ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ହୋଇଥିବା ଘଟଣାର ଫଟୋ ଆସିଲା ସାମ୍ନାକୁ, ବନ୍ଦ ରୁମରେ ସମସ୍ତେ ମିଶି ସୁଶାନ୍ତଙ୍କ ସହିତ କରିଥିଲେ ଏମିତି…

ସୁଶାନ୍ତ ସିଂହ ରାଜପୁତ ଯିବା ପର ଠାରୁ ତାଙ୍କର ଏମିତି ପଦକ୍ଷେପ ପାଇଁ ବହୁତ ସାରା ଅନ୍ଦାଜ ଲଗା ଯାଉଛି । ୧୪ ଜୁନ ରେ ସୁଶାନ୍ତ ଦୁନିଆକୁ ତ ଅଲବିଦା କହିଗଲେ କିନ୍ତୁ ଫ୍ୟାନ୍ସ ମାନଙ୍କ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଦେଇ ଗଲେ କି ସେ ଏମିତି କାହିଁକି କଲେ । ଯେଉଁଠି ରିପୋର୍ଟ ଅନୁସାରେ, ମୁମ୍ବାଇ ପୋଲିସ ଅନୁଆରେ ଓ ତାଙ୍କର ନିକଟତ୍ତର ଲୋକମାନଙ୍କ ବୟାନ ଅନୁସାରେ ଏହି ନିଷ୍ପତ୍ତି ସୁଶାନ୍ତଙ୍କର ଥିଲା ଓ ସେ ନିଜ ଜୀବନକୁ ଶେଷ କରିବାର ନିସ୍ପତି ନିଜେ ନେଇଥିଲେ ।

କିନ୍ତୁ ତାଙ୍କ ଫ୍ୟାନ୍ସ ମାନଙ୍କ କହିବା ଅଟେ କି ଏମିତି କିଛି ବି ହେଇନାହିଁ । ସୁଶାନ୍ତ ସିଂହ ରାଜପୁତ ଙ୍କ ସହିତ ଷଡଯନ୍ତ୍ର କରା ଯାଇଛି । କହି ଦେଉଛୁ କି ସୁଶାନ୍ତ ସିଂହ ରାଜପୁତ ଙ୍କୁ ନେଇ ଆଉ ଏକ ଅପଡେଟ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଏକ ଫଟୋ ନିଜ ଫେସବୁକ ଆକାଉଣ୍ଟ ରେ ଶେୟାର କରିଛି ।

ଏଥିରେ ଏକ ଛୋଟ ପେନ୍ଟିଂ କରା ଯାଇଛି । ଯେଉଁଥିରେ ସୁଶାନ୍ତଙ୍କ ସହିତ ହୋଇଥିବା ଘଟଣାକୁ ଏହି ପେନ୍ଟିଂ ମାଧ୍ୟମରେ ଦର୍ଶା ଯାଇଛି । ସୁଶାନ୍ତ ଙ୍କ ସହିତ ବନ୍ଦ ରୁମ ରେ ଯେଉଁ ଘଟଣା ଘଟିଛି ତାହାକୁ ନିଜ ଇମାଜିନେସନ ଅନୁସାରେ ସୁଶାନ୍ତଙ୍କ ଫ୍ୟାନ ଏହି ପେନ୍ଟିଂ ରେ ଦର୍ଶାଇଛନ୍ତି । ଯେଉଁଥିରେ କୁହାଯାଉଛି କି ‘ମୋ ଇମାଜିନେସନ ଅନୁସାରେ ଏମିତି ହୋଇଥିବ କି ସୁଶାନ୍ତ ବେଡ ଉପରେ ଶୋଇଥିବେ, ପଛରୁ କେହି ତାଙ୍କର ତଣ୍ଟି କୁ ଚିପିଥିବ ଓ ଆଉ ଏକ ବ୍ୟକ୍ତି ତାର ପାଦକୁ ଜାବୁଡି ଧରିଥିବ । କାରଣ ଏହି ପ୍ରକାରରେ ସେ ବେଡ ଉପରେ ପଡିଥିବାର ମିଳିଥିଲେ ।

ଏମିତି ଇମାଜିନେସନ ଫ୍ୟାନ୍ସ ଙ୍କ ମନରେ ଏଥିପାଇଁ ଆସୁଛି କି ସୁଶାନ୍ତ ଙ୍କ ବେକରେ ଯେଉଁ ଚିହ୍ନ ମିଳିଥିଲା ତାହା ପୁରା ନୁହେଁ କେବଳ ଅଧା ଥିଲା ତାହା ପୁଣି କେବଳ ସାମ୍ନା ପଟରେ । ତାହା ବି ପୁରା ସିଧା, ନା କି କାନ ପାଖରେ ନା ପୁରା ବେକରେ । ଏମିତିରେ ତାଙ୍କ ହାତରେ ବି ଚିହ୍ନ ମିଳିଥିଲା ଓ ତାଙ୍କ ଆଖି ପାଖରେ ବି ଚିହ୍ନ ମିଳିଥିଲା ଓ ତାଙ୍କର ପାଦ ଦୁଇଟି ଏକାଠି ଯୋଡା ହୋଇଥିବାର ମିଳିଥିଲା ଓ ଏମିତି ସେତେବେଳେ ହୋଇଥାଏ ଯେତେବେଳେ କୌଣସି ଲୋକ ଆମ ପାଦକୁ ଜୋର ରେ ଜାବୁଡି ଧରି ତା ଉପରେ ବସିଯାଏ ଓ ସେହି ପାଦକୁ ହଲିବାକୁ ଦିଏ ନାହିଁ ।

ନହେଲେ ଦୁଇ ଗୋଡ ଅଲଗା ଅଲଗା ହୋଇଯାଇଥାଏ ଓ ଆଖି ବାହାରକୁ ଆସିଥାଏ କିନ୍ତୁ ସୁଶାନ୍ତଙ୍କ ମାମଲାରେ ଏମିତି କିଛି ବି ହୋଇ ନଥିଲା । ଏହି ଇମାଜିନେସନ ସହିତ ଏହି ଫଟୋ ବନାଇଛନ୍ତି ଫ୍ୟାନ୍ସ । ସୁଶାନ୍ତ ଙ୍କ ଫ୍ୟାନ୍ସ ଙ୍କ କହିବା ଅଟେ କି ଏହା ଏକ ଷଡଯନ୍ତ୍ର ଅଟେ, ସୁଶାନ୍ତ ଙ୍କ ନିଜ ନିଷ୍ପତ୍ତି ନୁହେଁ ।

ତେବେ ଆପଣଙ୍କର କଣ କହିବା ଅଟେ ଏହା ବିଷୟରେ କମେଣ୍ଟ ଦେବାକୁ ଭୁଲିବେ ନାହିଁ କାରଣ ଆପଣଙ୍କ ଆବାଜ ସହିତ ହିଁ ସୁଶାନ୍ତ ଙ୍କୁ ନ୍ୟାୟ ମିଳିପାରେ । ଏ ବିଷୟରେ ଅଧିକ ଅପଡେଟ ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *