Pavitra Rista 2 ର ଫାର୍ଷ୍ଟ ଲୁକ ହେଲା ଆଉଟ, Shushant ଙ୍କ ଜାଗାରେ ନଜର ଆସିବେ TV ଇଣ୍ଡଷ୍ଟ୍ରି ର ଏହି ଲୋକପ୍ରିୟ ଅଭିନେତା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ଏନେକ ଧାରାବାହିକ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକ ଗୁଡିକ ମଧ୍ୟରୁ ଅନେକ ଧାରାବାହିକ ବହୁତ ଲୋକପ୍ରିୟତା ହାସଲ କରିଥାଏ ।

ଅନ୍ୟ ପକ୍ଷରେ କିଛି ଧାରାବାହିକ ଗୁଡିକୁ ଲୋକମାନେ ଅଧିକ ପସନ୍ଦ କରି ନଥାନ୍ତି । ବନ୍ଧୁଗଣ ଆପଣ ମନେ ସମସ୍ତେ ହିନ୍ଦୀ ଟେଲିଭିଜନର ଲୋକପ୍ରିୟ ଧାରାବାହିକ ‘ପବିତ୍ର ରିସତା’ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକଟି ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା କାରଣ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ ।

ବର୍ତ୍ତମାନ ଏହି ଧାରାବାହିକର ଦ୍ଵିତୀୟ ପାର୍ଟର ଫାର୍ଷ୍ଟ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଓଟିଟି ଚ୍ୟାନେଲ ଅଲ୍ଟ ବାଲାଜି ଗତ କିଛି ସମୟ ପୂର୍ବରୁ ପବିତ୍ର ରିସତା ୨ର ଫାର୍ଷ୍ଟ ଲୁକ୍ ସୋସିଆଲ ମିଡିଆରେ ସେୟାର କରିଛି । ଆଜିଆମେ ଆପଣ ମାନଙ୍କୁ ଏହି ସିରିଏଲ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ  ଅଲ୍ଟ ବାଲାଜି ଗତ କିଛି ସମୟ ପୂର୍ବରୁ ପବିତ୍ର ରିସତା ୨ର ଫାର୍ଷ୍ଟ ଲୁକ୍ ସୋସିଆଲ ମିଡିଆରେ ସେୟାର କରିଛି । ଏଥିରେ ଆପଣ ମନେ ଅର୍ଚ୍ଚନା ଓ ମାନବଙ୍କ ସହ ଅନ୍ୟ କେତେକ କଳାକାର ମାନଙ୍କୁ ଦେଖିବାକୁ ପାଇବେ । ଗତ ପାର୍ଟରେ ମାନବଙ୍କ ମାର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀ ଉଷା ନାଡକର୍ଣ୍ଣୀ ଏଥର ମଧ୍ୟ ପୂର୍ବ ଭୂମିକାରେ ନଜର ଆସିବେ ।

ବନ୍ଧୁଗଣ ପବିତ୍ର ରିସତା ୨ରେ ସୁଶାନ୍ତ ସିଂହ ରାଜପୁତଙ୍କ ଜାଗାରେ ଟିଭି ଅଭିନେତା ସାହିର ସେଖଙ୍କୁ ଦେଖିବାକୁ ପାଇବେ । ମାନବଙ୍କ ଲୁକ୍ ରେ ସାହିର ସେଖ ଓ ଅର୍ଚ୍ଚନାଙ୍କ ଲୁକ୍ ରେ ଅଙ୍କିତା ଲୋଖଣ୍ଡେ ନଜର ଆସିବେ । ଏହି ସୋର ଫାର୍ଷ୍ଟ ଲୁକ୍ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଛି । ବନ୍ଧୁଗଣ ଏହି ଧାରାବାହିକକୁ ଦେଖିଲେ ଆମ ମାନଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ କଥା ମନେ ପଡୁଛି । ଗତ କିଛି ଦିନ ତଳେ ଏହି ସୋର କାଷ୍ଟିଙ୍ଗ ଡାଇରେକ୍ଟର ଆଦିତ୍ୟ ସୁରନା ସାହିର ଖାନଙ୍କୁ ମାନବର ଭୂମିକାରେ ସିଲେକ୍ଟ କରିବା କଥା କହିଥିଲେ ।

ସେ କହିଥିଲେ- ‘ପବିତ୍ର ରିସତା ୨ ସଂପୂର୍ଣ୍ଣ ଭାବରେ ଡିଜିଟାଲ ଅଛି । ଏହି ସୋଟି ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜରୁ କମ ନାହିଁ । ଏହି ସୋରେ କାମ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହା ଏକ ବଡ ଚ୍ୟାଲେଞ୍ଜ ଅଟେ । ଯଦି ଆମେ କୌଣସି ପ୍ରଥମ ଫ୍ରେସ ସିରିଏଲ ଦେଖିବା ତା ହେଲେ ଆମକୁ ଭଲ ଲାଗିବ ହେଲେ ଏହା ହେଉଛି ଏହି ସୋର ଦ୍ଵିତୀୟ ପାର୍ଟ, ତେଣୁ ଏହାକୁ କରିବା ସହଜ ହେବନି’ ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପବିତ୍ର ରିସତା ୨ର ଫାର୍ଷ୍ଟ ଲୁକ୍ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *