ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅସଲି ଚେହେରା ଆସିଲା ସାମ୍ନାକୁ, ସନ୍ଦିପ ବିରୁଦ୍ଧରେ ମିଳିଲା ବଡ ପ୍ରମାଣ

 

ସୁଶାନ୍ତ ସିଂହ ରାଜପୁତ ଏକ ଭଲ କଳାକାର ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ସୁଶାନ୍ତ ନିଜ କଷ୍ଟରେ ବଲିଉଡରେ ବହୁତ ନାମ ଅର୍ଜନ କରିଥିଲେ । ୧୪ ଜୁନ ରେ ସୁଶାନ୍ତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏହି ଖବର ସମସ୍ତ ଭାରତ ଦେଶକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସୁଶାନ୍ତଙ୍କ କେସ ମଧ୍ୟରେ ତାଙ୍କ ସାଙ୍ଗ ସନ୍ଦିପଙ୍କର ବହୁତ ବଡ ଭୂମିକା ରହିଥିବାର ଜଣା ପଡିଛି । ସୁଶାନ୍ତଙ୍କ କେସକୁ ନେଇ ପୁଣି ଏକ ବଡ ଖୁଲାସା ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ବଡ ଖୁଲାସା ବିଷୟରେ ।


ଅଙ୍କିତା ଲୋଖଣ୍ଡେ ଓ ସୁଶାନ୍ତଙ୍କୁ ଅଲଗା କରିବା ପଛରେ ସନ୍ଦିପଙ୍କର ହାତ ରହିଥିଲା । ଏହା ସହିତ ସୁଶାନ୍ତଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟକୁ ସନ୍ଦିପ ଚଲାଉଥିବାର ମଧ୍ୟ ଖୁଲାସା ହୋଇଥିଲା । ସୁଶାନ୍ତ ସିଂହଙ୍କ ଉପରେ ବହୁତ ଆରୋପ ଲାଗିସାରିଛି । ସୁଶାନ୍ତଙ୍କ ଫାମିଲି ରିଲେଟିଭ ମାନେ ମଧ୍ୟ ସନ୍ଦିପ ସିଂହଙ୍କ ଉପରେ ଆରୋପ ଲଗାଇଛନ୍ତି । ସନ୍ଦିପ ସିଂହ ମିଡିଆ ସାମ୍ନାକୁ ଆସି କହିଥିଲେ ଯେ, ସୁଶାନ୍ତଙ୍କ ମୃତ୍ୟୁର କାରଣ ନେପୋଟିଜ୍ମ ନଥିଲା ।

ସୁଶାନ୍ତ ଓ ସନ୍ଦିପ ପ୍ରଥମରୁ ବହୁତ ଭଲ ସାଙ୍ଗ ଥିଲେ । ହେଲେ ଦୁଇ ବର୍ଷ ପୂର୍ବରୁ ସୁଶାନ୍ତ ଓ ସନ୍ଦିପଙ୍କ ମଧ୍ୟରେ ଏକ ବଡ ଝଗଡା ହୋଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ସନ୍ଦିପ ଅଧିକାଂଶ ସମୟ ଏହି କେସ ସହ ଜଡିତ ହୋଇଥିଲେ ।


ସୁଶାନ୍ତଙ୍କ ଭିଣେଇ ସନ୍ଦିପଙ୍କ ବିଷୟରେ ଏକ ବଡ ଖୁଲସା କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସୁଶାନ୍ତଙ୍କ ଭିଣେଇ ଅଭିଯୋଗ ଆଣିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଶରୀର ପୋଷ୍ଟମଟମ ପାଇଁ ଯାଇଥିଲା । ପୋଷ୍ଟମଟମ ହେବା ସମୟରେ ସନ୍ଦିପ ସେହି ହସ୍ପିଟାଲରେ ଥିଲେ । ସନ୍ଦିପ ପୋଷ୍ଟମଟମ ରିପୋର୍ଟସ ସହ କିଛି ଛେଡ ଖାନି କରିଥିଲେ ।

ସୁଶାନ୍ତ ସିଂହ ରାଜପୁତ ସନ୍ଦିପଙ୍କ ଉପରେ ବହୁତ ଭରସା କରୁଥିଲେ, ସେଥିପାଇଁ ସୁଶାନ୍ତ ତାଙ୍କ ଇନ୍ସ୍ଟାଗ୍ରାମ ଆକାଉଣ୍ଟର ପାସୱାର୍ଡକୁ ସନ୍ଦିପଙ୍କ ସହ ସେୟାର କରିଥିଲେ । ଆଗାମୀ ଦିନରେ ଏମିତି ବହୁତ କିଛି ବଡ କଥାର ଖୁଲାସା ହେବାକୁ ଯାଉଛି । ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କ ମତରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁ ପଛରେ ସନ୍ଦିପଙ୍କ ହାତ ରହିଥିବାର ଜଣା ପଡିଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ସମସ୍ତ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *