ସୁଶାନ୍ତ ଅଙ୍କିତାଙ୍କ ସହିତ କରିଥିଲେ ଏକ ଖାସ ପ୍ରମିଜ, ତେବେ ତାହାକୁ କାହିଁକି ପୁରା କରି ପାରିଲେ ନାହିଁ ସୁଶାନ୍ତ

ଅଙ୍କିତା ଲୋଖଣ୍ଡେ ଓ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ ତ ଆପଣ ସମସ୍ତେ ଜାଣିଥିବେ । ବର୍ଷ ୨୦୧୦ ରୁ ନେଇ ୨୦୧୬ ପର୍ଯ୍ୟନ୍ତ ଏହି ଦୁଇ ଜଣଙ୍କ ମଧ୍ୟରେ ସବୁ କିଛି ଠିକ ଚାଲୁଥିଲା । ଯେତେବେଳେ ପବିତ୍ର ରିସ୍ତା ଚାଲୁଥିଲା ସେହି ସମୟରେ ଦୁଇ ଜଣ ଏକା ସହିତ କାମ କରୁଥିଲେ ଓ ଲିଭ ଇନ ରିଲେସନଶିପ ରେ ଥିଲେ, ସେତେବେଳେ ସୁଶାନ୍ତ ସିଂହ ରାଜପୁତ ଏକ ଖାସ ପ୍ରମିଜ କରିଥିଲେ ଅଙ୍କିତାଙ୍କ ସହିତ ।

ଆଜ୍ଞା ହଁ, ଅଙ୍କିତା ଲୋଖଣ୍ଡେଙ୍କ ସହ ବିବାହ କରିବାକୁ ଚାହୁଁଥିଲେ ସୁଶାନ୍ତ ସିଂହ ରାଜପୁତ ଓ ତାଙ୍କ ସହିତ ଘର ବସାଇବାକୁ ଚାହୁଁଥିଲେ । ଆଜ୍ଞା ହଁ, ମୁମ୍ବାଇରେ ସୁଶାନ୍ତ ସିଂହ ରାଜପୁତ ଏକ ଏମିତି ଘର ନେବାର ଥିଲା ଯେଉଁଥିରେ ସବୁ କିଛି ସୁବିଧା ଥିବ । ସୁଶାନ୍ତ ଏହା ମଧ୍ୟ ସ୍ଵପ୍ନ ଦେଖିଥିଲେ କି ସେ ଅଙ୍କିତା ଲୋଖଣ୍ଡେଙ୍କ ସହିତ ବିବାହ କରିବେ ଓ ତାଙ୍କର ଏକ ସୁନ୍ଦର ଫାମିଲି ହେବ କିନ୍ତୁ ଏହି ସ୍ଵପ୍ନ ତ ଏବେ ପୂରାପୂରି ଭାଙ୍ଗି ଯାଇଛି ।

ଏହି ପ୍ରମିଜ ସୁଶାନ୍ତ ଦେଇଥିଲେ ଅଙ୍କିତା ଲୋଖଣ୍ଡେଙ୍କୁ ଯାହାକୁ ପୁରା କରି ପାରିଲେ ନାହିଁ ସୁଶାନ୍ତ ସିଂହ ରାଜପୁତ । କାରଣ ଅଙ୍କିତା ଲୋଖଣ୍ଡେଙ୍କ ସହ ତାଙ୍କର ବହୁତ ଖରାପ ଭାବରେ ବ୍ରେକପ ହୋଇ ଯାଇଥିଲା । ଏହା ସହିତ ଆଉ ଏକ କଥା ଆମେ ଆପଣଙ୍କୁ କହି ଦେଉଛୁ କି ଅଙ୍କିତା ଲୋଖଣ୍ଡେଙ୍କ ସହିତ ସୁଶାନ୍ତଙ୍କର ଏକ ବଡ ସ୍ଵପ୍ନ ଥିଲା । ଅଙ୍କିତା ଲୋଖଣ୍ଡେଙ୍କ ସହିତ ସୁଶାନ୍ତ ସିଂହ ରାଜପୁତ ମଧ୍ୟ ଶାହରୁଖ ଖାନଙ୍କର ବଡ ଫ୍ୟାନ ଥିଲେ ।

ଯେଉଁ ପ୍ରକାରରେ ଶାହରୁଖ ଖାନ ଟିଭି ଇଣ୍ଡଷ୍ଟ୍ରି ରୁ ବାହାରି ବଲିଉଡ ଇଣ୍ଡଷ୍ଟ୍ରି ରେ ସୁପର ଷ୍ଟାର ହେଲେ ସେହି ପ୍ରକାରରେ ସୁପର ଷ୍ଟାର ହେବାକୁ ଚାହୁଁଥିଲେ ସୁଶାନ୍ତ ସିଂହ ରାଜପୁତ । କିନ୍ତୁ ସୁଶାନ୍ତ ସିଂହ ରାଜପୁତ ଙ୍କ ଏହି ସ୍ଵପ୍ନ ବହୁତ କଷ୍ଟଭରା ଥିଲା । କାରଣ ତାଙ୍କ ଉପରେ ନେପୋଟିଜ୍ମ ଏମିତି ଭାରି ପଡିଲା କି ସେ ଆଜି ଆମ ମଧ୍ୟରେ ନାହାଁନ୍ତି । ଏହା ସହିତ ଆମେ ଆପଣଙ୍କୁ କହି ଦେଉଛୁ କି ସୁଶାନ୍ତ ସିଂହ ରାଜପୁତଙ୍କ ଏମିତି ବି ସ୍ଵପ୍ନ ଥିଲା କି ଯାହା ପୁରା ବି ହୋଇ ପାରିଥାନ୍ତା ।

କିନ୍ତୁ ଏତେ ସ୍ଵପ୍ନ ଦେଖୁଥିବା ମଣିଷ ଅଚାନକ ଏପରି ଚାଲିଯିବ ଯାହାକୁ କେହି ବି ବିଶ୍ଵାସ କରି ପାରୁ ନାହାଁନ୍ତି ଓ ଫ୍ୟାନ୍ସ ମାନେ ଲଗାତାର ଦାବି କରୁଛନ୍ତି କି ଏହି ମାମଲାରେ CBI ଯାଞ୍ଚ ହେଉ । ଏହା ସହିତ ତାଙ୍କ ସହିତ ଯେଉଁ କଳାକାରମାନେ କାମ କରିଛନ୍ତି ସେମାନେ ମଧ୍ୟ ଏହା ଚାହୁଞ୍ଚନ୍ତି କି CBI ଯାଞ୍ଚ ହେଉ । କାରଣ ସୁଶାନ୍ତ ସିଂ ରାଜପୁତ ବହୁତ ଭଲ ମଣିଷ ଥିଲେ, ସେ ସବୁବେଳେ ଖୁସିରେ ରହୁଥିଲେ ଓ ଏମିତି ସେ କରିବେ କାହାକୁ ବି ବିଶ୍ଵାସ ହେଉ ନାହିଁ ।

ଯଦି ଆପଣ ବି ଚାହୁଞ୍ଚନ୍ତି ଏହି ମାମଲାରେ ସୁଶାନ୍ତ ସିଂହ ରାଜପୁତ ଙ୍କୁ ନ୍ୟାୟ ମିଳୁ ତେବେ ଏହାକୁ ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଅଧିକ ଅପଡେଟ ପାଇଁ ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *