Sushant ଙ୍କ ଆଗରେ Salman ଙ୍କ ଷ୍ଟାରଡମ ମାନିଲା ହାର, SSR ଙ୍କ ଫ୍ୟାନ୍ସ ମାନେ ଏମିତି କରି ଦେଖାଇଲେ କମାଲ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ବଲିଉଡର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ବଲିଉଡର ସମସ୍ତ ଅଭିନେତା ମାନେ ସୋସିଆଲ ମିଡିଆରେ ନିଜ ପର୍ଶନାଲ ଲାଇଫକୁ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି କିଛି ଦିନ ତଳେ ତଥା ଡିସେମ୍ବର ୨୭ ତାରିଖ ଦିନ ବଲିଉଡ ଅଭିନେତା ସଲମାନ ଖାନଙ୍କ ଜନ୍ମଦିନ ଥିଲା ।

ଏହି ଦିନରେ ସଲମାନଙ୍କ ଫ୍ୟାନ୍ସ ମାନେ #happybirthdaysalmankhaan ଟ୍ଵିଟରରେ ଟପ୍ ଟ୍ରେଣ୍ଡରେ କରିବା ପାଇଁ ଚାହୁଁଥିଲେ, ହେଲେ ସେମାନେ ଏହା କରି ପାରିଲେ ନାହିଁ । ବନ୍ଧୁଗଣ ଆପଣ ମାନେ ଏହାର କାରଣ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଶାନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଯେଉଁ ସମୟରେ ସଲମାନଙ୍କ ଫ୍ୟାନ୍ସ ମାନେ ଟ୍ଵିଟରରେ ଟ୍ରେଣ୍ଡ କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ ସେହି ସମୟରେ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ସକ୍ରିୟ ଥିଲେ । ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ଲଗାତାର ଟ୍ଵିଟ କରି #LOVE4SSRକୁ ଟପ୍ ରେ ରଖିଥିଲେ । ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ଏହାକୁ ଟପ୍ ରେ ରଖିବାରେ ସଫଳ ମଧ୍ୟ ହୋଇଥିଲେ ।

https://twitter.com/AkashSushiFORVR/status/1343246439615381504?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1343246439615381504%7Ctwgr%5E%7Ctwcon%5Es1_&ref_url=https%3A%2F%2Fnewzmenia.com%2Fsalmans-stardom-bowled-in-front-of-sushant-ssr-fans-did-wonders%2F

ସୁଶାନ୍ତଙ୍କ ଭଉଣୀ ସେହି ସମୟରେ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କୁ କହିଥିଲେ ଯେ, ଭଗବାନ ମୋ ଭାଇର ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ । ଏହା ସହିତ ସେ କହିଥିଲେ ଯେ, ଦରିଦ୍ର ଲୋକମାନଙ୍କୁ ବସ୍ତ୍ର, କମ୍ବଳ ଓ ବହି ଆଦି ନିଶ୍ଚୟ ଦାନ କରନ୍ତୁ ।

ଶ୍ଵେତା ସିଂହ କୀର୍ତି ଏହା ମଧ୍ୟ କହିଥିଲେ ଯେ, ଆପଣଙ୍କ ଦ୍ଵାରା ହେଉଥିବା ସହାୟତାର ଏକ ଭିଡିଓ ବନାନ୍ତୁ ଓ ଏହି ଭିଡିଓକୁ #LOVE4SSRର ହେସଟ୍ୟାଗ ସହ ଟ୍ଵିଟର ଓ ଇନ୍ସ୍ଟାଗ୍ରାମରେ ସେୟାର କରନ୍ତୁ । ଶ୍ଵେତାଙ୍କ ଏହି ଅପିଲର ପ୍ରଭାବ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କ ଉପରେ ବହୁତ ପଡିଲା ଯାହାଫଳରେ ସଲମାନ ଖାନଙ୍କ ଜନ୍ମ ଦିନ ପରେ ମଧ୍ୟ ସୁଶାନ୍ତଙ୍କ ହେସଟ୍ୟାଗ ଟ୍ଵିଟରରେ ସବୁଠାରୁ ଟପ୍ ରେ ଅଛି ।

ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କୁ ବର୍ତ୍ତମାନ ମଧ୍ୟ ବହୁତ ଲୋକ ଭଲ ପାଉଛନ୍ତି । ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କେତେକ ସୁପର ହିଟ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ସେ ଏହି ଦୁନିଆରେ ନଥିଲେ ମଧ୍ୟ ତାଙ୍କ ସ୍ମୃତି ସମସ୍ତଙ୍କ ମନରେ ରହିଛି । ସୋସିଆଲ ମିଡିଆରେ ସବୁବେଳେ ସୁଶାନ୍ତଙ୍କ ଭିଡିଓ ଓ ଫଟୋ ଭାଇରାଲ ହେଉଛି । ହେଲେ ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସୁଶାନ୍ତଙ୍କୁ ନ୍ୟାୟ ମିଳିନାହିଁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *