ହଠାତ ଏମିତି କାହିଁକି ରାଗିଗଲେ Sura ଭାଇ, କହିଲେ ‘ମୁଖ୍ୟ ମନ୍ତ୍ରୀଙ୍କ ଠୁ ନେଇ ଗାଁ ବାଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ…’ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ମମିତା ମୃ-ତ୍ୟୁ ମା-ମ-ଲା ବିଷୟରେ ନିଶ୍ଚୟ ଜାଣିଥିବେ । ମମିତା ମେହେରଙ୍କୁ ହ-ତ୍ୟା କରା ଯାଇଥିଲା ଓ ବହୁତ ଅ-ମା-ନୁ-ଷି-କ ଭାବରେ ତାଙ୍କୁ ଜ-ଳା-ଇ ପୋ-ତା ଯାଇଥିଲା । ତେବେ ଏହି ମା-ମ-ଲା-ର ମୁଖ୍ୟ ଆ-ରୋ-ପି ଗୋବିନ୍ଦ ସାହୁଙ୍କୁ ପୋଲିସ ଗି-ର-ଫ କରି ସାରିଛି । ହେଲେ ଏହି ମା-ମ-ଲା ସହ ଅନ୍ୟ ଜଣେ ଲୋକ ମଧ୍ୟ ସମ୍ପୃକ୍ତ ଅଛନ୍ତି । ତେବେ ବନ୍ଧୁଗଣ ଏହି ବ୍ୟକ୍ତି ଜଣକ ସାଧାରଣ ନୁହନ୍ତି ।


ବନ୍ଧୁଗଣ ମହାଲିଙ୍ଗ କଲେଜରେ କେତେକ ବଡ ବଡ ଲୋକ ମାନେ ଆସି ଶିକ୍ଷୟତ୍ରୀ ଓ ଛାତ୍ରୀ ମାନଙ୍କୁ ଶୋ-ଷ-ଣ କରୁଥିଲେ । ଏହି ମନ୍ତ୍ରୀ ଜଣକ ମମିତା ମେହେର ମୃ-ତ୍ୟୁ ମା-ମ-ଲା ସହ ଜଡିତ ହୋଇ ଅଛନ୍ତି । ତେବେ ବି-ରୋ-ଧୀ ଦଳ ନେତା ମାନେ ଏହି ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିଲାଗି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ।

ବର୍ତ୍ତମାନ ସୁର ଭାଇଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ସୁର ଭାଇ କହିଛନ୍ତି- ‘ମୁଖ୍ୟମନ୍ତ୍ରୀ ଠାରୁ ମା-ଡ ଆରମ୍ଭ ହେବ ଯେ ଗାଁ ଗହଳି ପର୍ଯ୍ୟନ୍ତ । କେହି ସେତେବେଳେ ରକ୍ଷା କରିପାରିବେ ନାହିଁ । ଏବେ ତମର ଶକ୍ତି ଅଛି ପୋଲିସ ଅଛି ତେଣୁ ପୋଲିସ ଜରିଆରେ ଆମକୁ ବା-ଡେ-ଇ ଚାଲିଛ ହେଲେ ଗୋଟେ ସମୟ ଆସିବ ପୋଲିସ ଛି-ଡା ହେଇଥିବ ତମକୁ ମା-ଡ ହେବ ଯେ କେହି ଅ-ଟ-କା-ଇ ପାରିବେ ନାହିଁ ।

ଆମର ହାବିଟ ହେଉଛି ଆମେ କାହାକୁ ବା-ଡେ-ଇ-ବୁ ନାହିଁ ହେଲେ ଯଦି କିଏ ଆମକୁ ବା-ଡେ-ଇ-ବ ତା ହେଲେ ଆମେ ଛାଡ଼ିବୁ ନାହିଁ’ । ଆଗକୁ ସୁର ଭାଇ କହିଛନ୍ତି- ‘କଂଗ୍ରେସ ଭାଇ ଜଣେ ଏମଏଲଏ ସାଲ୍ଯୁଜା କହିଛନ୍ତି ତାଙ୍କୁ ପୁରାଇ ଦେବୁ ନାହିଁ ସେ ସାବସ୍ଥ୍ୟ ହେଇ ଅଛନ୍ତି ।

ଏ ପର୍ଯ୍ୟନ୍ତ ମୁକ୍ତି ପାଇ ନାହାନ୍ତି କାରଣ ତ-ଦ-ନ୍ତ ହୋଇ ନାହିଁ । କିନ୍ତୁ ତାଙ୍କ ନାଁ ଡୁ-ବୁ-ଡୁ-ବୁ ହୋଇ ରହିଛି । ତିନୋଟି ସ୍ତରରେ ତାଙ୍କ ନାଁ ରହିଛି । ଯଦି ସବୁ ଆଡେ ତାଙ୍କ ଚର୍ଚା ହେଉଛି ତେଣୁ ତାଙ୍କର ବିଧାନ ସଭାରେ ଯିବା ଉଚିତ ହେବ ନାହିଁ । ଯଦି ସାଲ୍ଯୁଜା କହିଛନ୍ତି ତାଙ୍କୁ ପୁରେଇବ ନାହିଁ ତ ପୁରାଇ ଦେବା ନାହିଁ’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *