ରାତିରେ ମାତ୍ର 2 ମିନିଟ ଏହାକୁ ଲଗେଇ ଦିଅନ୍ତୁ, ସକାଳୁ ମୁହଁର ସବୁ ବ୍ରଣ ଓ କଳାଦାଗ ହେଇଯିବ ଗାୟବ, ହୀରା ଭଳି ଚମକିବ ଚେହେରା- Baba Ramdev Beauty Tips

ବନ୍ଧୁଗଣ ଆଜିକାଲି ପ୍ରାୟ ଅଧିକାଂଶ ଝିଅ ମାନଙ୍କର ମୁହଁରେ ବ୍ରଣ ଓ କଳା ଦାଗ ଆଦି ସମସ୍ଯା ଦେଖାଯାଉଛି । ଏହି ସବୁ ସମସ୍ଯାକୁ ଦୁର କରିବା ପାଇଁ ଝିଅ ମାନେ ଅଧିକାଂଶ ପାର୍ଲର ଓ କେମିକାଲ ପ୍ରଡ଼କ୍ଟ ଆଦିର ସାହାରା ନେଇଥାନ୍ତି । ହେଲେ ବନ୍ଧୁଗଣ ଏହା ସବୁ କରିବା ଦ୍ଵାରା ଆପଣଙ୍କ ସ୍କିନରେ ସାଇଡ ଇଫେକ୍ଟ ହୋଇଥାଏ, ଯାହା ଆପଣଙ୍କ ସମସ୍ଯାକୁ ଅଧିକ ବଢାଇ ଥାଏ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ କେବଳ ରାତିରେ ବ୍ୟବହାର କରି ସଖାଳ ସମୟରେ ନିଜ ଚେହେରାକୁ ଗ୍ଲୋ ଏବଂ ଦାଗହୀନ କରାଇପାରିବେ । ବନ୍ଧୁଗଣ ଏହା ହେଉଛି ସଂପୂର୍ଣ୍ଣ ଏକ ଘରୋଇ ଉପଚାର ତେଣୁ ଏହାର କୌଣସି ପ୍ରକାରର ସାଇଡ ଇଫେକ୍ଟ ଆପଣଙ୍କୁ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପଚାର ବିଷୟରେ ।


ବନ୍ଧୁଗଣ ଆମର ଏହି ଉପାୟ ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ ଚାମଚ ଚାଉଳ ଗୁଣ୍ଡ ନିଅନ୍ତୁ ଓ ଏହାର ଅଧ ଘଣ୍ଟା ପର୍ଯ୍ୟନ୍ତ ଭିଜେଇ ଦିଅନ୍ତୁ । ବନ୍ଧୁଗଣ ଚାଉଳ ଗୁଣ୍ଡ ଆମ ସ୍କିନକୁ ଗ୍ଲୋ କରାଇବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଅଧ ଘଣ୍ଟା ଭିଜାଇବା ପରେ ଆପଣ ସେହି ଚାଉଳ ଗୁଣ୍ଡର ପାଣିକୁ ନେଇ ଏକ ଅଲଗା ପାତ୍ରରେ ରଖିଦିଅନ୍ତୁ ।

ଏହାପରେ ସେହି ପାଣିରେ ଆପଣ ଅଧ ଚାମଚ ମହୁ ମିଶାଇ ଏହାକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣକୁ ଏକ କଟନ ସାହାର୍ଯ୍ୟରେ ନେଇ ଆପଣଙ୍କ ଚେହେରାରେ ଲଗାଇ ଦିଅନ୍ତୁ ଓ ଧୀରେ ଧୀରେ ଏହାକୁ ନିଜ ଚେହେରାରେ ନେଇ ଭଲ ଭାବରେ ମିକ୍ସ କରନ୍ତୁ । ଏହାପରେ ଆପଣ ୨ ମିନିଟ ପର୍ଯ୍ୟନ୍ତ ସେମିତି ଛାଡି ନିଜ ଫେସକୁ ପାଣିରେ ଧୋଇ ଦିଅନ୍ତୁ । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଆମର ସ୍କ୍ରବ ବିଷୟରେ ।


ସ୍କ୍ରବକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପାତ୍ର ନିଅନ୍ତୁ ଓ ସେହି ପାତ୍ରରେ ଏକ ଚାମଚ ଭିଜା ଚାଉଳ ଗୁଣ୍ଡ ନିଅନ୍ତୁ । ଏହାପରେ ଆପଣ ଏଥିରେ ଅଧ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଶେଷରେ ଆପଣ ଏଥିରେ ଅଧ ଚାମଚ ମହୁ ମିଶାଇ ଏହି ସମସ୍ତ ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।

ଏହାପରେ ବନ୍ଧୁଗଣ ଆପଣ ନିଜ ଫେସରେ ଏହାକୁ ନେଇ ଭଲ ଭାବରେ ଲଗାଇ ଦିଅନ୍ତୁ ଓ ଧୀରେ ଧୀରେ ସ୍କ୍ରବ କରନ୍ତୁ । ବନ୍ଧୁଗଣ ଏହା ଆପଣଙ୍କ ସ୍କିନରେ ଥିବା ସମସ୍ତ କଳା ଦାଗ ଓ ବ୍ରଣ ଆଦିକୁ ଦୁର କରିଦେବ ଓ ଆପଣଙ୍କ ସ୍କିନକୁ ବହୁତ ଅଧିକ ଗ୍ଲୋ ମଧ୍ୟ କରାଇବ ବନ୍ଧୁଗଣ ଆପଣ ଏହି ଉପାୟକୁ କେବଳ ଥରେ କରି ଦେଖନ୍ତୁ, ଦେଖିବେ ଆପଣଙ୍କୁ ଏହାର ଫରକ ନିଶ୍ଚୟ ଜଣା ପଡିଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *