ଦେଖନ୍ତୁ ବାହାଘର ପୂର୍ବରୁ ସ୍ବାମୀଙ୍କ ସହ Somalin ଙ୍କ ରୋମାଣ୍ଟିକ ଭିଡିଓ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଲାଇଫ ଓ ନିଜ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ସୋମାଲିନ ।

ଆପଣ ମାନେ ସମସ୍ତେ ସୋମାଲିନଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ସୋମାଲିନଙ୍କ ଭଉଣୀ ଜାଙ୍କଲିନ ମଧ୍ୟ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଗତ କିଛି ମାସ ତଳେ ଜାଙ୍କଲିନ ନିଜ ପ୍ରେମିକ ଅରବିନ୍ଦଙ୍କ ସହ ପ୍ରେମ ବିବାହ କରି ବହୁତ ଚର୍ଚାକୁ ଆସିଥିଲେ । ତେବେ ବର୍ତ୍ତମାନ ସୋମାଲିନ ମଧ୍ୟ ବିବାହ କରିବାକୁ ଯାଉଛନ୍ତି ।

ସୋମାଲିନଙ୍କ ନିର୍ବନ୍ଧ ହୋଇ ସାରିଛି ଓ ବର୍ତ୍ତମାନ ସେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ସୋମାଲିନ ନିଜ ସ୍ଵାମୀଙ୍କ ସହ ଅନେକ ଭିଡିଓ କରି ଅପଲୋଡ କରୁଛନ୍ତି ଯାହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ସୋମାଲିନଙ୍କର କିଛି ରୋମାଣ୍ଟିକ ଭିଡିଓ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସୋମାଲିନଙ୍କ ଏହି ରୋମାଣ୍ଟିକ ଭିଡିଓ ବିଷୟରେ । ବନ୍ଧୁଗଣ ଭା-ଇ-ରା-ଲ ହେଉଥିବା ଭିଡିଓରେ ସୋମାଲିନ ଓ ତାଙ୍କ ସ୍ଵାମୀ ବହୁତ ସୁନ୍ଦର ଦେଖା ଯାଉଛନ୍ତି ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକ ମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ସୋମାଲିନ ଓ ତାଙ୍କ ସ୍ଵାମୀଙ୍କର ଏହି ରୋମାଣ୍ଟିକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ।

ଲୋକମାନେ ଏହି ରୋମାଣ୍ଟିକ ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ସୋମାଲିନ ଓ ତାଙ୍କ ସ୍ଵାମୀଙ୍କର ଏହି ରୋମାଣ୍ଟିକ ଭିଡିଓ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *