇର ଅନେକ ଡ୍ର-ଗ ପେଡଲାର ମାନଙ୍କୁ ଖୋଜି ଖୋଜି ଗି-ର-ଫ କରୁଛନ୍ତି ।

ତେବେ ଆଜି କୋର୍ଟରେ ହାଜର ହେବେ ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ । ଅନ୍ୟ ପକ୍ଷରେ ଆରିୟାନ ଖାନଙ୍କ କୋର୍ଟ ହାଜର ପାଇଁ ଶାହରୁଖ ନିଜ ୪ କୋଟି ଟଙ୍କାର ବିଜ୍ଞାପନକୁ ବନ୍ଦ କରିଦେଇଛନ୍ତି । ତେବେ ଆଜି ମୁଖ୍ୟ ଚ୍ୟାଲେଞ୍ଜ ରହିବ ଶାହରୁଖ ଖାନଙ୍କ ଓକିଲ ସତିଶ ମନସିନ୍ଦେ ଓ ଏନସିବି ମଧ୍ୟରେ । ତେବେ ଆରିୟାନଙ୍କୁ ବେଲ ମିଳିବ ନା ଜେଲ ଆଜି ଜଣା ପଡିଯିବ ।

ସମୀର ବାଙ୍ଖଡେଙ୍କ କାମ ଉପରେ ପ୍ରଶ୍ନ ଉଠାଇ ଛନ୍ତି ଏନସିପିର ଜଣେ ମନ୍ତ୍ରୀ ଯାହାଙ୍କର ନାମ ହେଉଛି ନବାବ ମଲିକ । ତେବେ ନବାବଙ୍କ ଜ୍ଵାଇଁ ମଧ୍ୟ ପୂର୍ବରୁ ଡ୍ର-ଗ୍ସ କେସରେ ଗି-ର-ଫ ହୋଇସାରିଛନ୍ତି । ତେଣୁ ଏହା ହେଉଛି ନବାବଙ୍କ କ୍ରୋଧର ପ୍ରତିଫଳନ ଯାହା ବର୍ତ୍ତମାନ ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ସମୀର ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦ରୁ ଅଧିକ ସ୍ଥାନରେ ଚ-ଢା-ଉ କରି ସାରିଛନ୍ତି । ୧୦୬ରୁ ଅଧିକ ଲୋକଙ୍କୁ ନିଜ ସନ୍ଦେହର ଆଧାରରେ ଟା-ର୍ଗେ-ଟ କରିଛନ୍ତି ଓ ବର୍ତ୍ତମାନ ସୁଧା ସେ ୧୮ ଜଣଙ୍କୁ ଗି-ର-ଫ କରିଛନ୍ତି ।

ତେବେ ଆଜି ସଖାଳେ ଜଣେ ବିଦେଶୀ ନାଗରିକ ଡ୍ର-ଗ କେ-ସ-ରେ ଧରା ପଡିଛନ୍ତି । ଏହି ବ୍ୟକ୍ତିଙ୍କ ପାଖରୁ ଏମଡି ଡ୍ର-ଗ ଜବତ ହୋଇଛି । ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ସମାନ ଡ୍ର-ଗ ଆରିୟାନ ଖାନଙ୍କ ପାଖରୁ ଜ-ବ-ତ ହୋଇଥିଲା । ତେବେ ଆଜି କୋର୍ଟରେ ଏହି କଥା ବସ୍ତୁକୁ ପ୍ରେଜେଣ୍ଟ କରିବେ ଏନସିବିର ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେ ଏବଂ ଚେଷ୍ଟା କରିବେ କିଭଳି ଆରିୟାନ ଖାନଙ୍କୁ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ କ-ଷ୍ଟେ-ଡି-ରେ ରଖାଯାଇ ପାରିବ ।

ଅନ୍ୟ ପକ୍ଷରେ ଶାହରୁଖ ଖାନ ତାଙ୍କ ଓକିଲକୁ କହିଦେଇଛନ୍ତି ଆଜି ମତେ ମୋ ପୁଅ ଦରକାର । ଏହା ସହ ସତିଶ ମନସିନ୍ଦେ ଆଜି ତାଙ୍କର ପାରୁ ପର୍ଯ୍ୟନ୍ତ ଆରିୟାନଙ୍କ ବେଲ ପାଇଁ ଚେଷ୍ଟା କରିବେ । ତା ହେଲେ ବନ୍ଧୁଗଣ ଆଜି ଆରିୟାନଙ୍କୁ ବେ-ଲ ମିଳୁଛି ନା ଜେ-ଲ ତାହା ମାତ୍ର ଆଉ କିଛି ଘଣ୍ଟା ପରେ ଜଣା ପଡିଯିବ ।

Leave a Reply

Your email address will not be published. Required fields are marked *